ଆମ ଜିଲା ଖବର

ହାତୀକୁ ତୀର ମାରି କରିଥିଲେ ହତ୍ୟା, ଶିକାରୀ ଗିରଫ

କେନ୍ଦୁଝର,୧୫।୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ କଳାପାଟ ଜଙ୍ଗଲରେ ହାତୀକୁ ତୀର ମାରି ହତ୍ୟା କରିବା ଘଟଣାରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ସେ ହେଲେ ଶିମିଳିପାଳ ଗ୍ରାମର ଚଗଲୁ ପାତ୍ର। ତାଙ୍କ ଠାରୁ ଏକ ବନ୍ଧୁକ…

ଲିମାମେଡା ନିକଟରେ ହାତୀପଲ

ଗୁଣପୁର,୧୫।୧୧(ଡି.ଏନ୍‌.ଏ): ରାୟଗଡା ଜିଲା ଗୁଣପୁର ସହର ନିକଟ ଲିମାମେଡା ଅଞ୍ଚଳରେ ଗତ ସପ୍ତାହ ହେବ ୬ ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିବାବେଳେ ସେମାନଙ୍କୁ ଦେଖିବା ପାଇଁ ପ୍ରତିଦିନ ସହରବାସୀଙ୍କ ସମେତ ଆଖାପାଖ ଗ୍ରାମର ଲୋକଙ୍କ ଭିଡ଼ ଜମୁଛି। ଲୋକେ ଅମାନିଆ…

କନ୍ଧମାଳରେ ଥରାଇଲାଣି ଶୀତ

କନ୍ଧମାଳ,୧୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଗତ ଦୁଇ ତିନି ଦିନ ହେଲା ପ୍ରବଳ ଶୀତ ଅନୁଭୁତ ହେଉଛି । ଖାଲି ଫୁଲବାଣୀ ନୁହେଁ ସମଗ୍ର ଜିଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡାର ପ୍ରକୋପ…

ପିଲାଙ୍କ ଆଡ୍‌ମିଶନ ଟଙ୍କାକୁ ଟାର୍ଗେଟ କରୁଛନ୍ତି ସାଇବର ଠକ

ଉମରକୋଟ, ୧୫।୧୧(ସ୍ବ.ପ୍ର.) : ଯୁକ୍ତ ୨ପାସ୍‌ ପରେ ଛାତ୍ରୀଛାତ୍ର କେଉଁ ଯୁକ୍ତ ୩ କଲେଜରେ ନାମ ଲେଖାଇବେ ତାହାର ତଥ୍ୟ ପାଇ ସେମାନଙ୍କୁ ଫସାଇ ଟଙ୍କା ନେଇଯାଉଛନ୍ତି ସାଇବର ଠକ। ନବରଙ୍ଗପୁର ଜିଲାରେ ଏଭଳି ଘଟଣା ବାରମ୍ବାର ଘଟୁଛି। ସୋମବାର ନବରଙ୍ଗପୁର…

କଥା ଦେଇ ପ୍ରତିଶ୍ରୁତି ପୂରଣ କଲେ ସରପଞ୍ଚ

ଦଶମନ୍ତପୁର,୧୫ା୧୧ (ଡି.ଏନ୍‌.ଏ.): ଅନେକେ ଅଛନ୍ତି ନିର୍ବାଚନ ସମୟରେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ରଖନ୍ତି ନାହିଁ। ମାତ୍ର ଏଭଳି କିଛି କମ ରାଜନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତି ଦେଇ ତାହାକୁ ରଖନ୍ତି। ସେହିପରି ପ୍ରତିଶ୍ରୁତି ପାଳନ କରିଥିବା ଜଣେ ମହିଳା ହେଲେ କୋରାପୁଟ…

ଜୁମାଡଙ୍ଗକୁ ଫେରିଲେ ୧୬ ପରିବାର

ମାଲକାନଗିରି, ୧୫ା୧୧(ଡି.ଏନ.ଏ.): ଓଡିଶା ସୀମାନ୍ତ ଅଞ୍ଚଳରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଭତ୍ତା, ଆଧାର କାର୍ଡ, ଭୋଟର କାର୍ଡ ପ୍ରଦାନ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଥିବା ସ୍ବାଭିମାନ ଅଞ୍ଚଳର ଧୁଳିପୂଟ…

