ମେଗା ପ୍ରକଳ୍ପରୁ ଝରୁନି ପାଣି
ଯାଜପୁର ଅଫିସ,୧୮ା୪: ଗ୍ରୀଷ୍ମର ପ୍ରକୋପ ବଢ଼ିଛି। ଏଥିଯୋଗୁ ଭୂତଳ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ଏହାସହ ନଳକୂପ, ନଈ, ପୋଖରୀ, ଖୋଲା କୂପ ଆଦି ଶୁଖିଲାଣି। ପାଣି ପାଇଁ ଗ୍ରାମାଞ୍ଚଳ ଲୋକେ ଡହଳବିକଳ ହେଉଛନ୍ତି। ଏଭଳି ଜଟିଳ ପରିସ୍ଥିତିର ମୁକାବିଲା…
ଅସନ୍ତୁଷ୍ଟ ହେଲେଣି ଅଭିଭାବକ
ବଇଣ୍ଡା,୧୮।୪: (ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡରେ ଥିବା ହାଇସ୍କୁଲଗୁଡ଼ିକ ମଧ୍ୟରୁ ସର୍ବାଧିକ ଛାତ୍ରୀଛାତ୍ର ଏଠାରେ ପଢ଼ୁଛନ୍ତି। ହଷ୍ଟେଲ ସୁବିଧା ଥିବାରୁ ଜିଲା ବାହାରର ଛାତ୍ରୀମାନେ ଏହି ବିଦ୍ୟାଳୟରେ ପଢ଼ିବାକୁ ଆଗ୍ରହ ଦେଖାଉଛନ୍ତି। ହେଲେ ଶିକ୍ଷକ ଅଭାବ ପାଇକସାହି ରାଧାମାଧବ ଉଚ୍ଚ ବିଦ୍ୟାଳୟ ପାଇଁ…
ବାଇପାସ୍ ଛକରେ ଘଣ୍ଟାଏ ରାସ୍ତାରୋକ
ଡେଙ୍କାନାଳ ଅଫିସ୍,୧୮।୪: ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟଦେଇ ଯାଇଥିବା ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେଉଛି। ଏହାର ପ୍ରତିବାଦରେ ସୋମବାର ପୂର୍ବାହ୍ନ ୮ଟାରୁ ୯ଟା ପର୍ଯ୍ୟନ୍ତ ୧ ଘଣ୍ଟା ଧରି…
ଦେଶର ୩୩ ତମ ସ୍ଥାନରେ ଢେଙ୍କାନାଳ କଲେଜ
ଡେଙ୍କାନାଳ ଅଫିସ୍,୧୮।୪: ଉନ୍ନତ ଭିତ୍ତିଭୂମି, ଶିକ୍ଷାଦାନରେ ଗୁଣବତ୍ତା, କର୍ମଶାଳା, ପାଠଚକ୍ର, ପରୀକ୍ଷାଫଳ, ପରିବେଶ ଆଦିକୁ ନେଇ ଏଜୁକେଶନ ଓ୍ବାଲର୍ଡ ପକ୍ଷରୁ ସର୍ବଭାରତୀୟସ୍ତରରେ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକର ର଼୍ୟାଙ୍କିଙ୍ଗ କରାଯାଇଥିବାବେଳେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଦେଶର ୩୩ ତମ ସ୍ଥାନରେ ରହିଛି। ଏହି ର଼୍ୟାଙ୍କିଙ୍ଗର…
ଦେଶରେ ଗଞ୍ଜାମ ଜିଲା ପରିଷଦ, ହିଞ୍ଜିଳି ବ୍ଲକ ଶ୍ରେଷ୍ଠ
ଛତ୍ରପୁର/ହିଞ୍ଜିଳିକାଟୁ,୧୭ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପରିଷଦ ଦେଶରେ ଶ୍ରେଷ୍ଠ ଏବଂ ହିଞ୍ଜିଳି ବ୍ଲକକୁ ଭାରତ ସରକାରଙ୍କ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି। ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି…
୫୦ ପରିବାରଙ୍କ ସମସ୍ୟା ସମାଧାନ ହୋଇପାରୁନି
ଅତିରିକ୍ତ ଜିଲାପାଳ ଅଭିଯୋଗ ଶୁଣିଲେ ଭଞ୍ଜନଗର,୧୮।୪(ଡି.ଏନ.ଏ.) ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ ଆସିଥିବା ଅଭିଯୋଗ ଗୁଡିକ ଶୁଣିଥିଲେ। ଏହାପରେ…
ଓଏଚ୍ଆର୍ସିରେ ଜନସ୍ବାର୍ଥ ମାମଲା
