ଧାମନଗର ଉପନିର୍ବାଚନ: ଆଜି ସରିବ ପ୍ରଚାର
ଭଦ୍ରକ ଅଫିସ,୧।୧୧: ଆସନ୍ତା ୩ରେ ଧାମନଗର ଉପନିର୍ବାଚନ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ସରିବ। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଗତ ୨୮ ଓ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ବିଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ବଲାଙ୍ଗୀର ଅଫିସ/ସଇଁତଲା,୧ା୧୧: ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ଆମ୍ବପାଲି ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଗାଁ ଏକ ବିଲରୁ ଉଦ୍ଧାର କରାଯାଇଛି। ପୋଲିସ ସୂଚନା ମୁତାବକ, ଆମ୍ବପାଲି ଗ୍ରାମର ଜାନକୀ ମହାନନ୍ଦ(୪୮) ସୋମବାର ସକାଳୁ ଗ୍ରାମଠାରୁ ୩କିମି ଦୂରରେ ଥିବା…
ଆଜିଠୁ ଖୋଲିଲା ଶିମିଳିପାଳ
ବାରିପଦା ଅଫିସ,୧।୧୧: ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ପର୍ଯ୍ୟଟକମାନେ ଆଜି ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ କାଳିଆଣି ଗେଟ୍ ଦେଇ ପ୍ରବେଶ କରିପାରିବେ। ପ୍ରକୃତିର ସୃଷ୍ଟି ଅପରୂପ ସୌନ୍ଦର୍ଯ୍ୟକୁ…
ଗଭୀର ସମୁଦ୍ରରୁ ଫେରିଲେ ମତ୍ସ୍ୟଜୀବୀ
ମହାକାଳପଡ଼ା, ୧ା୧୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସମୁଦ୍ର କୂଳଠାରୁ ୨୦ କିମି ମଧ୍ୟରେ ମାଛ ଧରିବାକୁ ବାରଣ କରାଯାଇଛି। ନଭେମ୍ବର ୧ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ଫଳରେ ଗଭୀର…
ପ୍ରଶ୍ନବାଚୀରେ ବିରଳ ଅଲିଭ ରିଡ୍ଲେଙ୍କ ସୁରକ୍ଷା
କେନ୍ଦ୍ରାପଡ଼ା ଅଫିସ, ୧ା୧୧:ବିଶ୍ୱ ପ୍ରସିଦ୍ଧ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ଥିବା ପ୍ରଚୁର ଖାଦ୍ୟ ବିରଳ ଅଲିଭରିଡଲେ କଇଁଛଙ୍କୁ ଆକର୍ଷିତ କରୁଛି। ପ୍ରତିବର୍ଷ ୪ରୁ ୫ ଲକ୍ଷ କଇଁଛ ଏଠାକୁ ଆସି ଅଣ୍ଡାଦାନ କରୁଛନ୍ତି। ତେବେ ଆୟୁସିଏନର ରେଡ ଡାଟା ଲିଷ୍ଟରେ ଥିବା…
ଆଧାରକାର୍ଡ ନ ଥିବାରୁ ସରକାରୀ ସୁବିଧାରୁ ବଞ୍ଚିତ ଆମେରା
ଆଳି,୧ା୧୧(ଡି.ଏନ.ଏ.):ପ୍ରତ୍ୟେକ କାର୍ଯ୍ୟରେ ଏବେ ଆଧାର କାର୍ଡ ଜରୁରୀ ହୋଇପଡ଼ିଥିବା ବେଳେ ଆଧାର କାର୍ଡଟିଏ ନ ଥିବାରୁ ସରକାରୀ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି ଜଣେ ମହିଳା। ମହିଳା ଜଣକ ଏବେ ମସ୍ତିଷ୍କ ଜନିତ ରୋଗରେ ରୋଗାକ୍ରାନ୍ତ ଥିବା ବେଳେ ସ୍ବାସ୍ଥ୍ୟକାର୍ଡ ନ ଥିବାରୁ…
ଅସହାୟ ଶୁଭସ୍ମିତାଙ୍କୁ ସରକାରୀ ଯୋଜନା ଅପହଞ୍ଚ