‘ଗୁଣ ଥିଲେ ମଣିଷ ସୁନ୍ଦର’

ଢେଙ୍କାନାଳ ଅଫିସ, ୧୫।୧୧: ଯୁବପିଢ଼ିଙ୍କ ଆଦର୍ଶ ସ୍ବାମୀ ବିବେକାନନ୍ଦ ରୂପରେ ଯେମିତି, ଗୁଣରେ ମଧ୍ୟ ସେମିତି ଥିଲେ। ଚେହେରା ଥାଇ ଗୁଣ ନ ଥିଲେ ମଣିଷ ସୁନ୍ଦର ଲାଗେନାହିଁ। ଚେହେରା ସହିତ ସବୁ ପ୍ରକାର ଗୁଣ ଯାହା ପାଖରେ ଥିବ, ସେ…

ଚାଷୀ ମୁଣ୍ଡରେ ଚଡ଼କ

ଛେଣ୍ଡିପଦା, ୧୫ା୧୧ (ସ୍ବ.ପ୍ର.): ରାତି ହେଲେ ଧାନ ବିଲରେ ପଶୁଛନ୍ତି ବାର୍‌ହା ପଲ। ଏକର ଏକର ଜମିରେ ଫସଲ ନଷ୍ଟ କରୁଛନ୍ତି ଏହି ଜଙ୍ଗଲୀ ଜନ୍ତୁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରୁନି ବନ ବିଭାଗ। ଏପରି…

ବିସିସି ବ୍ୟାଙ୍କ ସଭାପତି ପଦକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୧୫ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କର ନୂଆ ସଭାପତି କିଏ ହେବେ ସେନେଇ ସମ୍ପ୍ରତି ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା। ଗଞ୍ଜାମ ଓ ଗଜପତି ଜିଲାର ଏହି ବୃହତ୍ତମ ସମବାୟ ଅନୁଷ୍ଠାନ ସଭାପତି ନିର୍ବାଚନ ପାଇଁ ଆସନ୍ତା ବୁଧବାର…

ପ୍ରମାଣ ଅଭାବରୁ ମା’ବାପା ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୫ା୧୧: ବ୍ରହ୍ମପୁର ପୋଲିସ ଜିଲା ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମରେ ହୋଇଥିବା ଏକ ବହୁଚର୍ଚ୍ଚିତ ଅନର କିଲିଂ ମାମଲାର ସୋମବାର ଶୁଣାଣି ହୋଇଥିଲା। ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ)-୧ ସଂଘମିତ୍ରା ଶର୍ମା ପ୍ରମାଣ ଅଭାବରୁ ଉକ୍ତ ମାମଲାରୁ…

ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ

ପାରଳାଖେମୁଣ୍ଡି,୧୫ା୧୧(ଡି.ଏନ୍‌.ଏ.): ଶିଶୁ ଦିବସରେ ଅନାଥ ଆଶ୍ରମର ଅନ୍ତେବାସୀଙ୍କୁ ହଲ୍‌ରେ ଫିଲ୍ମ ଦେଖାଇ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଜଣେ ସାମାଜିକ କର୍ମୀ ନିଆରା ପ୍ରୟାସ କରିଛନ୍ତି। ପିଲାମାନଙ୍କୁ ହଲ୍‌କୁ ନେଇ ଦେଶ ତଥା ସମାଜ ପ୍ରତି ଦାୟିତ୍ୱବୋଧ ଉପରେ ଆଧାରିତ ଏକ…

ପ୍ରଦୂଷଣ ରୋକିବାକୁ ଜିଲାପାଳଙ୍କୁ ଚିଠି

କେନ୍ଦୁଝର,୧୫।୧୧(ସ୍ବ.ପ୍ର): କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗ-ବାମେବାରୀ ରାସ୍ତାରେ ଲୁହାପଥର ବୋଝେଇ ଟ୍ରକ୍‌, ଟ୍ରେଲର ଆଦି ଭାରୀଯାନ ଚଳାଚଳ କରୁଛି। ଧୂଳି ଉଡ଼ି ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ ରାସ୍ତା ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରଦୂଷଣ ଯୋଗୁ ରାସ୍ତାପାର୍ଶ୍ୱରେ ବସବାସ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?