ଆମ ଜିଲା ଖବର

ଠିକା ସଂସ୍ଥାର ମନମୁଖୀ କାମରେ ଲୋକେ ଅତିଷ୍ଠ

ସୁନାବେଡ଼ା/ସେମିଳିଗୁଡ଼ା, ୨୪।୩ (ସ୍ବ.ପ୍ର.): ସୁନାବେଡ଼ା ପୌର ପରିଷଦ ଅଧୀନରେ ଥିବା ଜନସ୍ବାସ୍ଥ୍ୟ ବିଭାଗ ତଥା ପୌର ପ୍ରଶାସନର ଅବହେଳା ଯୋଗୁ ହଇରାଣ ହେଉଛନ୍ତି ସାଧାରଣ ଜନତା। ପୌରାଞ୍ଚଳରେ ଲୋକମାନଙ୍କୁ ପାଣି ଯୋଗାଇବା ପାଇଁ ବିଭାଗ ପକ୍ଷରୁ ୨୬ ନଂ. ଜାତୀୟ ରାଜପଥ…

ବନ ସୁରକ୍ଷା ସମିତି ଗୃହ ବାରଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର

ନନ୍ଦପୁର,୨୪l୩(ଡି.ଏନ.ଏ.): କୋରାପୁଟ ଜିଲା ନନ୍ଦପୁର ବ୍ଲକର ଦୁର୍ଗମ ଅଞ୍ଚଳ ପାଡୁଆ ପଞ୍ଚାୟତର ଗୁମିଗୁଡା ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଫଳରେ ଏହି କେନ୍ଦ୍ରଟି ଏବେ ଗ୍ରାମରେ ଥିବା ବନ ସୁରକ୍ଷା ସମିତି ଗୃହ ବାରଣ୍ଡାରେ ଚାଲିଛି। ଏଠାରେ ଗୁମିଗୁଡ଼ା ଓ…

ପରିମଳ ବିପର୍ଯ୍ୟସ୍ତ, ପଡ଼ିରହିଛି ୬ ନୂଆ ଅଳିଆବୁହା ଗାଡ଼ି

ଗୁଣପୁର,୨୪।୩(ଡି. ଏନ.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦରେ ପରିମଳ ସେବା ବିପର୍ଯ୍ୟସ୍ତ ହୋଇପଡିଛି l ସହରରେ ଏବେ ଜନସଂଖ୍ୟା ବଢିବା ସହିତ ଓ୍ବାର୍ଡ ସଂଖ୍ୟା ମଧ୍ୟ ବଢ଼ିଛି। ହେଲେ ସଫେଇ କାର୍ଯ୍ୟ ଠିକ ଭାବେ ହୋଇପାରୁ ନ ଥିବାରୁ ଲୋକଙ୍କ…

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର: ଜେଲ୍‌ ଗଲେ ସିପାହୀ

ବ୍ରହ୍ମପୁର ଅଫିସ,୨୪ା୩: ଏକ ଆବାସିକ ସ୍କୁଲର ଜନୈକା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ଅଭିଯୋଗରେ ବ୍ରହ୍ମପୁର ସଦର ଥାନା ପୋଲିସ ଜଣେ ସିପାହୀଙ୍କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ କାଳିଆପୁଟା ଗ୍ରାମର…

ଝଲସିବ ‘ସପ୍ତଶଯ୍ୟା’

ଢେଙ୍କାନାଳ ଅଫିସ,୨୪।୩: ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ‘ସପ୍ତଶଯ୍ୟା’ ଝଲସିବ। ଏହାର ସାମଗ୍ରିକ ଉନ୍ନତୀକରଣ ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଏକ ପ୍ରତିନିଧି ଦଳ ବୁଧବାର ଅପରାହ୍ନରେ ‘ସପ୍ତଶଯ୍ୟା’ରେ ପହଞ୍ଚତ୍ ଭିତ୍ତିଭୂମି ସମୀକ୍ଷା କରିଛନ୍ତି। ବନପାହାଡ଼ ସବୁଜିମା ଘେରା ‘ସପ୍ତଶଯ୍ୟା’ର ପ୍ରବେଶ…

