ଆମ ଜିଲା ଖବର

୨୦ ଦିନରେ ଗ୍ରାମରୁ ୨ ଥର ଚୋରି

ରଣପୁର,୧୭ା୩(ସ୍ବ.ପ୍ର.): ଗୋଟିଏ ଗ୍ରାମରେ ୨୦ଦିନ ଭିତରେ ୨ଥର ଚୋରି ହୋଇଛି। ଚୋରମାନେ ଘର ବାରିପଟେ ପଶି ୨ ପରିବାରର ଟଙ୍କା ସୁନା ଚୋରି କରି ନେଇ ଯାଇଛନ୍ତି। ସ୍ଥାନୀୟ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ…

ବାଜିବନି ଡିଜେ, ଫୁଟିବନି ବାଣ

ନୟାଗଡ଼ ଅଫିସ/ ରଣପୁର,୧୭।୩(ସ୍ବ.ପ୍ର.): ଶୁକ୍ରବାର ରାତିରେ ରଣପୁର ବ୍ଲକ ଚାନ୍ଦପୁରରେ ହେବ ଦଶଦୋଳ ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏତିକି ବେଳେ ଗୁରୁବାର ପୂର୍ବାହ୍ନରେ ଚାନ୍ଦପୁର ଥାନା ପୋଲିସ ଦଶଦୋଳ ମେଳଣ ଉପରେ କଟକଣା ଲଗାଇ ବାଜିବନି ଡିଜେ…

ସ୍ବାମୀଙ୍କୁ ବିରୋଧକରି ରୋଗଣା ସ୍ତ୍ରୀଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ,୧୭।୩: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ଦୋଷ ଦେଇ ରୋଗିଣା ସ୍ତ୍ରୀ ଉପରେ ନିର୍ଯାତନା ଦେବା ପରି ଘଟଣା ନୟାଗଡ଼ ଜିଲା ଓଡ଼ଗଁା ବ୍ଲକର ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଘଟିଛି। ପ୍ରତିଶୋଧ ପରାୟଣ ହୋଇ ନିଦାନ ବିଭାଗର…

ଧାନ ବିହନ ଉଦ୍ଭାବନ କରି ପ୍ରେରଣା ପାଲଟିଛନ୍ତି କ୍ଷେତ୍ରମୋହନ

ରଘୁନାଥପୁର,୧୭।୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢୁଆ ନୁଆଗଡ଼ ଗ୍ରାମର କ୍ଷେତ୍ରମୋହନ ବେହେରା ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କୃଷିଭିତ୍ତିକ ସଂସ୍ଥା ଲାଲ (ଲିଭ ଆଣ୍ଡ ଲେଟ ଲିଭ) ପ୍ରତିଷ୍ଠା କରିବା ପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ…

ଅନ୍ଧାରୀ ଛକ-ସାହାଡ଼ାକୋଳି ରାସ୍ତା ନିର୍ମାଣରେ ଦୁର୍ନୀତି

କୋରେଇ,୧୭।୩(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୩ଟି ରାସ୍ତାର ମରାମତି ଓ ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଛି। ଏଥିମଧ୍ୟରୁ ଏନ୍‌ଏଚ ୨୧୫ ଅନ୍ଧାରୀ ଛକ କିଆପଦା ଭାୟା ସାହାଡ଼ାକୋଳି ୩.୪ କି.ମି.ରାସ୍ତାକୁ ଉଦାହରଣ ଭାବେ ନିଆଯାଇଛି । ଏହି ରାସ୍ତାର…

ଧସିଲା ପୁରୁଣା ପୋଲ ଆପ୍ରୋଚ୍‌ ରାସ୍ତା

ରସୁଲପୁର,୧୭ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ର ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଗନ୍ଧଣ ପଞ୍ଚାୟତ ଏକତଳା ଗ୍ରାମ ସହ ମଧୁବନ ଲକ୍ଷ୍ମୀ ବଜାରକୁ ସଂଯୋଗ କରୁଥିବା ପୁରୁଣା ପୋଲ ଆପ୍ରୋଚ୍‌ ରାସ୍ତା ଧସି ଯାଇଛି। ଫଳରେ ଉକ୍ତ ପୋଲ…