କାଏମା,୧ା୧୧(ଡି.ଏନ.ଏ.):ସରକାରଙ୍କ ଅନେକ ଲୋକହିତକର ଯୋଜନା ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା, ବିଧବା ଓ ଭିନ୍ନକ୍ଷମ ଭତ୍ତା ଅନ୍ୟତମ। ହେଲେ ଏହି ଯୋଜନାରୁ ଏବେବି ଶତାଧିକ ଅସହାୟ ଯୋଗ୍ୟ ହିତାଧିକାରୀ ବଞ୍ଚିତ ରହିଛନ୍ତି। ଧର୍ମଶାଳା ବ୍ଲକ ବଡ଼ କାଏମା ପଞ୍ଚାୟତର କାଏମା (ମହଲା…
ଇରାନୀ-ପ୍ରତ୍ୟୁଷାଙ୍କ ମଧ୍ୟରେ ବଳ କଷାକଷି
ନୟାଗଡ ଅଫିସ,୧।୧୧:ଭାଜପାର ଦୁଇଗୋଷ୍ଠୀ ପକ୍ଷରୁ ନୟାଗଡ଼ ନିର୍ବାଚନମଣ୍ଡଳୀର ନୟାଗଡ଼ ଓ ଓଡ଼ଗଁାରେ ପୃଥକ୍ ଭାବେ ସୋମବାର ସମାନ୍ତରାଳ ବୈଠକ ପରେ ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି। ନୟାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ ଓ କନ୍ଧମାଳ ପୂର୍ବତନ…
ଯୁଦ୍ଧ ଇତିହାସର କାହାଣୀ ଦେଖିବେ ଦର୍ଶକ
କଟକ ଅଫିସ,୧ା୧୧:ବାଲିଯାତ୍ରାରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ଝଲକ। ଯୁବପିଢ଼ିଙ୍କୁ ଆକର୍ଷଣ କରିବାକୁ ନିଆରା ଯୋଜନା ପ୍ରସ୍ତୁତି କରିଛି ଜିଲା ପ୍ରଶାସନ। ଚଳିତବର୍ଷ ବାଲିଯାତ୍ରାରେ ଭାରତୀୟ ନୈସେନାର ପରାକାଷ୍ଠା, ନୌସେନା ଜାହାଜ ଏବଂ ନୌସେନା ବ୍ୟାଣ୍ଡ ପ୍ରଦର୍ଶିତ ହେବ। ଉଦ୍ଘାଟନୀ ଉତ୍ସବରେ…
ସୁଗାର-ଫ୍ରି ମିଠାରେ ରହୁଛି ସୁଗାର
କଟକ ଅଫିସ,୧ା୧୧:ସୁଗାର ଫ୍ରି ମିଠାରେ ମଧ୍ୟ ସୁଗାରର କିଛି ଅଂଶ ରହୁଛି। ବଜାରରେ ବିଭିନ୍ନ ମିଠା ଦୋକାନରେ ବିକ୍ରି ହେଉଥିବା ସୁଗାର ଫ୍ରି ରସଗୋଲା, ଛେନାପୋଡ଼ ପ୍ରଭୃତି ମିଠା ସାମଗ୍ରୀରେ ସୁଗାରର କିଛି ମାତ୍ରା ରହୁଥିବା ଅଭିଯୋଗ ହୋଇଛି। ସୁଗାର ଫ୍ରି…
ସତ୍ୟପାଠ ଦାଖଲ କଲା ରାଜ୍ୟ ପରିବହନ ବିଭାଗ
କଟକ ଅଫିସ,୧ା୧୧:ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାରେ ସୋମବାର ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ବିଭିନ୍ନ କାରଣରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ତିଆରି ନିମନ୍ତେ ଲୋକଙ୍କୁ ଅସୁବିଧା ହେଉଥିବାରୁ ଆଉ ଏକମାସ ଅବଧି ବୃଦ୍ଧି କରାଯାଇଥିବା ସତ୍ୟପାଠରେ…
କାରଣ ଖୋଜି ପାଉନି ପୋଲିସ
ବରଗଡ଼ ଅଫିସ୍,୧।୧୧:ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ଜାଣ୍ଡୋଲ(କନ୍ଧପଡ଼ା)ରେ ଗୋଟିଏ ବୁଣାକାର ପରିବାର ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ଗୃହକର୍ତ୍ତା ଶେଷଦେବ ମେହେର(୬୫), ସ୍ତ୍ରୀ କ୍ଷୀରେଶ୍ୱରୀ(୬୦), ପୁଅ ଅରବିନ୍ଦ(୩୦) ଏବଂ ଝିଅ…

