ଆମ ଜିଲା ଖବର

ବାଘ ଚମଡା ବିକ୍ରିବେଳେ ମାଡି ବସିଲା ଏସ୍‌ଟିଏଫ୍‌

ବାରିପଦା ଅଫିସ,୧୪।୧୨: ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଅସୁରକ୍ଷିତ। କିଛି ଦିନ ହେବ ହାତୀ ଶିକାର ଘଟଣା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଏକ ମହାବଳ ବାଘର ଚମଡା ବିକ୍ରି କରିବାକୁ ଆସିଥିବା…

୧୪୮୦ କେନ୍ଦ୍ରରେ ତାଲା ଝୁଲୁଛି

ସୋନପୁର,୧୪।୧୨(ନି.ପ୍ର.): ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍‌ ଓଡିଶା ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ଡାକରାରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ରାଜ୍ୟବ୍ୟାପୀ ହରତାଳ ଜାରି ରଖିଛନ୍ତି। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାର ଅଧିକାଂଶ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ଗତ ନଭେମ୍ବର…

ମାଲଗାଡ଼ିରେ ବେଆଇନ ଭାବେ ଲୋଡିଂ

ଭବାନୀପାଟଣା,୧୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ରୋଡ ରେଳ ଷ୍ଟେଶନରେ ମାଲଗାଡିରେ ଲୋଡିଂ ଶେଷ ସମୟ ପରେ ବି ଜଣେ ଠିକାଦାର ଓ ରେଳ କର୍ମଚାରୀ ସଲାସୁତୁରା ହୋଇ ଘଣ୍ଟା ଘଣ୍ଟା ଧରି ବେଆଇନ ଭାବେ ମାଲଗାଡି ରଖି ଲୋଡିଂ କରୁଥିବା ଅଭିଯୋଗ…

ପ୍ରତିଶ୍ରୁତି ଦେଇ ଭୁଲିଯାଉଛି କମ୍ପାନୀ

ଭବାନୀପାଟଣା,୧୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବଫଳାମାଲି ପର୍ବତରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଖଣି ଖନନ କରୁଛି। ହେଲେ ଜମି ହରାଇଥିବା ହିତାଧିକାରଙ୍କୁ ଦେଇଥିବା ପ୍ରତିଶ୍ରୁତି ସତେ କେମିତି ଭୁଲି ଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଖଣି ଖନନ…

ପରୀକ୍ଷା ଫି’ କମ୍‌ କରିବାକୁ ଆନ୍ଦୋଳନ

ସମ୍ବଲପୁର,୧୪ା୧୨(ବ୍ୟୁରୋ): ପରୀକ୍ଷା ଫି’ କମାଇବାକୁ ଦାବି କରି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ ଛାତ୍ରୀଛାତ୍ରମାନେ ମଙ୍ଗଳବାର ଆନ୍ଦୋଳନ କରିଥିଲେ । ଜିଏମୟୁ କର୍ତ୍ତୃପକ୍ଷ ଓ ପୋଲିସ ବୁଝାଶୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳି…

ଏଣିକି ୧ ନମ୍ବର ପ୍ଲାଟଫର୍ମରେ ରହିବ ହୀରାଖଣ୍ଡ

ଜୟପୁର,୧୪ା୧୨ (ନି.ପ୍ର.): ପୂର୍ବତଟ ରେଳବାଇର ଓ୍ବାଲଟିୟର ଡିଭିଜନ ଡିଆର୍‌ଏମ ଅନୁପ ଶତପଥୀ ଜଗଦଲପୁରରୁ ବିଶାଖାପାଟଣା ଗସ୍ତ ସମୟରେ ଜୟପୁର ରେଳ ଷ୍ଟେସନରେ ସମୀକ୍ଷା କରିଛନ୍ତି। ଡିଆରଏମଙ୍କ ଗସ୍ତ ସୂଚନା ପାଇ ଜୟପୁରର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଦାବିପତ୍ର ଦେଇଛନ୍ତି। ଆଗାମୀ ଦିନରେ…

