ପ୍ରକଳ୍ପ କାର୍ଯ୍ୟ ସମାପ୍ତି ଉପରେ ଗୁରୁତ୍ୱ
ବଲାଙ୍ଗୀର ଅଫିସ,୨୮ା୯: ବଲାଙ୍ଗୀର ଜିଲା ପଞ୍ଚାୟତ ସାଧନ କେନ୍ଦ୍ର ସଭାଗୃହରେ ମଙ୍ଗଳବାର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ପଞ୍ଚାୟତିରାଜ, ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍…
ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସଂଘର୍ଷ ସମିତି
ବଲାଙ୍ଗୀର ଅଫିସ,୨୮ା୯: ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାମ ତ୍ୱରାନ୍ବିତ ହୋଇପାରୁନାହିଁ। ବର୍ଷ ବର୍ଷ ହେଲା ଏହି ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା କରାଯାଉଥିଲେ ମଧ୍ୟ ପ୍ରକଳ୍ପ କାମ ଆଗଉ ନାହିଁ। ବିଭିନ୍ନ ବାହାନାବାଜି କରାଯାଇ ରେଳପ୍ରକଳ୍ପ କାମକୁ ଘୋର ଅବହେଳା କରାଯାଉଛି। ଏହି…
କୋଇଲା ଟ୍ରକ୍ ଦଖଲରେ ବିଜୁ ଏକ୍ସପ୍ରେସ ୱେ
ସମ୍ବଲପୁର/ରେଙ୍ଗାଲି,୨୮ା୯(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ ମଙ୍ଗଳବାର ପ୍ରାୟ ୪ ଘଣ୍ଟା ଧରି ଜାମ ରହିଥିଲା। ତଲାବିରା କୋଇଲା ଖଣିରୁ ପରିବହନ ହେଉଥିବା କୋଇଲା ଟ୍ରକ୍ଗୁଡିକ ଖିଣ୍ଡା ଛକରୁ ଲପଙ୍ଗା ଛକ ପ୍ରାୟ ୨ କି.ମି. ରାସ୍ତାକୁ ନିଜ ଦଖଲରେ ରଖିଥିଲେ।…
ମନ୍ଦିର ଢାଞ୍ଚାରେ ପୂଜାମଣ୍ଡପ
ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଗୋବିନ୍ଦତୋଳା ସାର୍ବଜନୀନ ଦୁର୍ଗାପୂଜା ଚଳିତ ବର୍ଷ ୫୪ବର୍ଷରେ ପଦାର୍ପଣ କରିଛି। ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମନ୍ଦିର ଢ଼ାଞ୍ଚାରେ ପୂଜାମଣ୍ଡପ ତିଆରି ଚାଲିଛି। ଭୁବନେଶ୍ୱରୀ ଦେବୀ ସୁସଜ୍ଜିତ ମଣ୍ଡପରେ ଉପବିଷ୍ଟ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ମୁଖ୍ୟ ତୋରଣ…
ପ୍ରେମିକଙ୍କ ନିର୍ଯାତନାରୁ ଅଧ୍ୟାପିକାଙ୍କ ଆତ୍ମହତ୍ୟା
ସମ୍ବଲପୁର,୨୮ା୯(ବ୍ୟୁରୋ): ପ୍ରେମିକ ଓ ତାଙ୍କ ପରିବାର ମାନସିକ ନିର୍ଯାତନା ଦେବା ସହ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ସମ୍ବଲପୁର ସଦର ଥାନା ରାଶନପୁର ତୁରିପଡାର ଅଧ୍ୟାପିକା ପ୍ରିୟଙ୍କା ନାଏକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପ୍ରେମିକ…
ପୂଜା ପୂର୍ବରୁ ରାସ୍ତା ମରାମତି, ଡ୍ରେନ୍ ସଫେଇ କରାଯାଉ
ମୁନିଗୁଡ଼ା, ୨୮।୯(ଡି.ଏନ୍.ଏ.): ରାୟଗଡ଼ା ଜିଲାର ବ୍ୟସ୍ତବହୁଳ ବ୍ୟବସାୟ ନଗରୀ ମୁନିଗୁଡ଼ା ସହରରେ ଦୁର୍ଗାପୂଜା ପାଇଁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ମଣ୍ଡପ ସଜାଚାଲିଛି। କରୋନା ଯୋଗୁ ବନ୍ଦ ହୋଇଥିବା ମାଆଙ୍କର ଏହି ସାମୂହିକ ପୂଜାବିଧି ବ୍ୟବସ୍ଥା ଚଳିତ ବର୍ଷ ନୂତନ ଉତ୍ସାହ…
ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚନ୍ଦନ କାଠ ଜବତ
