ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ

ବୈଶିଙ୍ଗା,୨୫୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ନଡ଼ପୁରଠାରେ ଗୁରୁବାର ଅପରାହ୍ନରେ ପୋଲିସ ଚଢ଼ାଉ କରି ଚୋରା ବାଲି ବୋଝେଇ ଏକ ଟ୍ରାକ୍ଟର ଜବତ କରିଛି। ପୋଲିସକୁ ଦେଖି ଟ୍ରାକ୍ଟର ଡ୍ରାଇଭର ଦୌଡ଼ି ପଳାଇ ଯାଇଥିବା ଜଣାପଡ଼ିଛି। ଫେରାର ଡ୍ରାଇଭରଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଥାନାରେ ଏକ ମାମଲା(ନଂ.୩୮୨/୨୨) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ ପୂର୍ବରୁ ବିବାହ କଲେ SRH ମାଲିକାଣୀ କାବ୍ୟା ମାରାନ: ଜାଣନ୍ତୁ କାହାକୁ ବାଛିଲେ ନିଜ ଜୀବନସାଥୀ

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ (SRH)ର ମାଲିକାଣୀ କାବ୍ୟା ମାରାନ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିଛନ୍ତି। ଅନିରୁଦ୍ଧ ନିଜ ସୋସିଆଲ ମିଡିଆରେ କାବ୍ୟାଙ୍କ ସହ…

ଭାରତ ବିପକ୍ଷ ଶେଷ ଦୁଇ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ୩୧ ବର୍ଷୀୟ ଏହି ଧୁରନ୍ଧର ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧୨।୧୧: ଭାରତ ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ (ଚତୁର୍ଥ ଓ ପଞ୍ଚମ) ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଦଳ ଘୋଷଣା…

ନ୍ୟୁଜିଲାଣ୍ଡ ସିରିଜ ମଝିରେ ବଡ଼ ହଲଚଲ: ଗିଲ-ରାହୁଲ ଆଉଟ୍‌, କୋହଲି-ରୋହିତ ଖେଳିବେ କି ନାହିଁ, ଆସିଲା ଅପଡେଟ୍‌

ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଶୁକ୍ରବାର (ନଭେମ୍ବର ୧୩) ମାଉଣ୍ଟ ମାଉଙ୍ଗାନୁଇର ବେ…

ବିନା ବ୍ୟାଙ୍କ ଖାତାରେ ବି ପେମେଣ୍ଟ କରିପାରିବେ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା; ଜାଣନ୍ତୁ କେମିତି?

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ବ୍ୟାଙ୍କ ଖାତା ନାହିଁ, ତେବେ ମଧ୍ୟ ଆପଣଙ୍କୁ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ RBI…

କ୍ରିକେଟ୍ ମଇଦାନରେ ଅଜବ ଦୃଶ୍ୟ! କ୍ରୀଜ୍ ଭିତରେ ବ୍ୟାଟ୍ ରଖିବା ପରେ ମଧ୍ୟ ରନ୍ ଆଉଟ୍ ହେଲେ ଖେଳାଳି-VIDEO

ହୋବାର୍ଟ,୧୨।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍ ବ୍ୟାସ୍ ଲିଗ୍ (WBBL)ର ଏକ ମ୍ୟାଚ୍‌ରେ ଏଭଳି ଏକ ଅଜବ ରନ୍‌ ଆଉଟ୍ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଯେ…

୧୪ ବର୍ଷ ପରେ ସ୍ପେନ୍‌ରେ ଧର୍ମଘଟ

ବାର୍ସିଲୋନା, ୧୨ା୧୧:ଜାତୀୟ ନିର୍ୱାଚନର ମାତ୍ର ୩ ସପ୍ତାହ ପୂର୍ୱରୁ ଦେଶରେ ବଢ଼ିଚାଲିଥିବା ଗୃହ ସଙ୍କଟ ଏବଂ ଅତ୍ୟଧିକ ଘରଭଡ଼ା ବିରୋଧରେ ବୁଧବାର ସ୍ପେନର ଲକ୍ଷ ଲକ୍ଷ ଶ୍ରମିକ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର; ମିଳିବ ୧.୮ ଲକ୍ଷର ଲାପଟପ୍‌, ୪ ବର୍ଷ ପରେ…

ନୂଆଦିଲ୍ଲୀ,୧୨।୧୧: ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବହୁତ ବଡ଼ ଏବଂ ଖୁସିର ଖବର ଆସିଛି। କେନ୍ଦ୍ର ସରକାର ନିଜର ଅଧିକାରୀମାନଙ୍କୁ ଦିଆଯାଉଥିବା ଅଫିସ ଲାପଟପ ଏବଂ ଟାବଲେଟ…

କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ: ୩୭ଟି ପ୍ରକଳ୍ପ ମାଧ୍ୟମରେ ପ୍ରତିଭା ଦେଖାଇଲେ ଛାତ୍ରୀ

କେସିଙ୍ଗା,୧୨।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଏକ ବାଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?