ଜିଲାପାଳ ଦେଉଛନ୍ତି ନିର୍ଯାତନା
ଖୋର୍ଦ୍ଧା ଅଫିସ,୨୫ା୧୧:ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ହେମନ୍ତ ଭୋଇଙ୍କୁ ମାନସିକ ନିର୍ଯାତନା ଦେଉଥିବା ଗୁରୁବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଏପରିକି ଜିଲାପାଳ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ବାସଭବନରେ ନିଜସ୍ବ କାମରେ…
ବଢ଼ିଲା ଝୁଲା ବ୍ରିଜ୍ର ସୁରକ୍ଷା ଚିନ୍ତା
ବାଲିଗୁଡ଼ା,୨୪।୧୧(ଡି.ଏନ.ଏ): ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବୁଡୃକିଆ ପଞ୍ଚାୟତ ଓ କୁଟିକିଆ ପଞ୍ଚାୟତକୁ ଯାତାୟତ ନିମନ୍ତେ ଚିରସ୍ରୋତା ଖଡ୍ଗ ନଦୀ ପଡେ। ସେହି ନଦୀ ଉପରେ ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏକ ଝୁଲାବ୍ରିଜ୍ ୨୦୧୧ରେ ନିର୍ମାଣ କରାଯାଇ…
ଜିଲା ମାନ୍ୟତା ଦାବି ତେଜିଲା
ଟିଟିଲାଗଡ,୨୪ା୧୧(ଡି.ଏନ.ଏ.): ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗୁରୁବାର ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଜିଲା କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ କରାଯାଇଥିବା ବନ୍ଦକୁ ଜନ ସମର୍ଥନ ମିଳିଛି। ବନ୍ଦକୁ ସିନ୍ଧେକେଲା ଓ ସଇଁତଳାରେ ବି ଲୋକେ ସମର୍ଥନ କରିଛନ୍ତି। ବନ୍ଦ ଯୋଗୁ…
ଲଜ୍ରୁ ଯୁବକଙ୍କ ମୃତଦେହ ଜବତ
ଆରଡି, ୨୪।୧୧( ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ ଆରଡି ବସ୍ଷ୍ଟାଣ୍ଡରେ ଥିବା ଏକ ଲଜ୍ରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ଜଣଙ୍କ ହେଲେ ଧାମରା ଅଞ୍ଚଳର ଦୋସିଙ୍ଗା, ବାଲିସାହିର ନାରଣ…
ବିଦ୍ୟାଳୟରେ ପଶି ଛାତ୍ରଙ୍କୁ ମାଡ଼ ଅଭିଯୋଗ
ଠାକୁରମୁଣ୍ଡା,୨୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଅନ୍ତର୍ଗତ ନୂଆଗଁା ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ବ୍ୟକ୍ତି ଛାତ୍ରମାନଙ୍କୁ ମାଡ଼ ମରିଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟରେ ୩୮ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଅପରାହ୍ନ ୩ଟାରେ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା…
ନାମ ସଂକୀର୍ତ୍ତନ କରୁକରୁ ଟଳି ପଡ଼ିଲେ ବୃଦ୍ଧ
ବିନିକା,୨୪।୧୧(ଡି.ଏନ୍.ଏ.): ନାମ ସଂକୀର୍ତ୍ତନ ଚାଲିଥିଲା ବରଗଡ଼ ଜିଲା ଭେଡେନ ବ୍ଲକ ଟୁକୁରା ଗ୍ରାମରେ। ସଂକୀର୍ତ୍ତନ କରୁଥିଲେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ଗ୍ରାମର କୈଳାସ ପଣ୍ଡା(୭୧ )। ସେତିକିବେଳେ ହଠାତ ସେ ଟଳି ପଡିଥିଲେ। ଏହିପରି ଏକ ଦୁଃଖଦ ଘଟଣା…
ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ବିରୋଧ: ସିଡିପିଓ ଅଫିସ ଘେରିଲେ ମହିଳା
ମୋରଡ଼ା,୨୪ା୧୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତ ଅନ୍ତର୍ଗତ ଡାକୋଈ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ନେଇ ବିବାଦ ଥମୁନି। ଏହି କର୍ମୀ ନିଯୁକ୍ତିକୁ ବିରୋଧ କରି ଗୁରୁବାର ଗ୍ରାମର ମହିଳାମାନେ ସିଡିପିଓ ଅଫିସ ଘେରାଉ କରିଥିଲେ। ସୂଚନାନୁଯାୟୀ,…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ
ଠାକୁରମୁଣ୍ଡା,୨୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ହାତୀଗଡ଼ା ପଞ୍ଚାୟତ ଅଧୀନ ରାଣୀଭୋଳ ଗଁାରେ ବୁଧବାର ସକାଳେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମୃତ ମହିଳାଙ୍କ ଭାଇ ରାମଏ ହୋ ଅଭିଯୋଗ କରିଛନ୍ତି।…
ସାଙ୍ଗ ଘରୁ ଫେରୁଥିଲେ, ବସ୍ଷ୍ଟାଣ୍ଡରେ ଟଳିପଡ଼ିଲେ ଯୁବତୀ
ଜଳେଶ୍ୱର,୨୪ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବସ୍ଷ୍ଟାଣ୍ଡରେ ଜଣେ ଯୁବତୀଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ଷ୍ଟେଶନବଜାର ବସ୍ଷ୍ଟାଣ୍ଡ ନିକଟରେ ବସିଥିବା ବେଳେ ହଠାତ୍ ପଡିଯାଇଥିଲେ। ସାଧାରଣ ଲୋକେ ୧୦୮କୁ ଖବର ଦେଇଥିଲେ। ତାଙ୍କୁ ଜିକେଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ…
ବାପାଙ୍କୁ ପିଟି ମାରିଦେଲେ ସ୍ତ୍ରୀ-ପିଲା
ଭଦ୍ରକ ଅଫିସ,୨୪ା୧୧: ସ୍ବାମୀ-ସ୍ତ୍ରୀ ମଧ୍ୟରେ ଲାଗି ରହିଥିବା ପାରିବାରିକ କଳହ ଶେଷରେ ଉଗ୍ରରୂପ ନେଇଛି। ଶେଷରେ ସ୍ବାମୀର ଜୀବନ ନେବାକୁ ପଛଘୁଞ୍ଚା ଦେଲା ନାହିଁ ସ୍ତ୍ରୀ। ପୁଅ, ଝିଅ ମଧ୍ୟ ମା’ଙ୍କ ସହ ମିଶି ବାପାକୁ ପିଟି ପିଟି ମାରିଦେଲେ। ଏଭଳି…
ଓଏସ୍ଏମ୍ଇ ହଷ୍ଟେଲରେ ରାଗିଂ ଘଟଣାର ହେଲା କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟର ଖଣ୍ଡାଧାର ହଷ୍ଟେଲରେ ତୃତୀୟ ବର୍ଷର ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିଲେ। ଏହି ଘଟଣାରେ ବିଦ୍ୟାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ହଷ୍ଟେଲର ୭୦ ଜଣ…
୭ ଦିନ ପରେ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ
ରୂପସା, ୨୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍ ନିକଟସ୍ଥ ଏକ ପୋଲତଳୁ ଗତ ୧୬ ତାରିଖରେ ଜଣେ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଜବତ ହୋଇଥିଲା। ପାରିପାଶର୍ବିକ ଅବସ୍ଥାରୁ ଏହା…

