ଆମ ଜିଲା ଖବର

ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ କଟୁରିରେ ହାଣିଲେ ଭାଇ

ଆଳି,୧୪ା୧୨(ଡି.ଏନ.ଏ.): ଯେଉଁ ହାତ ଭଉଣୀର ବିପଦ ସମୟରେ ସୁରକ୍ଷା ପାଇଁ ବଢି ଆସେ ସେହି ହାତ ମଙ୍ଗଳବାର ଭଉଣୀ ଜୀବନ ନେବାକୁ ଆଗକୁ ଆସିଥିଲା। ପାରିବାରିକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଭଉଣୀକୁ କଟୁରୀରେ ଭାଇର ଆକ୍ରମଣ ଘଟଣା ଏବେ ଚଞ୍ଚଲ୍ୟ…

ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ ଅଫିସ ୧୪ା୧୨: ପୌଷ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ବୁଧବାର ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ଏହି ନୀତି ଅନ୍ୟତମ। ଏହି ନୀତି ସମ୍ପାଦନ ନିମନ୍ତେ…

୧୫ ଆଇନଜୀବୀ ଜେଲ ଗଲେ

ସମ୍ବଲପୁର,୧୪ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁର ଜିଲାରେ ଚାଲିଥିବା ଆନ୍ଦୋଳନକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ସୋମବାର ଏହା ଉଗ୍ରରୂପ ନେଇଥିଲା। ୧୪୪ ଧାରା ଲାଗୁ ସତ୍ତ୍ବେ ଓକିଲମାନେ କୋର୍ଟ ପରିସରକୁ ଧସେଇ ପଶି…

‘୨୦୨୨ ହାତୀଙ୍କ ପାଇଁ ଖରାପ ବର୍ଷ’

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ୍‌,୧୪ା୧୨: ଶିମିଳିପାଳରେ ଦନ୍ତା ହାତୀକୁ ହତ୍ୟା କରି ଦାନ୍ତ କାଟି ମୃତଦେହକୁ ପୋଡ଼ି ପ୍ରମାଣ ନଷ୍ଟ କରିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ବନ ବିଭାଗର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ବନ୍ୟପ୍ରାଣୀ…

ଗାଡ଼ି ଧକ୍କାରେ ଶିଶୁପୁତ୍ରଙ୍କ ମୃତ୍ୟୁ, କନଷ୍ଟେବଳଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

କେନ୍ଦୁଝର,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମରେ ଜିପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣାରେ ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ଗିରଫ କନେଷ୍ଟବଳ ହେଲେ ଜ୍ଞାନରଞ୍ଜନ ସାହୁ। ଜ୍ଞାନରଞ୍ଜନ ଗାଡ଼ି ଚଳାଇବା ଶିଖୁଥିବା ବେଳେ ସ୍କୁଟିକୁ ଧକ୍କା…

ସେକ୍‌ ଜିଲାଲିଙ୍କୁ ପଳାତକ ଘୋଷଣା, ଗିରଫ ପରଓ୍ବାନା ଜାରି

ଚିତ୍ରକୋଣ୍ଡା,୧୩ା୧୨(ଡି.ଏନ.ଏ.): ବାରମ୍ବାର କୋର୍ଟ ନୋଟିସ୍‌କୁ ଅବମାନନା କରି ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହେଉ ନ ଥିବାରୁ ମାଲକାନଗିରି ଜିଲା ଦୌରା ତଥା ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଚିତ୍ରକୋଣ୍ଡା ଏସ୍‌ଡିପିଓ ଆର୍ସେଲ କିସପୋଟାଙ୍କ ନେତୃତ୍ୱରେ ସେକ୍‌ ଜିଲାଲି (୨୪)ଙ୍କୁ ପଳାତକ…