୩ ସରପଞ୍ଚ, ୭ ୱାର୍ଡମେମ୍ବର ଅଯୋଗ୍ୟ ଘୋଷିତ

ନବରଙ୍ଗପୁର,୧୪।୧୨(ବି.ପ୍ର.): ନବରଙ୍ଗପୁର ଜିଲାର ୩ଜଣ ସରପଞ୍ଚ ଓ ୭ ଜଣ ୱାର୍ଡମେମ୍ବରଙ୍କୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ୧୨ ତାରିଖରେ ଅଯୋଗ୍ୟ ଘୋଷିତ କରିଛନ୍ତି। ଜିଲା ପଞ୍ଚାୟତ ଅଧିକାରୀ ନିର୍ଦ୍ଦେଶନାମା ପାଇବା ପରେ ସମ୍ପୃକ୍ତ ବ୍ଲକର ବିଡିଓମାନଙ୍କୁ ଚିଠିକରି ଜଣାଇଛନ୍ତି। ଅଯୋଗ୍ୟ…

ଲୋଇସିଂହା ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବଲାଙ୍ଗୀର ଅଫିସ, ୧୪।୧୨: ବଲାଙ୍ଗୀର ଜିଲା ପୁଇଁତଲା ମଣ୍ଡି(ପାକ୍ସ) ପରିଦର୍ଶନରେ ଯିବାବେଳେ ମଙ୍ଗଳବାର ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଛି। କେତେଜଣ ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିବା ସହ ଭାଜପା କର୍ମୀଙ୍କୁ…

ଅବ୍ୟବସ୍ଥାରେ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ

ରାୟଗଡ଼ା ଅଫିସ,୧୪ା୧୨: ରାୟଗଡ଼ା ସହରରେ ଜେକେ କାଗଜକଳ ଏବଂ ପୌର ପରିଷଦ ପକ୍ଷରୁ ଅଞ୍ଚଳବାସୀ ଏବଂ ବିଶେଷକରି ଶିଶୁଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ୨୦୦୭ ରେ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ(ଗାନ୍ଧୀ ପାର୍କ) କରାଯାଇଥିଲା। ଏହା ସହରର ଏକ ପ୍ରମୁଖ ଉଦ୍ୟାନ ରୂପେ…

କମ୍‌ ଦରରେ ଧାନ ନେବାକୁ ସକ୍ରିୟ ମିଲର୍ସ, ବେପାରୀ

ବିଷମକଟକ,୧୪ା୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲାରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ। ଚାଷୀ ଖୋଲା ଆକାଶ ତଳେ ଧାନ ଅମଳ କରି ଜଗି ରହିଛନ୍ତି। ବାରମ୍ବାର ଲଘୁଚାପ ଚାଷୀକୁ ଚିନ୍ତାରେ ପକାଉଛି। ଆଗକୁ ପୁଣି ଏକ ଲଘୁଚାପ ରହିଥିବାରୁ ଚାଷୀ ଆଶଙ୍କାରେ ପଡ଼ିଛନ୍ତି। ଚଳିତ…

ଦନ୍ତ ଚିକିତ୍ସକ କରୁଛନ୍ତି ସାଧାରଣ ରୋଗ ଚିକିତ୍ସା

ବାହାନଗା,୧୪ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦ୍ରରେ ବିଚିତ୍ର ନୀତି ଦେଖିବାକୁ ମିଳିଛି। ୨ମାସ ତଳେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜଣେ ଦନ୍ତ ଚିକିତ୍ସକ ସାଧାରଣ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସରକାରଙ୍କ ପକ୍ଷରୁ ଦାନ୍ତ…

ଅନୁକମ୍ପା ଆଶାରେ ଅଭାବୀ ପରିବାର

ଭଣ୍ଡାରିପୋଖରୀ, ୧୪।୧୨(ସ୍ବ.ପ୍ର.): ସବୁ ଠିକ୍‌ଠାକ୍‌ ଚାଲିଥିଲା। ଗୋଟିଏ ଦୁର୍ଘଟଣା ଭାଙ୍ଗିଦେଲା ପରିବାରର ସ୍ବପ୍ନ। ଏବେ ୬ ପ୍ରାଣୀ କୁଟୁମ୍ବଙ୍କ ପାଇଁ ଦୁଇଓଳି ଭାତ ସାତସପନ ପାଲଟିଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନିର୍ଗୁଣ୍ଡି ପଞ୍ଚାୟତ ଧାମନଗର ଛକଠାରେ ବସବାସ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?