ଆମ ଜିଲା ଖବର

ବୁଲାକୁକୁର ରହିବେ କେଉଁଠି

ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ବୁଲା କୁକୁରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଛକ, ବଜାର, ଗଳିକନ୍ଦି ଓ ମୁଖ୍ୟ ରାସ୍ତାରେ ବୁଲାକୁକୁର ଖାଇବାକୁ ନ ପାଇ ହିଂସ୍ର ହୋଇପଡ଼ୁଛନ୍ତି। ହାଇଦ୍ରାବାଦରେ ୪ବର୍ଷର ଶିଶୁପୁତ୍ରଙ୍କୁୁ ବୁଲାକୁକୁର ଝୁଣି…

ଚନ୍ଦନ ବଣ ଛାରଖାର

ଯୋଡ଼ା,୨୪ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବିରିକଳା ପଞ୍ଚାୟତ କାର୍ଯ୍ୟାଳୟ ପଛ ପାର୍ଶ୍ୱରେ ଥିବା ଚନ୍ଦନ ଗଛ ବଣରେ ନିଆଁ ଲାଗି ଛାରଖାର ହୋଇଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଚାଲି ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ପୁରୁଷୋତ୍ତମ ସାହୁ,…

ଜଳୁଛି ଜଙ୍ଗଲ

ଜଳେଶ୍ୱର, ୨୪ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆର ରଙ୍ଗାମାଟିଆ ଜଙ୍ଗଲରେ ଗୁରୁବାର ମଧ୍ୟାହ୍ନରୁ ନିଆଁ ଲାଗିଛି। ବିସ୍ତୀର୍ଣ୍ଣ ଅଞ୍ଚଳକୁ ନିଆଁ ବ୍ୟାପିଥିଲେ ମଧ୍ୟ ବନବିଭାଗ ଲିଭାଇବାରେ ସଫଳ ହୋଇ ହୋଇପାରିନାହିଁ। ୧୦୦ ଏକରରୁ ଅଧିକ ଜଙ୍ଗଲରୁ ସନ୍ଧ୍ୟା ସୁଦ୍ଧା ପ୍ରାୟ…

୪୧ ପଞ୍ଚାୟତରେ ୨୪ କାର୍ଯ୍ୟନିର୍ବାହୀ ଅଧିକାରୀ

ନିଶ୍ଚିନ୍ତକୋଇଲି,୨୪ା୨(ସ୍ବ.ପ୍ର.): ପଞ୍ଚାୟତ ଓ ବ୍ଲକ ସ୍ତରରେ ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରକଳ୍ପ ଏବଂ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇଥାଏ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦକ୍ଷ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀଙ୍କ ଆବଶ୍ୟକତା ରହିଛି।…

ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାର ସମୟ ନେଲେ

କଟକ ଅଫିସ,୨୪ା୨: ଅନୁସୂଚିତ ଜାତି(ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ଛାତ୍ରୀଛାତ୍ରଙ୍କୁ ତୁରନ୍ତ ଷ୍ଟାଇପେଣ୍ଡ୍‌ ପ୍ରଦାନ ସମ୍ପର୍କିତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏଠାରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାର ସମୟ ନେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗୁରୁବାର ଶୁଣାଣିବେଳେ…

ଷ୍ଟଲ୍‌ ଖାଁ ଖାଁ, ଚାଷୀ ନ ଥାଇ ପାଠଶାଳା

ନୟାଗଡ଼ ଅଫିସ,୨୪।୨:ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚାଷୀଙ୍କୁ ଦେଖିବାକୁ ମିଳୁନି । ୩ଦିନ ଧରି ମେଳା ଚାଲିଥିବାବେଳେ ଶୁକ୍ରବାର ମେଳା ଉଦ୍‌ଯାପନ ହେବ । ହେଲେ ଚାଷୀ କାହିଁକି ଆସୁ ନାହାନ୍ତି ପଚାରିଲେ କୃଷି ବିଭାଗ ପକ୍ଷରୁ ଉତ୍ତର ମିଳୁନି ।…