ଶଳାଙ୍କୁ ଇଟାରେ ଛେଚି ହତ୍ୟା, ଭିଣୋଇ-ସମ୍ପର୍କୀୟ ମାମୁ କୋର୍ଟ ଚାଲାଣ

ଦେବଗଡ଼,୧୩।୧୨,(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣୀଆମୁଣ୍ଡା ଗ୍ରାମରେ ଭିଣୋଇ ଓ ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଶଳାର ମୃତ୍ୟୁ ଘଟଣାରେ ସୋମବାର ଦେବଗଡ଼ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ…

ହାତୀଦାନ୍ତ ବିକ୍ରି ପାଇଁ ଉଦ୍ୟମ, ୨ ତସ୍କରଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼, ୧୩।୧୨(ଡି.ଏନ୍‌.ଏ.): ହାତୀ ଦାନ୍ତ ଜବତ କରିବା ସହ ଦୁଇ ତସ୍କରଙ୍କୁ ଗିରଫ କରିଛି ରିଆମାଳ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିଲେଇବଣି ବ୍ଲକ ଡିମିରିକୁଦା ଗ୍ରାମର ପିଟର ଟିଗା(୪୩) ଏବଂ ବିଲେଇଘଟି ଗ୍ରାମର ଫଗୁଆ ଟ୍ରିଓବାନ୍ସ(୨୭)। ସେମାନଙ୍କଠାରୁ ପ୍ରାୟ…

ଟ୍ରେନ୍‌ରୁ ନିରୁଦ୍ଧିଷ୍ଟ ବୃଦ୍ଧଙ୍କୁ ପୁରୁଣାବନ୍ଧରୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୧୩।୧୨(ଡି.ଏନ.ଏ.): ବିହାରରୁ ବାଙ୍ଗାଲୋର ଦ୍ରୁତଗାମୀ ଟ୍ରେନ୍‌ରେ ଯାଉଥିବା ବୃଦ୍ଧ ବାଲୁଗାଁ ଷ୍ଟେଶନରୁ ଗତ ନଭେମ୍ବର ୨୬ ତାରିଖରେ ନିରୁଦ୍ଧିଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ମଙ୍ଗଳବାର ଗଞ୍ଜାମ ବ୍ଲକର ପୁରୁଣାବନ୍ଧ ଗ୍ରାମରୁ ଉଦ୍ଧାର କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି l…

ଝାରସୁଗୁଡା ଗୁଳିକାଣ୍ଡ ଘଟଣାରେ ୪ ଫେରାର ଅଭିଯୁକ୍ତ ଗିରଫ

ଝାରସୁଗୁଡା ଅଫିସ,୧୩।୧୨: ଝାରସୁଗୁଡା ସହରରେ ଗତ ୪ ତାରିଖରେ ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାର ପର୍ଦ୍ଦାଫାସ କରି ପୋଲିସ ୧ ସପ୍ତାହ ପରେ ସୁଦୂର କୋଲକାତାରୁ ଫେରାର ୪ ଅଭିଯୁକ୍ତଙ୍କୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।…

ଆଦିବାସୀ ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଗଙ୍ଗାଧର, ମୁକ୍ତା

କୋରାପୁଟ,୧୩ା୧୨(ସ୍ବ.ପ୍ର.):ଆଜିର ଆଧୁନିକ ଯୁଗରେ ଲୋକେ ନିଜ କଳା, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସେତେଟା ଆଗଭର ହେଉ ନ ଥିବା ବେଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପେଟୁରୁ ପଞ୍ଚାୟତର ଦିବ୍ୟାଙ୍ଗ ଦମ୍ପତି ଗଙ୍ଗାଧର ଓ ମୁକ୍ତା ଏ କ୍ଷେତ୍ରରେ ଭିନ୍ନ ପରିଚୟ…

ଚିକିତ୍ସା ଆଳରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ: ଡାକ୍ତରଙ୍କୁ ଅଟକ, ତଦନ୍ତ ଜାରି

ବାରିପଦା ଅଫିସ,୧୩।୧୨: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ପାଇଁ ଆସିଥିବା ନାବାଳିକା ଛାତ୍ରୀଙ୍କୁ ମେଡିକାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣକ ଚିକିତ୍ସା ଆଳରେ ଅସଦାଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?