ସାଇନ ବୋର୍ଡରେ ସୀମିତ ସୂଚନା କେନ୍ଦ୍ର, ଇ-ପାଠାଗାର
ଜଗତ୍ସିଂହପୁର ଅଫିସ, ୨୪ା୧୦:ପାଠାଗାର ବ୍ୟକ୍ତିଙ୍କ ଜ୍ଞାନ ବଢାଇବାରେ ସହାୟକ ହୁଏ। ଏଠାରେ ବହୁ ପୁରାତନ ପୁସ୍ତକ ଓ ଗ୍ରନ୍ଥ ସବୁ ସାଇତା ହୋଇ ରଖାଯାଇଥିବାରୁ ପାଠକମାନେ ପଢ଼ି ଜ୍ଞାନ ଆହରଣ କରିଥାନ୍ତି। ଜଗତ୍ସିଂହପୁର ମାଟିରେ ଜନ୍ମିତ ଆଦିକବି ସାରଳା ଦାସଙ୍କ, ୬୦୦…
ଚାଲିଛି ମଦ, ମାଂସର ଭୋଜି, ବଣ୍ଟାଯାଉଛି ଅର୍ଥ
ପାରାଦୀପ,୨୪।୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ଅଥରିଟିର ୨ ବୋର୍ଡ ସଦସ୍ୟ ଚୟନ ପାଇଁ ଅକ୍ଟୋବର ୨୮ରେ ନିର୍ବାଚନ ହେବ। ଏଥିପାଇଁ ଚଳିତଥର ୮ ୟୁନିୟନ ନିର୍ବାଚନରେ ଭାଗ ନେଇଛନ୍ତି। ସମ୍ପୃକ୍ତ ୟୁନିୟନଗୁଡିକ ସମ୍ଭାବ୍ୟ ସଦସ୍ୟଙ୍କ ନାମ ଥାଇ ଏବେ ପ୍ରଚାର ପ୍ରସାର ଚଲାଇଛନ୍ତି। ବନ୍ଦରାଞ୍ଚଳର…
ବ୍ରତ ବିକିଲେ ସଂସାର ଚଳେ
ଗୋପ,୨୪।୧୦ (ଡି.ଏନ୍.ଏ.):ବୟସର ଅପରାହ୍ନରେ ପହଞ୍ଚତ୍ ଥିଲେ ସୁଦ୍ଧା ସଂସାର ଚଳାଇବାକୁ ହେଲେ କିଛି ନା କିଛି କରିବାକୁ ପଡ଼ିଥାଏ। ଆଖିକୁ ଭଲ ଦେଖାଯାଉ ନ ଥିଲେ ମଧ୍ୟ ପେଟ ପାଇଁ ସ୍ବାମୀ ସ୍ତ୍ରୀ ଗାଁ ଗାଁ ବୁଲି ବ୍ରତ ବିକ୍ରି କରିଥାନ୍ତି।…
ଆସିଲେଣି ୬୫ ପ୍ରଜାତିର ୧୯,୧୫୭ ପକ୍ଷୀ
ବାଲୁଗଁା,୨୪ା୧୦(ଡି.ଏନ୍.ଏ.):କିଛିଦିନ ହେବ ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଶୀତ ଅନୁଭୂତ ହୋଇଛି। ଫଳରେ ଚିଲିକାକୁ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ହେବାରେ ଲାଗିଛି। ରବିବାର ସୁଦ୍ଧା ଚିଲିକାକୁ ୬୫ ପ୍ରଜାତିର ୧୯,୧୫୭ ପକ୍ଷୀଙ୍କ ଆଗମନ ହୋଇଥିବା ବାଲୁଗଁା ବନ୍ୟପ୍ରାଣୀ…
ସପ୍ତମାତୃକା ଭଦ୍ରକାଳୀ
ଭଦ୍ରକ ଅଫିସ,୨୪।୧୦:ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ। ଭଦ୍ରକ ସହରଠାରୁ ୮ କି.ମି. ଦୂର ତଥା ସଦର ବ୍ଲକର ଖଣ୍ଡତରା ପଞ୍ଚାୟତ ଆହାରପଦାଠାରେ ରହିଛି ମା’ ଭଦ୍ରକାଳୀଙ୍କ ପୀଠ। ଏଠାରେ ଥିବା ମନ୍ଦିରରେ ମା’ଙ୍କ ମୂର୍ତ୍ତି କଳା ଗ୍ରାନାଇଟ୍। ବିଶ୍ୱମାତା ରୂପେ…
ସୁରକ୍ଷା ଖୋଜୁଛି ସୁରକ୍ଷାକବଚ
ଭୁବନେଶ୍ୱର(ବ୍ୟୁରୋ)/ରାଜନଗର, ୨୪।୧୦(ଡି.ଏନ୍.ଏ):ହେନ୍ତାଳ ହେଉଛି ଲବଣ ପ୍ରତିରୋଧୀ ପ୍ରଜାତିର ବୃକ୍ଷ, ଯାହାକି ସମୁଦ୍ର ଉପକୂଳ ଏବଂ ନଦୀ ମୁହାଣରେ ଥିବା ଆର୍ଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଏହା ବାତ୍ୟା, ଜୁଆର ସମୟରେ ମାଡ଼ି ଆସୁଥିବା ସମୁଦ୍ର ପାଣିରୁ ଉପକୂଳକୁ ସୁରକ୍ଷା ଦେଇଥାଏ। ସମୁଦ୍ର…
