ଆମ ଜିଲା ଖବର

ମୃତ ବାଘର କଙ୍କାଳ ଜବତ, ୨ ଗିରଫ

ରେଢ଼ାଖୋଲ,୧୩ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଶରଧାପୁର ଗ୍ରାମରୁ ରବିବାର ରାତିରେ ବନ ବିଭାଗ ଏକ ମୃତ ବାଘର କଙ୍କାଳ ଜବତ କରିଛି। ଏହି ଘଟଣାରେ ବିଭାଗ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅଜିତ ନାଏକ (୨୩) ଓ…

ଦିଲ୍ଲୀ ସମାବେଶରେ ଯୋଗଦେବେ ଚାଷୀ

ବରଗଡ଼ ଅଫିସ୍‌,୧୩।୧୨: ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ହୋଇରହିଛି। ବାରମ୍ବାର ଦାବି ସତ୍ତ୍ବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀ ମହଲରେ…

ନିଯୁକ୍ତି ନ ଦେଲେ ରାସ୍ତା ବନ୍ଦ

ରାଉରକେଲା ଅଫିସ,୧୩।୧୨: ନିଜର ହକ୍‌ ପାଇଁ ୩୨ ମୌଜା ବିସ୍ଥାପିତ ସଂଘ ଉଦିତନଗର ସ୍ଥିତ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିକୁ ୮ ଦିନ ଧରି ଧାରଣା ଦେବା ପରେ ସୋମବାର ସନ୍ଧ୍ୟାରେ ଆରଏମ୍‌ସି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଆର୍‌ଏମ୍‌ସି…

ଉଦାସୀନତା, ଅବହେଳାକୁ ନିନ୍ଦା

ଅନୁଗୋଳ ଅଫିସ, ୧୩ା୧୨: ଅନୁଗୋଳ ଜିଲାର ଦୀର୍ଘଦିନର ଦାବି ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା, ପ୍ରଦୂଷଣ ବିଷବଳୟରେ ଜର୍ଜରିତ ଅନୁଗୋଳ ଜିଲାର ସମସ୍ତ…

ଅବଧି ପରେ ମଧ୍ୟ ଅନୁକମ୍ପା

ଅନୁଗୋଳ ଅଫିସ, ୧୩ା୧୨: ଫର୍ମ ହେଉ କିମ୍ବା ବ୍ୟାନର ପ୍ରିଣ୍ଟିଂ, ଟେଣ୍ଡର ମାଧ୍ୟମରେ ହିଁ ଦିଆଯିବା କଥା ଅର୍ଡର। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। କେତେବେଳେ ଏଥିପାଇଁ ଟେଣ୍ଡର, ନୋଟିସ ହେଉଛି…

ପରିବା ମାର୍କେଟ ପରିବେଶ ଅସ୍ବାସ୍ଥ୍ୟକର

ଢେଙ୍କାନାଳ ଅଫିସ,୧୩ା୧୨: ଢେଙ୍କାନାଳ ସହର ରଥଗଡା ପରିବା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି। ଏହି ସମସ୍ୟାର ସମାଧାନ କରିବା ପାଇଁ ସୋମବାର ଏଏପି ପକ୍ଷରୁ ଜିଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପୌରାଞ୍ଚଳର ଦଳୀୟ କର୍ମକର୍ତ୍ତା ପରିବା ମାର୍କେଟ ପରିଦର୍ଶନ…

କଳାକୃତି ଗ୍ରାମକୁ ଅଧିକ ଆକର୍ଷଣୀୟ କର

ଢେଙ୍କାନାଳ ଅଫିସ,୧୩ା୧୨: କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ତଥା ସଂସ୍କୃତି ମନ୍ତ୍ରାଳୟର ସଚିବ ରଞ୍ଜନା ଚୋପ୍ରା ନୀତି ଆୟୋଗ ଦ୍ୱାରା ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷା ଜିଲା ଢେଙ୍କାନାଳକୁ ସୋମବାର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମଧ୍ୟାହ୍ନରେ ଜିଲା…

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ, ୧୩।୧୨: ଗଞ୍ଜାମ ଜିଲା ସଦର ଥାନା ପୋଲିସ ମଙ୍ଗଳବାର ସକାଳେ ବାଇଗଣବାଡି ନିକଟ ଏକ ରାସ୍ତାକଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକ ଜଣଙ୍କ ବଉଳଝୋଳି ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ପୁଅ ଉମାଚରଣ ବିଷୋୟୀ (୨୬)। ଘଟଣାସ୍ଥଳରୁ…

ବରଗଡ଼ ଧନୁଯାତ୍ରା: ବଳରାମ ଭୂମିକାରେ ଅଭିନୟ କରିବେ କିଷନ

ବରଗଡ଼ ଅଫିସ,୧୩।୧୨: ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାର ଅଭିନୟ କରିବେ କିଷନ ର୍ବିତ୍ତିଆ । ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ବୈଠକ ପରେ କିଷନଙ୍କ ନାମ ଘୋଷଣା କରାଯାଇଛି। ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ବାଳ…

ଏସିଆ ବୁକ୍‌ ଅଫ ରେକର୍ଡରେ ସତ୍ୟଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା

ବ୍ରହ୍ମପୁର ଅଫିସ୍‌,୧୩ା୧୨: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଗତ ଅଗଷ୍ଟ ମାସରେ ସ୍ବାଧୀନତା ଦିବସ ଅବସରରେ ସତ୍ୟ ୧ ମିଲିମିଟରର ଜାତୀୟ ପତାକା ନିର୍ମାଣ କରିଥିଲେ। ଏହାକୁ ସେ…

ବିଇଏମ୍‌ସିର ୧୨ ଜଣିଆ ଟିମ୍‌ ଯିବ କେରଳ

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ଇ. ବିବେକ ରେଡ୍ଡୀଙ୍କ ସମେତ ବିଭିନ୍ନ ଦଳର ୧୦ ଜଣ କର୍ପୋରେଟର ଆସନ୍ତା ୧୬ ତାରିଖରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ ଯିବେ। ସେଠାରେ ୧୭ରୁ…

ନାହିଁ ନାହିଁରେ ଚାଲିଛି ସଂସ୍କୃତ ମହାବିଦ୍ୟାଳୟ

ପାରଳାଖେମୁଣ୍ଡି, ୧୩ା୧୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡିଠାରେ ୧୯୧୫ରେ ଓଡ଼ିଶା ପ୍ରାଚୀନତମ ସଂସ୍କୃତ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟ ଓଡ଼ିଶାର ପ୍ରଥମ ସଂସ୍କୃତ ମହାବିଦ୍ୟାଳୟ ଭାବେ ବେଶ୍‌ ଜଣାଶୁଣା। ଶିକ୍ଷା ଓ ସଂସ୍କୃତ ଭାଷାର ଉନ୍ନତି କ୍ଷେତ୍ରରେ ଏହି ମହାବିଦ୍ୟାଳୟ ବହୁ କାର୍ଯ୍ୟ କରିଆସୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?