ପ୍ରଥମେ ସ୍ଥାୟୀ ଜମି ପଟ୍ଟା ଦିଅ, ତା’ପରେ ଶିଳ୍ପ କର

ମହାକାଳପଡ଼ା,୧୭ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଏକ ମୃତ୍ତିକା ଖନନ ଟିମ୍‌ ସହ ସ୍ଥାନୀୟ ତହସିଲଦାର ମାନସ କୁମାର ତ୍ରିପାଠୀ, ଜମ୍ବୁ ସାମୁଦ୍ରିକ…

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା: କୋଠା ମାଲିକଙ୍କୁ ନୋଟିସ୍‌ ଜାରି

ପୁରୀ ଅଫିସ ୧୭ା୩: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଛି। ବେଆଇନ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ କମ୍ପ୍ଲେକ୍ସ ତିଆରି ହେବା ଜଣାପଡ଼ିବା ପରେ ମାଲିକଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଅପରପକ୍ଷରେ ଏହି…

ବିପଦସଙ୍କୁଳ ଅବସ୍ଥାରେ ବ୍ରିଟିଶ ଅମଳର ସ୍କୁଲ

ଗୋପ,୧୭।୩ (ଡି.ଏନ୍‌.ଏ.): ଗୋପ ବ୍ଲକରେ ଥିବା ବ୍ରିଟିଶ ଶାସନ ଅମଳର ନିଗମାନନ୍ଦ ସ୍ମାର୍ଟ ସ୍କୁଲ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି। ପୂର୍ବରୁ ସ୍କୁଲ ଛାତରୁ କଂକ୍ରିଟ୍‌ ପଲସ୍ତରା ଖସିଥିବାବେଳେ ଗୁରୁବାର ପୁଣି ପଲସ୍ତରା ଖସିଛି। ସ୍କୁଲ କର୍ତ୍ତୃପକ୍ଷ ଏ…

ଜୁନ୍‌ ୨୫ ସୁଦ୍ଧା ରତ୍ନଭଣ୍ଡାର ସ୍ଥିତି ସତ୍ୟପାଠ ଦାଖଲ ହେବ

କଟକ ଅଫିସ,୧୭ା୩: ହାଇକୋର୍ଟରେ ଗୁରୁବାର ପୁରୀ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିରର ଜଗମୋହନ ଓ ନାଟମଣ୍ଡପ କାର୍ଯ୍ୟ ଚାଲିଥିବା ତଥ୍ୟ ଉପସ୍ଥାପନ କରାଯାଇଛି। ଏଏସ୍‌ଆଇ ପକ୍ଷରୁ ଗତ ୧୪ରୁ ଆରମ୍ଭ ହୋଇଥିବା ମନ୍ଦିର…

ଅସ୍ତରଙ୍ଗରେ ହେବ ଦ୍ୱିତୀୟ ମାଛଧରା ବନ୍ଦର

ଅସ୍ତରଙ୍ଗ,୧୭।୩(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ନୂଆଗଡରେ ପୁଣି ଏକ ମାଛଧରା ବନ୍ଦର ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହାୟତାରେ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅବସରରେ ଅସ୍ତରଙ୍ଗ ଅଞ୍ଚଳରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଜିଲାର ବହୁ ପ୍ରଶାସନିକ…

ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ, ଜିଲା ପରିଷଦ ସଭ୍ୟ ହାତାହାତି

ବରୀ,୧୭ା୩(ଡି.ଏନ.ଏ.):ଯାଜପୁର ଜିଲା ବରୀ ବ୍ଲକ୍‌ ଅଧୀନ ମହାକାଳପଡ଼ା ପଞ୍ଚାୟତ ମିତ୍ରସେନପୁର ଗ୍ରାମରେ ଏକ ଖଳା ନିର୍ମାଣ କାର୍ଯ୍ୟକୁ ନେଇ ଗୁରୁବାର ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ବିପ୍ଳବ ପରିଜା ଓ ୨୨ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟ ଦିଲୀପ ମହାନ୍ତିଙ୍କ ମଧ୍ୟରେ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?