ଭାଲୁ ହାବୁଡ଼ରେ ନାବାଳକ, ମୋବାଇଲ ଟର୍ଚ୍ଚ ଜଳିବାରୁ ଛାଡ଼ି ପଳାଇଲା
କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ନରଣପୁର ସେକ୍ସନ ରଘୁନାଥପୁର ବିଟ୍ ଅଧୀନ ଜଜପଶି ଗ୍ରାମରେ ଭାଲୁ ହାବୁଡ଼ରେ ପଡି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଦୀପକ ମହାନ୍ତ(୧୬)। ଗାଁ ପାଖ ଜଙ୍ଗଲକୁ ଶୌଚ…
ବେଆଇନ ଭାବେ କାଟୁଥିଲେ: ଗଛ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
କୋଟଗଡ଼/ବାଲିଗୁଡ଼ା,୨୩ା୧୦(ଡି.ଏନ୍.ଏ.): ବାଲିଗୁଡ଼ା ଥାନା କୁଟିକିଆ ଝୁଲାପୋଲ ନିକଟ ଡ୍ରିପଙ୍ଗା ପାର୍ଶ୍ୱରେ ରବିବାର କେହି ଦୁର୍ବୃତ୍ତ ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରଖମା ଅଞ୍ଚଳର ଆଦମ ଦିଗାଳ (୬୫)। ଏହାକୁ…
ସିନେମା ହଲ୍ରେ ଭାରତ-ପାକିସ୍ତାନ ମ୍ୟାଚ୍
ବ୍ରହ୍ମପୁର ଅଫିସ,୨୩।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ମ୍ୟାଚ୍କୁ ନେଇ ବ୍ରହ୍ମପୁର ସହରର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସହରସ୍ଥିତ ପାୟଲ ସିନେମା ହଲ୍ରେ ପ୍ରଥମକରି ବଡ଼ ପରଦାରେ ଲାଇଭ୍ ମ୍ୟାଚ୍ ପ୍ରଦର୍ଶିତ ହୋଇଥିଲା।…
ଦାନବାକ୍ସ ଭାଙ୍ଗି ନେଇଗଲେ ଟଙ୍କା
ବିନିକା, ୨୩ା୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରରେ ଥିବା ୩ ଦାନବାକ୍ସ ଭାଙ୍ଗି କେତେକ ଦୁର୍ବୃତ୍ତ ଲୁଟ୍ପାଟ୍ କରିଥିବା ବିନିକା ଥାନାରେ ଅଭିଯୋଗ ହୋଇଛି। ରବିବାର ଅନୁସନ୍ଧାନକାରୀ କୁକୁର ସହାୟତାରେ ପୋଲିସ ଘଟଣାର ତନାଘନା…
ସ୍ତ୍ରୀଙ୍କୁ ହାଣି ହତ୍ୟା, ସ୍ବାମୀ ଫେରାର
ପାରଳାଖେମୁଣ୍ଡି,୨୩ା୧୦(ଡି.ଏନ୍.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅଧୀନ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ରବିବାର ପାରିବାରିକ କଳହରୁ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ କଟୁରି ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଗୁଡି ଦଳବେହେରା।…
ଭଉଣୀଙ୍କୁ ମାଡ଼ମାରି ଜେଲ ଗଲେ ଭାଇ
ବ୍ରହ୍ମପୁର ଅଫିସ,୨୩ା୧୦: ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଭଉଣୀଙ୍କୁ ମାଡ଼ମାରିବା ଅଭିଯୋଗରେ ପୋଲିସ ତାଙ୍କ ଭାଇଙ୍କୁ ଗିରଫ କରିଛି। ସେ ହେଲେ ମହମ୍ମଦ ଜଲାଲ ସରିଫ। ଏନେଇ ଟାଉନ ଥାନା ପୋଲିସ ଏକ ମାମଲା(ନଂ.୩୦୯/୨୨) ରୁଜୁ କରି ସରିଫଙ୍କୁ କୋର୍ଟ ଚାଲାଣ କରିଛି।…
Archives


