ମାମୁଘରୁ ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର
ପୁରୀ ଅଫିସ/ନିଆଳି,୧୫।୧୧(ଡି.ଏନ୍.ଏ.): ପ୍ରଥମାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିରକୁ ଆସିଛି ପଢ଼ୁଆଁ ଭାର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ମଙ୍ଗଳବାର ପଢ଼ୁଆଁ ଭାର ପୁରୀ ଆସିଛି। ମାମୁଘର ନିଆଳି ମାଧବାନନ୍ଦ ମନ୍ଦିରରୁ ମାଧବାନନ୍ଦ ଜୀଉ ବିକାଶ ପରିଷଦ…
ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ବି ଚଢ଼ାଉ : ମିଳିଲା ଲକ୍ଷାଧିକ ଟଙ୍କା
ବାରିପଦା ଅଫିସ,୧୫।୧୧: ମୟୂରଭଞ୍ଜ ଜିଲା ଉଦଳା ଆର୍ଡବ୍ଲ୍ୟୁଏସ୍ଏସ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ମଙ୍ଗଳବାର ଚଢ଼ାଉ ଜାରି ରହିଛି । ଯାଞ୍ଚବେଳେ ସରକାରୀ ବାସଭବନରୁ ୧ଲକ୍ଷ ୯୮ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ…
ପରିବର୍ତ୍ତନ ହେଲା ଧାନ ସଂଗ୍ରହ ତାରିଖ
ସମ୍ବଲପୁର,୧୫ା୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ସଂଗ୍ରହ ଡିସେମ୍ବର ୨୫ ତାରିଖରେ ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ହେଲେ ଏହାକୁ ପରିବର୍ତ୍ତନ କରାଯାଇଛି। ଡିସେମ୍ବର ୨୨ ତାରିଖଠାରୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରିଛି। ବିଭିନ୍ନ ଅଞ୍ଚଳରେ…
ଖସୁଛି ପାରଦ: ଘନ କୁହୁଡ଼ିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
ଜି. ଉଦୟଗିରି,୧୫।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହରରେ ୩ ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲ୍ସିୟସ ରହିଥିବା କୃଷି ଗବେଷଣା କେନ୍ଦ୍ରର ଅଧିକାରୀ ସତ୍ୟ ନାରାୟଣ ମହାନ୍ତି କହିଛନ୍ତି…
ଗୋଟିଏ ଦିନ ବଢିଲା ବାଲିଯାତ୍ରା
କଟକ ଅଫିସ,୧୫।୧୧: ଐତିହାସିକ କଟକ ବାଲିଯାତ୍ରା ଗୋଟିଏ ଦିନ ବଢିଲା। ଏ ନେଇ ସିଏମ୍ସି ମେୟର ସୁବାସ ସିଂ ମଙ୍ଗଳବାର ସୂଚନା ଦେଇଛନ୍ତି। ବୁଧବାର ବାଲିଯାତ୍ରା ଶେଷ ହେବାର ଥିଲା ବେଳେ ଏହା ଗୁରୁବାର ପର୍ଯ୍ୟନ୍ତ ଚାଲିବ। ବାଲିଯାତ୍ରା ଅବଧିକୁ ଆଉ…
୨ ମହିଳାଙ୍କୁ ଆକ୍ରମଣ କଲା ଭାଲୁ
କେସିଙ୍ଗା,୧୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଦେଗାଁ ପଞ୍ଚାୟତ ଜାମଜୋର ଗାଁରେ ଧାନ କାଟିବାକୁ ଯାଇଥିବା ୨ ମହିଳା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଧାନ କାଟିବାକୁ ଯାଇଥିବା ଅନ୍ୟ ସଦସ୍ୟ ଓ ସ୍ଥାନୀୟ ଲୋକେ ୨ ମହିଳାଙ୍କୁ ଉଦ୍ଧାର…
