ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ

ଭଦ୍ରକ ଅଫିସ,୩୧।୧୨: ଭଦ୍ରକ ଜିଲା ବନ୍ତ ବ୍ଲକ ପରିସରରେ ବ୍ଲକସ୍ତରୀୟ ମିଶନଶକ୍ତି ଋଣମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ମିଶନଶକ୍ତି ଜିଲା ପ୍ରୋଜେକ୍ଟ ମ୍ୟାନେଜର ସଞ୍ଜୟ ବାରିକଙ୍କ ସଂଯୋଜନାରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଜିଲାପାଳ ସିଦ୍ଧେଶ୍ୱର ବଳିରାମବୋନ୍ଦର, ବିଡିଓ ପ୍ରଦୀପ୍ତ ସେଠୀ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ବାଇଁ, ନାବାର୍ଡ ମ୍ୟାନେଜର ଜିତେନ୍ଦ୍ର ସାହୁ, ଲିଡ୍‌ ବ୍ୟାଙ୍କ ମ୍ୟାନେଜର ନାଗେଶ୍ୱର ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅଧିକାରୀମାନେ ମହିଳା ସଶକ୍ତୀକରଣ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସରକାର ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେବାର ସୁବିଧା କରିଥିବା କହିଥିଲେ। ଉକ୍ତ ଟଙ୍କାରେ ଛୋଟ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବା ସହିତ ଆର୍ଥିକ ସଶକ୍ତ ହୋଇପାରିବେ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା

ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ମହାନଗର ନିଗମକୁ ବର୍ତ୍ତମାନ ସ୍ବଚ୍ଛ ଓ ସୁନ୍ଦର କରିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏପରି ବହୁ...

୯୫୭ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୭୭ ଲକ୍ଷ ଭୋଟର

ଧର୍ମଶାଳା,୧୪ା୨ (ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଧର୍ମଶାଳା ବ୍ଲକରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ୧୬ ତାରିଖରେ ଭୋଟ ଗ୍ରହଣ ହେବ। ବ୍ଲକର ୪୫ ପଞ୍ଚାୟତରେ...

ବ୍ରହ୍ମପୁର ସମବାୟ ରାଜନୀତି ଚଳଚଞ୍ଚଳ

ବ୍ରହ୍ମପୁର ଅଫିସ,୨୯।୫: ସମବାୟ ନିର୍ବାଚନ ପାଇଁ ବ୍ରହ୍ମପୁର ସହରାଞ୍ଚଳ ରାଜନୀତି ଚଳଚଞ୍ଚଳ ହୋଇଛି। ଶତାଧିକ ବର୍ଷର ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ଜୁନ୍‌ ୨୬ରେ ହେବାକୁ ବିଜ୍ଞପ୍ତି...

ଖୋର୍ଦ୍ଧାରୁ ୭ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତମାନେ ବାଲୁଗାଁ, ବୋଲଗଡ଼, ବାଲିପାଟଣା, ଜଟଣୀ ବ୍ଲକର

ଖୋର୍ଦ୍ଧା ଅଫିସ,୨୧।୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୭କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲୁଗାଁ, ବୋଲଗଡ଼, ବାଲିପାଟଣା ଓ ଜଟଣୀ ବ୍ଲକରୁ ଏହି...

ରୋଡ୍‌ ଶୋରେ ସିନେଷ୍ଟାର, ଏମ୍‌ପି

ବାସୁଦେବପୁର, ୨୩ା୩ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପୌରାଧ୍ୟକ୍ଷ ପ୍ରାର୍ଥିନୀ ନିବେଦିତା ବେହେରାଙ୍କ ପାଇଁ ମଙ୍ଗଳବାର ସିନେଷ୍ଟାର, ଭଦ୍ରକ...

ହୋମଗାର୍ଡଙ୍କୁ ଦୈନିକ ମଜୁରି ୫ଶହ ଟଙ୍କା ଦିଅ: ହାଇକୋର୍ଟ

କଟକ ଅଫିସ,୨୯।୨: ଓଡ଼ିଶା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ଏଣିକି ହୋମଗାର୍ଡମାନଙ୍କୁ ଦୈନିକ ୫୦୦ ଟଙ୍କା ମଜୁରି ମିଳିବ। ଶୁକ୍ରବାର...

ମୟୂରଭଞ୍ଜରେ ସର୍ବାଧିକ ମାମଲା

ବାରିପଦା ଅଫିସ,୧୮ା୧୦: ରାଜ୍ୟର ସର୍ବବୃହତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି ନାରୀ ନିର୍ଯାତନା ା ଗଣବଳାତ୍କାର, ନାବାଳିକା ବଳାତ୍କାର, ବଧୂ ନିର୍ଯାତନା...

ଦୃଷ୍ଟି ଆଢୁଆଳରେ ‘ହାଲୁଆ ଜଳ ପ୍ରପାତ’

ରାୟଗଡ଼ା ଅଫିସ , ୧୨ା୧୨-ରାୟଗଡ଼ା ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିମଧ୍ୟରୁ ଅନେକ ଲୋକଲୋଚନକୁ ଆସିପାରୁନାହିଁ। ପର୍ଯ୍ୟଟନସ୍ଥଳୀର ଉନ୍ନତି ନେଇ ସରକାର ଲକ୍ଷ...

Advertisement
Archives

Model This Week