କୋରାପୁଟ,୨୮ା୯(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡା ଅଞ୍ଚଳରୁ ସୋମବାର ଚନ୍ଦନକାଠ ଚୋରାଚାଲାଣ ହେବା ବେଳେ ଜବତ ହେବାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ଜିଲାର ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲ ୧୪ କେଜି ୭ଶହ ଗ୍ରାମ ଚନ୍ଦନକାଠ ପାଡୁଆ ପୋଲିସ ଜବତ…
୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
ବୈପାରିଗୁଡ଼ା/ପଟ୍ଟାଙ୍ଗୀ, ୨୮ା୯(ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡ଼ା ତହସିଲ କାର୍ଯ୍ୟାଳୟରେ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଜଣେ ବରିଷ୍ଠ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ସତ୍ୟ ନାରାୟଣ ଦଳେଇ। ଜମିବାଡ଼ି କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସେ ୫…
ପାନବରଜ ପାଇଁ ପିମ୍ପୂଳା ଭରସା
ମହାକାଳପଡ଼ା,୨୮।୯ (ଡି.ଏନ.ଏ.):ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାରେ କୁଶଳୀ, ଅର୍ଦ୍ଧ କୁଶଳୀ ଶ୍ରମିକମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅନେକ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ମହାକାଳପଡ଼ା ବ୍ଲକ ବତିଘର, ରାମନଗର, ଖରିନାସୀ, ପେଟଛେଲା ଆଦି ପଞ୍ଚାୟତର…
ଆମେ ଅପହରଣ କରିଥିବା ଅଭିଯୋଗ ମିଥ୍ୟା: ଗ୍ରାମବାସୀ
ମାଲକାନଗିରି,୨୮ା୯ (ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅ‘ର୍ଗତ ଏମ୍.ଭି. ୧୨୨ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅକୁ ଏମ୍.ଭି. ୫୦ ଗ୍ରାମର ଗ୍ରାମବାସୀ ଅପହରଣ କରିଛନ୍ତି। ଏନେଇ ଓର୍କେଲ ଥାନାରେ ଅଭିଯୋଗ ହୋଇଛି। ତେବେ ଏହା ବିଷୟ ସମ୍ପୂର୍ଣ ମିଥ୍ୟା ବୋଲି…
ଜାତୀୟ ସ୍ବଚ୍ଛତା ସମାରୋହରେ ଯୋଗଦେବେ ବନିତା
ନବରଙ୍ଗପୁର, ୨୮।୯ ( ବି.ପ୍ର.): ଚଳିତ ମାସ ୩୦ ଓ ଅକ୍ଟୋବର ୧ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ବଚ୍ଛତା ସମାରୋହରେ ଭାଗନେଇ ନିଜର ପ୍ରକଳ୍ପ ପ୍ରଦର୍ଶନ କରିବା ପାଇଁ ଭାରତ ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟରୁ ନିମନ୍ତ୍ରଣ ପାଇଛନ୍ତି…
ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଜଳପଥ ଉପରେ ନିର୍ଭରଶୀଳ
ପାରାଦୀପ,୨୮।୯(ସ୍ବ.ପ୍ର.): ବିଶ୍ୱରେ ଥିବା ବନ୍ଦରଗୁଡ଼ିକରେ ବୁଧବାର ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ହେବ। ଏହି କ୍ରମରେ ଆମ ଦେଶର ଦ୍ୱିତୀୟ ବୃହତ୍ ବନ୍ଦର ପାରାଦୀପରେ ବିଭିନ୍ନ ଏଜେନ୍ସିଗୁଡିକ ଏହି ଦିବସ ପାଳନ କରୁଛନ୍ତି। ଏ ନେଇ ପାରାଦୀପ ବନ୍ଦରର ୱେଟବେସିନଠାରେ ବୁଧବାର…

