ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଉ
ଖଡ଼ିଆଳ,୨୪।୨(ଡି.ଏନ.ଏ.): କେନ୍ଦ୍ର ସରକାର ପ୍ରତେକ ଗ୍ରାମକୁ ପକ୍କା ରାସ୍ତା ଯୋଗାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କରିଛନ୍ତି। ହେଲେ ଏଯାଏଁ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡରମୁଣ୍ଡା ପଞ୍ଚାୟତ ସାଗୁନଡ଼ଙ୍ଗରି ଗ୍ରାମ ରାସ୍ତାକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସାମିଲ କରାଯାନିହିଁ।…
ପୋଡ଼ିଗଲା ଅର୍ବାନ ପ୍ଲାଣ୍ଟ
ଲାଞ୍ଜିଗଡ଼,୨୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନ ମୂଷାନାଳ ନିକଟସ୍ଥ ପାତର ଡଙ୍ଗର ରେତ ନଦୀ କୂଳରେ ମୂଷା ନାଳ ବନ ବିଭାଗ ଦାରା ୨୦୧୯-୨୦ରେ ପ୍ରାୟ ୭ ଏକର ଜମିରେ…
ଟିକିରା ନଦୀରୁ ବାଲି ଚୋରା ଚାଲାଣ
ନାକଟିଦେଉଳ,୨୪ା୨(ଡ଼ି.ଏନ.ଏ.): ନାକଟିଦେଉଳ ତହସିଲ ଅନ୍ତର୍ଗତ ବାଟଗାଁ ରାଜସ୍ବ ସର୍କଲର ଟିକିରା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାଟଗାଁ ପଞ୍ଚାୟତର ସମିତିସଭ୍ୟ ସୁଶାନ୍ତ କୁମାର ସାମଲ ଗୁରୁବାର ତହସିଲଦାର ସୁକାନ୍ତ କୁମାର ନାଏକଙ୍କୁ…
ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବାକୁ ପ୍ରୋତ୍ସାହନ
ସୁନ୍ଦରଗଡ଼,୨୪ା୨(ଡି.ଏନ.ଏ.): ଗାଁ ଗାଁରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ତଥା ଲୋକଙ୍କୁ ବିକଳ୍ପ ରୋଜଗାରର ପନ୍ଥା ଯୋଗାଇବା ନିମନ୍ତେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଓ.ଏଫ.ଏସ.ଡି.ପି.) ର ଦ୍ୱିତୀୟ ପର୍ଯ୍ୟାୟ ଉଜ୍ଜଲପୁର, ହେମଗିର, ଲେଫ୍ରିପଡା, ସୁନ୍ଦରଗଡ…
କର୍ମଚାରୀଙ୍କୁ ନିଶାଦ୍ରବ୍ୟ ମନା
କଟକ ଅଫିସ,୨୪ା୨: ଏସ୍ସିବି ମେଡିକାଲରେ କାମ କରୁଥିବା କୌଣସି କର୍ମଚାରୀ ନିଶାଦ୍ରବ୍ୟ ସେବନ କରିପାରିବେ ନାହିଁ। ମେଡିକାଲରେ ଡ୍ୟୁଟିରେ ଥିବା ବେଳେ ଯଦି କେହି କର୍ମଚାରୀ ନିଶାଦ୍ରବ୍ୟ ରଖିଥିବେ କିମ୍ବା ଖାଉଥିବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ…
୧୦ ବର୍ଷ ପରେ ବାର୍ କାଉନ୍ସିଲ୍ ନିର୍ବାଚନ
କଟକ ଅଫିସ,୨୪ା୨: ଦୀର୍ଘ ୧୦ ବର୍ଷର ବ୍ୟବଧାନ ପରେ ରାଜ୍ୟ ବାର୍ କାଉନ୍ସିଲ୍ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ କାଉନସିଲ୍ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିର୍ବାଚନ ଆସନ୍ତା ୧୫ରେ ହେବ ବୋଲି ଘୋଷଣା କରାଯାଇଛି। ଆସନ୍ତା…
ଲ୍ୟାମ୍ପ୍ସର ଚାଷୀଙ୍କୁ ଅଣଦେଖା ଅଭିଯୋଗ