କଟକ ଅଫିସ,୧୮ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ରାଜ୍ୟ ମାନବାଧିକାର କମିଶନ୍(ଓଏଚ୍ଆର୍ସି)ଙ୍କ ନିକଟରେ ଏକ ଜନସ୍ବାର୍ଥ ମାମଲା ସୋମବାର ଦାଏର ହୋଇଛି। ଆବେଦନକାରୀ ଶିବଶଙ୍କର ମହାନ୍ତି ଏହି ମାମଲା ଦାଏର କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ,…
ଅବ୍ୟବସ୍ଥାରେ ଚାଲିଛି ଜିଲା ମୁଖ୍ୟ ଚିକିତ୍ସାଳୟ
ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ପାରଳାଖେମୁଣ୍ଡି,୧୮।୪(ଡି.ଏନ୍.ଏ.) ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟ ଏବେ ଦୁରବସ୍ଥାରେ ଚାଲିଛି । ଡାକ୍ତର ଅଭାବ ଆଗରୁ ଚାଲିଆସିଛି ହେଲେ ଏବେ ଆନେସ୍ତେସିଆ ଡାକ୍ତର ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଛି। ସାମାନ୍ୟ ଚିକିତ୍ସା ପାଇଁ ରୋଗୀ…
ଖାରଜ କଲେ ହାଇକୋର୍ଟ
କଟକ ଅଫିସ,୧୮ା୪: ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ନେଇ ଆଗତ ମାମଲାକୁ ହାଇକୋର୍ଟ ସୋମବାର ଖାରଜ କରିଛନ୍ତି। ୩ଟି ଧାର୍ଯ୍ୟ ତାରିଖରେ ମାମଲାର ଶୁଣାଣିବେଳେ ଆବେଦନକାରୀ ଅନୁପସ୍ଥିତ ଥିବାରୁ ବିଚାରପତି ଦେବବ୍ରତ ଦାଶଙ୍କ ଖଣ୍ଡପୀଠ ମାମଲାକୁ…
ଋଷିକୁଲ୍ୟା ମୁହାଣରେ ଛୁଆ ଅଲିଭ୍ ରିଡ୍ଲେଙ୍କ ଆଗମନ
ନୂଆ ଠିକଣା ପାଇଲେ ଲକ୍ଷାଧିକ କଇଁଛ ଗଞ୍ଜାମ,୧୮।୪(ଡି.ଏନ.ଏ.) ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ସମ୍ପ୍ରତି ଲକ୍ଷ ଲକ୍ଷ ସଂଖ୍ୟାରେ ବେବି ଅଲିଭ ରିଡଲେ ନୂଆଁ ଠିକଣା ପାଇବା ଲକ୍ଷ୍ୟ କରାଯାଇଛି। ଗତ ୧୫ ତାରିଖରୁ ଉକ୍ତ ପ୍ରକ୍ରିୟା ଜାରି ରହିଛି। ଗତ…
ଫିରିଙ୍ଗିଆ ପୋଲିସ ନାଁରେ ଅତ୍ୟାଚାର ଅଭିଯୋଗ
ଫୁଲବାଣୀ ଅଫିସ,୧୮।୪: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ନାଁରେ ଅତ୍ୟାଚାର ଏବଂ ଚୋରି ଅଭିଯୋଗ ହୋଇଛି ା ପାଙ୍ଗାଉପରସାହି ପଞ୍ଚାୟତବାସୀ ସୋମବାର ଏସ୍ପିଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି ା ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଲୋକେ ଏକତ୍ରିତ ହୋଇ…
ସ୍କୁଲରେ ତାଲା ପକାଇ ଧାରଣାରେ ଛାତ୍ରୀଛାତ୍ର
ତିହିଡି,୧୮।୪ (ଡି.ଏନ.ଏ.) ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ମଧୁପୁର ଜଳେଶ୍ୱର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ହେଉ ନ ଥିବାରୁ ସୋମବାର ଛାତ୍ରୀଛାତ୍ର ଓ ଅଭିଭାବକମାନେ ତାଲା ପକାଇ ଧାରଣା ଦେଇଥିଲେ। ସେମାନେ ଅଭିଯୋଗ…

