୩ ପରିବାରରେ ବୁଲାଇଲେ କଳାକନା
ଜଳେଶ୍ୱର, ୩୧ା୧୦(ଡି.ଏନ.ଏ.): କାଳୀପୂଜା ଅବସରରେ ଖୁଲୁଡା ଗାଁରେ ନାଟକ ଅନୁଷ୍ଠିତ ହେଉଥିବା ବେଳେ ଏହାର ସୁଯୋଗ ନେଇ ଚୋରମାନେ ୩ ପରିବାରରେ କଳାକନା ବୁଲାଇଛନ୍ତି। ଏ ସମ୍ପର୍କରେ ୩ ପରିବାର ନାମ୍ପୋ ଫାଣ୍ଡିରେ ଏତଲା ଦେଇଛନ୍ତି। ଗ୍ରାମର ଅଜୟ ମହାପାତ୍ରଙ୍କ ଘରୁ…
ନାଳରୁ ମିଳିଲା ଓ୍ବାର୍ଡମେମ୍ବରଙ୍କ ମୃତଦେହ, ହତ୍ୟା ସନ୍ଦେହ
କେନ୍ଦୁଝର,୩୧।୧୦ (ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ଥାନା ବାଂଶପାଳ ବ୍ଲକର କୁମୁଣ୍ଡି ପଞ୍ଚାୟତର ତଳଜାଗର ଗ୍ରାମର ଓ୍ବାର୍ଡମେମ୍ବରଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଛି। ସେ ହେଲେ ଭଗବାନ ଦେହୁରୀ। ପୋଲିସ ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ୭୧/୨୦୨୨…
ଧବଳେଶ୍ୱର ପୀଠରେ ୧୪୪ ଧାରା
ଆଠଗଡ଼,୩୧।୧୦(ଡି.ଏନ୍.ଏ.): ଆଠଗଡ଼ର ଧବଳେଶ୍ୱର ପୀଠରେ ସୋମବାର ୧୪୪ ଧାରା ଜାରି କରାଯାଇଛି। ଝୁଲାପୋଲର ମରାମତି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଡଙ୍ଗା ଯୋଗେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଘାଟ ପାରି କରିବା ସମ୍ଭବ ନ ଥିବାରୁ ୧୪୪ ଧାରା ଜାରି ରହିଛି।…
ଟ୍ରକ୍ରୁ ଡ୍ରାଇଭରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
କେନ୍ଦୁଝର,୩୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ବନାଯୋଡି ଟୋଲପ୍ଲାଜା ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍ରୁ ଜଣେ ଡ୍ରାଇଭରର କ୍ଷତାକ୍ତ ମୃତଦେହ ପୋଲିସ ଉଦ୍ଧାର କରିଛି ା ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ…
ଜଳିଗଲା ୨୦ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ଭଞ୍ଜନଗର,୩୧ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଲିଆପଟା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏଥିରେ ଅଶୋକ ନାୟକ, କୃଷ୍ଣ ନାୟକ, ଦୟା ନାୟକ, ଗୟା ନାୟକ, ଗୋବିନ୍ଦ ନାୟକ, ତମ୍ବାଲ ନାୟକ ,କେଶବ ନାୟକ ,ଜଗନ୍ନାଥ…
ଲାଞ୍ଚ ନେବେ ନାହିଁ କି ଦେବେ ନାହିଁ: ଶପଥ ପାଠ କଲେ ଅଧିକାରୀ
ଭଦ୍ରକ ଅଫିସ, ୩୧।୧୦: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ସୋମବାର ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଉଦ୍ଦିଷ୍ଟ ଶପଥପାଠ ପତ୍ର ପଠନ ପୂର୍ବକ ସମସ୍ତଙ୍କୁ…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍
କେନ୍ଦୁଝର,୩୧।୧୦(ସ୍ବ.ପ୍ର.): ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ଜଜ୍ ଅନୀଲ କୁମାର ଦତ୍ତ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଜଣେ ୩୧ ବର୍ଷୀୟ ଯୁବକଙ୍କୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି।…
କାର୍ତ୍ତିକ ଚତୁର୍ଥ ସୋମବାରରେ ପଞ୍ଚାନନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ସୋରଡା,୩୧ା୧୦(ଡି.ଏନ୍.ଏ): କାର୍ତ୍ତିକ ଚତୁର୍ଥ ସୋମବାର ଅବସରରେ ସୋରଡ଼ା ପଞ୍ଚାନନ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଗଞ୍ଜାମ ସମେତ କନ୍ଧମାଳ ଓ ଗଜପତି ଜିଲାରୁ ପରିବାର ସହ ବହୁ ଭକ୍ତ ଆସି ମହାଦେବଙ୍କ ଦର୍ଶନ କରିଥିଲେ। ଯାନବାହନ ଭିଡକୁ ଦେଖି…
ସାପ କାମୁଡାରେ ଚାଲିଗଲା ନାବାଳକଙ୍କ ଜୀବନ
ପାପଡାହାଣ୍ଡି,୩୧।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ବାମନ ମୁଣ୍ଡାଗୁଡ଼ା ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଡମୁ ଯାନୀ(୧୪) ସୂଚନାନୁଯାୟୀ, ଡମୁ ସକାଳେ ମକା ଭାଙ୍ଗିବା ପାଇଁ ନିଜ ମା’ଙ୍କ ସହ…
ବାଇକ୍-କାର ମୁହାଁମୁହିଁ: ଫେରାର କାରକୁ ଧରିଲେ ଗ୍ରାମବାସୀ
ଦାରିଙ୍ଗବାଡି,୩୧।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ପଟାଙ୍ଗି ଗ୍ରାମ ନିକଟରେ ସୋମବାର ଏକ ବାଇକ୍-କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍ ଚାଳକ ଗୁରୁତର ହୋଇପଡ଼ିଛନ୍ତି। ତେବେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର…
ନିମ୍ନମାନର କାମ ନେଇ ଅଭିଯୋଗ
କେସିଙ୍ଗା,୩୧।୧୦(ଡି.ଏନ.ଏ.): ରାଜ୍ୟର ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ମଞ୍ଜୁର କରୁଛନ୍ତି। ଏହିକ୍ରମରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ୨୦୨୧-୨୨ ଆର୍ଥିକ ବର୍ଷରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ଭବାନୀପାଟଣା ପିଡବ୍ଲୁଡ଼ି…
ମୁକ୍ତ ନିରପେକ୍ଷ ଉପନିର୍ବାଚନ ଦାବି କଲା ଭାଜପା
ଭଦ୍ରକ ଅଫିସ,୩୧ା୧୦: ଧାମନଗରରେ ଆସନ୍ତା ନଭେମ୍ବର ୩ରେ ମୁକ୍ତ ଅବାଧ ଭୟମୁକ୍ତ ଉପନିର୍ବାଚନ ଓ ଶାସକ ଦଳର ଗୁଣ୍ଡାରାଜ ପ୍ରଶାସନିକ ପକ୍ଷପାତିତା ବିରୋଧରେ ସୋମବାର ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଭାଜପା ସତ୍ୟାଗ୍ରହ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ…