ଦଶମନ୍ତପୁର,୨୪ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ମହକୁମାସ୍ଥିତ ଲ୍ୟାମ୍ପ ପକ୍ଷରୁ ମାଣ୍ଡିଆ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖବରରୁ ଜଣାପଡିଛି, ମାଣ୍ଡିଆ ବ୍ୟବସାୟୀ ଏବଂ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ ମଣ୍ଡିରେ…
କଥା ହେବାକୁ ୩ କି.ମି.ପାହାଡ଼ ଚଢ଼ିବାକୁ ପଡ଼େ
ସେମିଳିଗୁଡ଼ା/ ସୁନାବେଡ଼ା ୨୪ା୨(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କାଣ୍ଟି ପଞ୍ଚାୟତ ଦେଓମାଳି ପର୍ବତର ପାଦ ଦେଶରେ ରହିଛି। ଏହି ପଞ୍ଚାୟତ ସର୍ବଦା ଅବହେଳିତ ହୋଇ ରହି ଆସିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ସରକାର ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଚାର…
ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ ଯାଞ୍ଚ ହେଉନି
ରାୟଗଡ଼ା,୨୪ା୨(ସ୍ବ.ପ୍ର.): ଗାଡ଼ିଗୁଡ଼ିକର ସୁରକ୍ଷା ଏବଂ ଚୋରି ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ(ଏଚ୍ଏସ୍ଆର୍ପି) ବ୍ୟବସ୍ଥା କରାଯାଇଛି। ଏହି ନମ୍ବର ପ୍ଲେଟରେ ପ୍ରି-ଡିଜାଇନ ହଲୋଗ୍ରାମ ଏବଂ ୟୁନିଫର୍ମାଲ ସିରିଏଲ ନମ୍ବର ରହିଛି। ଏହାଦ୍ୱାରା ସହଜରେ ଗାଡ଼ିର ତଥ୍ୟ…
ଜଙ୍ଗଲ ଜଳୁଛି, ବନ୍ୟଜନ୍ତୁ ଗାଁ ମୁହାଁ
ବଇଣ୍ଡା,୨୪।୨(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜ ଅଧୀନରେ ଥିବା ବିପ୍ରଡିହ ଜଙ୍ଗଲ କିଛିଦିନ ହେବ ଜଳୁଛି। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଉକ୍ତ ଜଙ୍ଗଲ ଏବେ ଅସୁରକ୍ଷିତ ହୋଇପଡିଛି। ଏହି ଜଙ୍ଗଲରେ ନିଆଁ କିପରି ଲାଗିଲା ତାହା ଜଣାପଡି ନ ଥିବା…
୨୩ ଆଶାକର୍ମୀ ପୁରସ୍କୃତ
ବ୍ରହ୍ମପୁର ଅଫିସ,୨୪ା୨: ଗଞ୍ଜାମ ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିନା ଦରମାରେ ଆଶାକର୍ମୀ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଏଣୁ ଗ୍ରାମାଞ୍ଚଳରେ କାମ କରୁଥିବା ୨୨ ଜଣ ଏବଂ ସହରାଞ୍ଚଳରୁ ଜଣେ ଆଶାକର୍ମୀଙ୍କୁ ଗୁରୁବାର ପୁରସ୍କୃତ କରାଯାଇଛି। ଗଞ୍ଜାମ ଜିଲାସ୍ତରୀୟ ଆଶା…
ଦ୍ରୁତଗତିରେ ଚାଲିଛି ପୋତାଗଡ଼ର ଉନ୍ନତୀକରଣ
ଗଞ୍ଜାମ,୨୪ା୨(ଡି.ଏନ୍.ଏ.): ଗଞ୍ଜାମ ସହରଠାରୁ କିଛି ଦୂରରେ ଅବସ୍ଥିତ ଐତିହାସିକ ପୋତାଗଡ଼। ୪୦୦ ବର୍ଷ ପୂର୍ବ ତଥା ବ୍ରିଟିଶ ଅମଳରୁ ନିର୍ମିିତ ଏହି ପୋତାଗଡ଼ ବହୁ ବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିଲା। ଏହାର ପୁନରୁଦ୍ଧାର ପାଇଁ ସହରବାସୀ ବହୁବାର ଜିଲା ପ୍ରଶାସନର…

