ଆମ ଜିଲା ଖବର

ଯାତ୍ରା ଦେଖି ଫେରୁଥିବା ବେଳେ ଝାମ୍ପି ନେଲେ ମୋବାଇଲ: ୨ ଗିରଫ

ରାଇରଙ୍ଗପୁର,୧୬।୩(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ କୁସୁମି ବ୍ଳକର ମୟୂଦର ପଞ୍ଚାୟତ ବାଲିଆଢିପା-ସୁଲାଇପାଟ ରାସ୍ତାରେ ୨ସାଙ୍ଗଙ୍କ ମୋବାଇଲ ଫୋନ ଲୁଟ୍‌ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲାର…

ଡ୍ରାଇଭର-ପୋଲିସ୍‌ ମୁହାଁମୁହିଁ

ଗୋପାଳପୁର,୧୬ା୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନର ଗୁରୁବାର ଦ୍ୱିତୀୟ ଦିନ ସନ୍ଧ୍ୟାରେ ଗଞ୍ଜାମ ଜିଲା ପୁକୁଡ଼ିବନ୍ଧଠାରେ ପୋଲିସ ଓ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଜାତୀୟ ରାଜପଥ ରଣକ୍ଷେତ୍ର ପାଲଟି…

ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତିବାଦରେ ତାତିଲା ମୋଟର ଚାଳକ ସଂଘ

ବରଗଡ଼ ଅଫିସ, ୧୬।୩- ଡ୍ରାଇଭରମାନଙ୍କୁ ସମ୍ମାନ, ସୁରକ୍ଷା ଏବଂ ଅଧିକାର ଦାବି ନେଇ ଡ୍ରାଇଭର ମହାସଂଘ ବୁଧବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଧର୍ମଘଟ ଏବଂ ଅଖ ଚକ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି। ତେବେ ଡ୍ରାଇଭର ମହାସଂଘର ଏହି ଆନ୍ଦୋଳନକୁ ମୋଟର…

କନିଷ୍ଠ ଯନ୍ତ୍ରୀ-ଜିଲା ପରିଷଦ ସଭ୍ୟ ହାତାହାତି: ଥାନାରେ ମାମଲା

ବରୀ,୧୬ା୩(ଡି.ଏନ୍‌.ଏ.): ଉନ୍ନୟନ କାର୍ଯ୍ୟକୁ ନେଇ ଯାଜପୁର ଜିଲା ବରୀ ବ୍ଲକ୍‌ରେ ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ବିପ୍ଲବ ପରିଜା ଏବଂ ୨୨ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟଙ୍କ ମଧ୍ୟରେ ହାତାହାତି…

ବୋମାମାଡ଼ ପରେ ଉତ୍ତେଜନା

ବ୍ରହ୍ମପୁର ଅଫିସ,୧୬ା୩: ଗଞ୍ଜାମ ଜିଲା ଫୁଲଟା ଗାଁରେ ୨ଜଣଙ୍କ ଘର ଉପରକୁ ବୋମାମାଡ ହୋଇଛି। କୋଠଘର ଦାୟିତ୍ୱ ହସ୍ତାନ୍ତରକୁ ନେଇ ଗୋଷ୍ଠୀ ବିବାଦରୁ ଏଭଳି ଘଟଣା ଘଟିଛି। ୧୫ରୁ ୧୬ଜଣ ଯୁବକ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ଧରି କୋଠଘର ପୂର୍ବତନ…

ଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି

ବାଲିଗୁଡ଼ା:୧୬।୩(ଡି.ଏନ.ଏ): ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ। ଗୁରୁବାର ଧର୍ମଘଟ ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ କନ୍ଧମାଳ ଜିଲା ବାଲିଗୁଡ଼ା…

ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ବହୁ ପରିମାଣର କାଠ ଜବତ

କେନ୍ଦୁଝର,୧୬।୩(ସ୍ବ.ପ୍ର.): ବନ ବିଭାଗ ଡିଭିଜନ ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି। ଏହି ଚଢାଉରେ ଜୁଡିଆ ଘାଟିରୁ ବହୁ ପରିମାଣର ଜାଳ କାଠ ଜବତ ହୋଇଛି। ସେମାନେ ଜଙ୍ଗଲରୁ ଜାଳେଣୀ କାଠ ଧରି ବିକ୍ରି ପାଇଁ ବଜାରକୁ ଆସୁଥିବାବେଳେ ସଦର…

ଆନ୍ଦୋଳନରେ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ମ.ରାମପୁର,୧୬ା୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ଆହ୍ବାନରେ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନରେ କଳାହାଣ୍ଡି ଜି ମ.ରାମପୁର ଗାଡ଼ି ଚାଳକ ମହାସଂଘ ପକ୍ଷରୁ ମ.ରାମପୁରଠାରେ ଗୁରୁବାର ରାସ୍ତା ଅବରୋଧ କରାଯାଇଥିଲା। ୧୧ ଦଫା ଦାବି ନେଇ ମ.ରାମପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ…

ଲିଭୁନି ନିଆଁ, ଅସୁରକ୍ଷିତ ଅବସ୍ଥାରେ ଚାଲୁଛି କାମ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ବୁଧବାର ଲାଗିଥିବା ନିଆଁ ଲିଭୁନାହିଁ। ଫଳରେ ଚାରିଆଡ଼େ ପ୍ରଦୂଷଣ ବ୍ୟାପୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଏକ ବିଦ୍ୟୁତ୍‌ ଟ୍ରାନ୍ସଫରମର ପୋଡ଼ି ଯାଇଥିବାରୁ ପରିଚାଳନା କେନ୍ଦ୍ର ଅନ୍ଧାରରେ ରହିଥିବା…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ମୁକୁଳା ଡ୍ରେନ୍‌ର ମରାମତି କାମ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଦୀର୍ଘ ମାସ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମୁକୁଳା ହୋଇ ପଡ଼ିଥିବା ଫୁଟ୍‌ପାଥର ମରାମତି କାମ ଆରମ୍ଭ ହୋଇଛି। ଏହା ଦ୍ୱାରା ଲୋକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରିବା ସହ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଟ୍ରାଫିକ ପୋଷ୍ଟ ନିକଟରେ…

ଆନ୍ଦୋଳନରେ ଡ୍ରାଇଭର, ଲୁହାପଥର ପରିବହନ ବାଧାପ୍ରାପ୍ତ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଡ୍ରାଇଭର ମହାସଂଘ ଡାକରାରେ ଷ୍ଟିୟରିଂ ଛାଡ଼ି ହଜାର ହଜାର ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇବା ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ବିଶେଷକରି ବ୍ୟବସାୟିକ ଟ୍ରକ, ଟିପ୍ପର, ବସ୍‌, ଟ୍ୟାକ୍ସି ଆଦି ଚଳାଚଳ ଗୁରୁବାର ଦ୍ୱିତୀୟ ଦିନ ପାଇଁ ବନ୍ଦ…

୪ଦିନ ହେଲା ଜଳଯୋଗାଣ ବନ୍ଦ

ସମ୍ବଲପୁର,୧୬ା୩(ବ୍ୟୁରୋ): ରାସ୍ତା କଡରେ ଡ୍ରେନ୍‌ କାମ ସମୟରେ ଜଳଯୋଗାଣ ମୁଖ୍ୟ ପାଇପ୍‌ ଫାଟିଯାଇଥିବାରୁ ୪ଦିନ ହେଲା ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଛୋଟବଡ ୮ ଗ୍ରାମର ପ୍ରାୟ ୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସମ୍ବଲପୁର ମହାନଗର ନିଗମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?