ସଫେଇ କର୍ମଚାରୀଙ୍କ କାମ ଛାଡ଼ ଆନ୍ଦୋଳନ
ଦେବଗଡ଼, ୧୫।୧୧: ଦେବଗଡ଼ ପୌର ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ମଙ୍ଗଳବାର କାମ ଛାଡ଼ ଆନ୍ଦୋଳନ କରିଛନ୍ତି। ଫଳରେ ସହରର ମାର୍କେଟ, ବସ୍ଷ୍ଟାଣ୍ଡ ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ସହ ସାହି, ଗଳିରେ ଅଳିଆ ଆବର୍ଜନା ପଡି ରହିଥିବା ଦେଖିବାକୁ ମିଳିଛି। ଦୀର୍ଘଦିନର…
ଜିଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ
କେନ୍ଦୁଝର,୧୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଓଡ଼ିଶା ଅମଲା ସଂଘ ପକ୍ଷରୁ ପ୍ରସନ୍ନ ବେହେରାଙ୍କ ନେତୃତ୍ୱରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମଚାରୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ…
ବିଧାନସଭା ସମ୍ମୁଖରେ ଧାରଣା ଦେବେ ଶିକ୍ଷକ, କର୍ମଚାରୀ
ସୋନପୁର,୧୫।୧୧ (ନି.ପ୍ର.): ସୁବର୍ଣ୍ଣପୁର ଜିଲା ବ୍ଲକ ଗ୍ରାଣ୍ଟପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀମାନଙ୍କର ଏକ ବୈଠକ ଜିଲା ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ସୋନପୁର ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ…
ବରଗଡ଼ ଧନୁଯାତ୍ରା: ଗୋପପୁର କଳାକାର ଚୟନ
ବରଗଡ଼ ଅଫିସ୍,୧୫।୧୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ମଥୁରାନଗରୀ କଳାକାର ଚୟନ ସରିବା ପରେ ସୋମବାର ସନ୍ଧ୍ୟାରେ ଗୋପପୁର କଳାକାର ଚୟନ କରାଯାଇଥିଲା। ଗୋପପୁର କମିଟି କରିଥିବା ଏହି ଚୟନ ପ୍ରକ୍ରିୟାରେ ଏଥର ସମ୍ରାଟ ମହାପାତ୍ର କୃଷ୍ଣ ଏବଂ ଶ୍ରେୟସ ପୂଜାରୀ ବଳରାମ…
କେନ୍ଦୁଝରରେ କଂଗ୍ରେସର ଭାରତଯୋଡ଼ ଯାତ୍ରା
କେନ୍ଦୁଝର,୧୫।୧୧(ସ୍ବ.ପ୍ର.): କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଡାକରାରେ ଦେଶବ୍ୟାପୀ ଭାରତଯୋଡ଼ ଯାତ୍ରା ଚାଲିଛି। ଏହି ଅବସରରେ ଓଡ଼ିଶାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରାକୁ ଗୁରୁତ୍ୱ ଦିଆଯାଉଛି। ମଙ୍ଗଳବାର ଏହି ଯାତ୍ରା କେନ୍ଦୁଝର ଜିଲାରେ ଆରମ୍ଭ…
ବଞ୍ଚିବା ରାହା ଖୋଜୁଛନ୍ତି ୩୦ ଆଦିବାସୀ ପରିବାର
ଭବାନୀପାଟଣା,୧୫।୧୧(ସ୍ବ.ପ୍ର.): ସରକାର ବନବାସୀ, ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯୋଜନା ସବୁ କାଗଜ କଲମରେ ହେଉଥିବା ବେଳେ ସରକାରୀ ଅଧିକାରୀଙ୍କ ଫାଇଲ ତଳେ ଚାପି ହେଇଯାଉଛି ଅଞ୍ଚଳର ବିକାଶ। ଶିକ୍ଷା, ସ୍ବାସ୍ଥ୍ୟ,…

