ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର
ରାଇକିଆ, ୧।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବସ୍ଷ୍ଟାଣ୍ଡ ଯାତ୍ରୀ ବିଶ୍ରାମାଗାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ବିଶ୍ରାମାଗାର ଜିଲାର ଏକ ପ୍ରମୁଖ ବସ୍ ଷ୍ଟାଣ୍ଡରେ ଥିବାରୁ ଦିନ ତମାମ ଯାତ୍ରୀ ସେଠାରେ ବସାଉଠା କରନ୍ତି। ତେବେ ବିଶ୍ରାମାଗାର ଛାତରୁ ପଲସ୍ତରା…
୮ ମାସ ହେଲା ଦୋକାନରୁ ଚୋରି କରୁଥିଲେ ମ୍ୟାନେଜର, ସେଲ୍ସ ମ୍ୟାନ୍
ବ୍ରହ୍ମପୁର ଅଫିସ,୧।୧୨: ବଡବଜାର ଥାନା ଅଞ୍ଚଳର ଏକ ଜୁଏଲେରୀରୁ ସୁନା ଅଳଙ୍କାର ଚୋରି ଘଟଣାରେ ପୋଲିସ ଦୋକାନ ମ୍ୟାନେଜର ଓ ସେଲ୍ସ ମ୍ୟାନ୍ଙ୍କୁ ଅଟକ ରଖିଛି। ସେମାନେ ହେଲେ ବଡବଜାର ଥାନା ଫାଷ୍ଟଗେଟର ନିରଞ୍ଜନ ଦାସ ଏବଂ ନରେନ୍ଦ୍ରପୁର ଥାନା ଅଧୀନ…
ରାସ୍ତାକଡରେ ଆବର୍ଜନା ପଡିବାରୁ ରାସ୍ତା ଅବରୋଧ
କେନ୍ଦୁଝର,୧।୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ଅନ୍ତର୍ଗତ ନରଣପୁର-ଡୁବୁରି ରାସ୍ତାର ଉକୁଚାବେଡା ନିକଟରେ କେନ୍ଦୁଝର ସହରରୁ ବାହାରୁଥିବା ମଇଳା ଆବର୍ଜନା ଫିଙ୍ଗା ଯାଉଥିବା ପ୍ରତିବାଦରେ ଗୁରୁବାର ସ୍ଥାନୀୟ ଲୋକେ ପ୍ରତିବାଦ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉକ୍ତ ରାସ୍ତାରେ…
ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଦମନ ଚଳଚ୍ଚିତ୍ର ଦେଖିଲେ ଆଶାକର୍ମୀ
ଚିତ୍ରକୋଣ୍ଡା.୧।୧୨(ଡି.ଏନ୍.ଏ.): ମାଲକାନଗିରି ଜିଲା ପ୍ରଶାସନ ଉଦ୍ୟମରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତ ଯଥା ବଡପଡା, ପାପରମେଟେଲା, ରାଲେଗ, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ ଏବଂ ଗାଜୁଲୁମାମୁଡି ପଞ୍ଚାୟତର ଆଶାକର୍ମୀ ଦମନ ଚଳଚିତ୍ର ଦେଖିଛନ୍ତି। କିଛି ବର୍ଷ ତଳେ ମାଲକାନଗିରି…
ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ କଲେଜ ଅଧ୍ୟକ୍ଷ, ଶିକ୍ଷକ ଗିରଫ
ଭବାନୀପାଟଣା/ବଳାଙ୍ଗୀର ଅଫିସ, ୧।୧୨(ସ୍ବ.ପ୍ର): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୋଲିସ ବୁଧବାର ରାତିରେ ୨ ଜଣକୁ ଉଠାଇ ନେଇଥିଲା। ଗୁରୁବାର କଣ୍ଟାବାଞ୍ଜି ଥାନା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।…
ଅବ୍ୟବସ୍ଥା ଘେରରେ ପଲମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
ପଲମ,୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ପଲମ ପଞ୍ଚାୟତସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅନେକ ଅବ୍ୟବସ୍ଥା ଘେରରେ ଗତି କରୁଛି। ଆଜକୁ ଦୀର୍ଘ ଦିନ ହେଲା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ରୋଗୀମାନେ ସମସ୍ୟାରେ ପଡୁଛନ୍ତି। ଆୟୁଷ ଡାକ୍ତର ରାଜେଶ କୁମାର…