ବାହ୍ୟ ମଳମୁକ୍ତ ଯୋଜନା ପ୍ରହସନ

ପଟ୍ଟାମୁଣ୍ଡାଇ,୨୪ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବଚ୍ଛ ଭାରତ ଅଭିଯାନ ଯୋଜନା ଫେଲ୍‌ ମାରିଛି। ଅଧିକାଂଶ ଗଁା ଅଳିଆ ଆବର୍ଜନାରେ ପୁରି ରହିଛି। ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି। କେତେଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁ ଏହି ଯୋଜନା…

ହ୍ରାସ ପାଉଛି ପ୍ରାଣୀଧନ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ, ୨୪ା୨:ପ୍ରାଣୀଧନ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ କୃଷି ବିଭାଗ ପକ୍ଷରୁ ଏକାଧିକ ଯୋଜନା ପ୍ରସ୍ତୁତ ସହ ଅର୍ଥବ୍ୟୟ କରାଯାଉଛି ା ତେବେ କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହାର…

ଘରଟିଏ ପାଇଁ ପ୍ରଶାସନକୁ ନିବେଦନ

ପିପିଲି,୨୪।୨(ଡି.ଏନ୍‌.ଏ.): ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ପଞ୍ଚାୟତ ୧୪ ନଂ. ୱାର୍ଡ ମଠ ସାହିର ବୃଦ୍ଧା ପ୍ରମିଳା ସ୍ବାଇଁ(୭୨)ଙ୍କ ନିଜସ୍ବ ଘର ନାହିଁ। ସେଥିପାଇଁ ସେ ସାହିଠାରୁ କିଛି ଦୂରରେ ତମ୍ବୁ ଟାଣି ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ରହି…

ରାଜ୍ୟର ପ୍ରଥମ ସୋଲାର ପମ୍ପ ୭ବର୍ଷ ହେଲା ଅଚଳ

ଡେରାବିଶ, ୨୪ା୨(ସ୍ବ.ପ୍ର.):ରାଜ୍ୟର ପ୍ରଥମ ସୌର ଚାଳିତ ପମ୍ପ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଛତାଠାରେ ୨୦୧୬ ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ୯୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସୋଲାର ପମ୍ପ…

ଅଧିଗ୍ରହଣ ହେବାକୁ ଥିବା ଜମିର ନକ୍ସା ତହସିଲରେ ନାହିଁ

ରଘୁନାଥପୁର,୨୪ା୨(ଡି.ଏନ.ଏ.):ଭାରତମାଳା ପ୍ରକଳ୍ପ ଜାତୀୟ ରାଜପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଖାମଖିଆଲ ମନୋଭାବ ପ୍ରତିପୋଷଣ କରୁଛନ୍ତି। ଏହାକୁ ବିରୋଧ କରି ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ଦେବୀପ୍ରସାଦ ମହାରଣାଙ୍କ ନେତୃତ୍ୱରେ ରଘୁନାଥପୁର…

ଜଗତ୍‌ସିଂହପୁର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତିରେ ଘୋର ବିଳମ୍ବ

ଜଗତ୍‌ସିଂହପୁର ଅଫିସ, ୨୪ା୨:ଦିନକୁ ଦିନ ଜଗତ୍‌ସିଂହପୁର ସହର ଅସଜଡା ଭାବେ ତା’ର କାୟା ବିସ୍ତାର କରିଚାଲିଛି। ଟ୍ରାଫିକ୍‌ ସମସ୍ୟାଠାରୁ ବର୍ଯ୍ୟବସ୍ତୁ ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଜଟିଳ ରୂପ ନେଉଛି। ଏହାର ସମାଧାନ ପାଇଁ ସହରର ମାଷ୍ଟର ପ୍ଲାନ୍‌ ଜରୁରୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?