ଏଡ୍ସର ବିଷ ବଳୟରେ ସୁବର୍ଣ୍ଣପୁର ଜିଲା
ସୋନପୁର,୧।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଏଡ୍ସ କାୟା ବିସ୍ତାର କରି ଚାଲିଛି । ସରକାରୀ ହିସାବରେ ଜିଲାରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୧। ଆକ୍ରାନ୍ତଙ୍କ ମଧ୍ୟରେ ଗର୍ଭବତୀ ମହିଳା ଅଛନ୍ତି । ୨୦୦୫ରୁ ୨୦୨୨ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲାରେ…
ଧୂଳିରେ ଅଞ୍ଚଳବାସୀ ବଞ୍ଚିବା ଅସହ୍ୟ ହୋଇପଡ଼ିଛି
ଉମରକୋଟ,୧ା୧୨(ସ୍ବ.ପ୍ର.): ରାୟପୁର ଠାରୁ ବିଶାଖାପାଟଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପରେ ରାସ୍ତାକାମ ଦ୍ରୁତଗତିରେ ଚାଲିଛି। ତେବେ ରାସ୍ତାକାମ ଯୋଗୁ ହଜାର ହଜାର ଟ୍ରକ୍ ଚାଲିବା କାରଣରୁ ରାସ୍ତା ନଷ୍ଟ ହେବା ସହ ପ୍ରବଳ ଧୂଳି ଉଡ଼ୁଛି। ଏହାର ପରିମାଣ ଗ୍ରାମାଞ୍ଚଳର…
ମିଥ୍ୟା ତଥ୍ୟରେ ଚାଷୀଙ୍କ ନାମ ପଞ୍ଜୀକରଣ
ରାୟଗଡ଼ା ଅଫିସ,୧ା୧୨: ରାଜ୍ୟରେ ଖରିଫ୍ ଋତୁ ପାଇଁ ଚାଷୀ ପଞ୍ଜୀକରଣ କରାଯାଇଥିଲା। ହେଲେ ଏଥିରେ ବେଆଇନ୍ ତଥା ମିଥ୍ୟା ପଞ୍ଜୀକରଣ କରାଯାଇଥିବା ସ୍ପଷ୍ଟ ହୋଇଛି। ମିଥ୍ୟା ତଥ୍ୟଦେଇ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଥିବା ନେଇ ଅଭିଯୋଗ ହେବାପରେ ଧାନଚାଷ କରାଯାଇଥିବା ଜମିକୁ…
ଅନୁଗୋଳରେ ଏଡ୍ସ ଅଣାୟତ୍ତ
ଅନୁଗୋଳ ଅଫିସ,୧ା୧୨: ସଚେତନ, ସତର୍କ ଓ ସଂଜମ ଆଚରଣ ଦ୍ୱାରା ହିଁ ଏଡ୍ସର ପ୍ରତିରୋଧ କରାଯାଇପାରିବ। ଦୀର୍ଘବର୍ଷ ହେଲା ସରକାର ଏହା ବୁଝାଉଛନ୍ତି। ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ଏନ୍ଜିଓ ମାଧ୍ୟମରେ ସଚେତନତା ସୃଷ୍ଟିର ଉଦ୍ୟମ କରିଆସୁଛନ୍ତି। ହେଲେ ଅନୁଗୋଳ ଜିଲାର ଅନେକେଙ୍କ…
ଜଟିଳ ନିୟମ ପାଇଁ ଜରାଜୀର୍ଣ୍ଣ
ଢେଙ୍କାନାଳ ଅଫିସ,(ରତନ ନାୟାର)୧।୧୨: ଲୁହା ଭାରା ଆଶ୍ରାରେ ଛିଡ଼ା ହୋଇଛି ସପ୍ତମ ଶତାବ୍ଦୀର ଐତିହ୍ୟ କୁଆଳୋ ଅଷ୍ଟଶମ୍ଭୁ ଶୈବପୀଠ। ମନ୍ଦିର ଦଧିନଉତି ଆଖପାଖ ସ୍ଥାନରୁ ପଥର ଖସି ଲଣ୍ଡା ହୋଇଗଲାଣି। ବର୍ଷା ହେଲେ ବେଢ଼ାରେ ଲହଡ଼ି ମାରୁଛି ପାଣି। କେତେବେଳେ ହାତୀ…
ନିଅଣ୍ଟିଆ କର୍ମଚାରୀରେ ଚାଲିଛି ବିଇଏମ୍ସି
ବ୍ରହ୍ମପୁର ଅଫିସ,୧ା୧୨: ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧିନରେ ଥିବା ବେଳେ ୧୮୬୭ରେ ପ୍ରତିଷ୍ଠା ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ଏହି ପୁରାତନ ସ୍ବାୟତ୍ତ ଶାସନ ସଂସ୍ଥାକୁ ପୂରିଛି ୧୫୫ ବର୍ଷ। ୧୪ ବର୍ଷ ତଳେ ରାଜ୍ୟ ସରକର ୨୦୦୯ରେ…
Archives