ଯାଜପୁର ରୋଡ୍‌ରେ ଚାନ୍ଦି ଭଣ୍ଡାର

ଯାଜପୁର ଅଫିସ,୨୪ା୩:ଯାଜପୁର ରୋଡ୍‌ର ରାଧାନାଥ ମାର୍ଗ ଉତ୍ସବ ପ୍ୟାଲେସ ନିକଟରେ ଗୁରୁବାର ଚାନ୍ଦି ଭଣ୍ଡାରର ଏକ ନୂଆ ଶୋ’ରୁମ୍‌ ଲୋକାର୍ପିତ ହୋଇଛି। ଚାନ୍ଦିରେ ନିର୍ମିତ ଅଳଙ୍କାର ସହ ଏଠାରେ ଚାନ୍ଦି ବାସନ କୁସନ, ଉପହାର ଏବଂ ବିଭିନ୍ନ ପ୍ରକାର ଘରସଜ୍ଜା ସାମଗ୍ରୀ…

ମୟୂରଭଞ୍ଜର ଯକ୍ଷ୍ମା ଚାମ୍ପିୟନ ବିନୟ

ଦିନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଏବେ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ। ଚିତ୍ର ମାଧ୍ୟମରେ ସେ ସଚେତନତାର ବାର୍ତ୍ତା ଦେବା ସହ ରୋଗୀ ସେବାରେ ନିଜକୁ ସମର୍ପଣ କରିଛନ୍ତି। ଯକ୍ଷ୍ମାକୁ ଜିଣିପାରିଥିବାରୁ ଲୋକେ ତାଙ୍କୁ ଯକ୍ଷ୍ମା ଚାମ୍ପିୟନ…

ଜିଲାରେ ୩୭, ୨୨୯ ଦିବ୍ୟାଙ୍ଗ ସ୍ବରୋଜଗାରକ୍ଷମ

ବାଲେଶ୍ୱର ଅଫିସ, ୨୪।୩: ବାଲେଶ୍ୱର ଜିଲାର ୧୨ଟି ବ୍ଲକରେ ମୋଟ ୪୭୫୫୮ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ଏକକ ଦିବ୍ୟାଙ୍ଗ ପରିଚୟ ପ୍ରମାଣପତ୍ର (ୟୁଡିଆଇଡ଼ି ସାର୍ଟିଫିକେଟ୍‌) ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଯୋଜନାର ମାର୍ଗଦର୍ଶିକା ଓ ଅନ୍ୟାନ୍ୟ ଯୋଜନା…

କମ୍ପ୍ୟୁଟର କିଣାରେ ଅନିୟମିତତା

ବାଲେଶ୍ୱର ଅଫିସ,୨୪।୩: ବାଲେଶ୍ୱର ଜିଲା ଶିକ୍ଷା ବିଭାଗ ନାମରେ ପୂର୍ବରୁ ବେଆଇନ୍‌ ନିଯୁକ୍ତି, ପାଠ୍ୟ ଉପକରଣ କିଣାରେ ଦୁର୍ନୀତି ଅଭିଯୋଗ ରହିଆସିଥିବା ବେଳେ ଏବେ ୫-ଟି ରୂପାନ୍ତରଣ ବିଦ୍ୟାଳୟ ପାଇଁ କମ୍ପ୍ୟୁଟର କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଜିଲାରେ ୫-ଟି…

ସୌରଚାଳିତ ଜଳ ପ୍ରକଳ୍ପ ବୁଲି ଦେଖିଲେ ବୈଜ୍ଞାନିକ

ଚମ୍ପୁଆ/ଝୁମ୍ପୁରା,୨୪।୩(ଡି.ଏନ୍‌.ଏ): ଭାରତୀୟ ଜଳ ପରିଚାଳନା ସଂସ୍ଥାନର ଦୁଇ ବୈଜ୍ଞାନିକ ଉଠା ଜଳସେଚନ ବିଭାଗ ଦ୍ୱାରା ଚାଷୀଙ୍କୁ ପ୍ରଦାନ କରାଯାଇଥିବା ସୌରଚାଳିତ ଗଭୀର ନଳକୂପ ପରିଦର୍ଶନ କରିବା ସହିତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ବୈଜ୍ଞାନିକ ଆଙ୍ଖିଲା ଓ ଅସିତ ଦଣ୍ଡପାଟ କେନ୍ଦୁଝର…

୪ ଚିରସ୍ରୋତା ଝରଣା ପାଇବ ଇକୋ ଟୁରିଜମ୍‌ର ମାନ୍ୟତା

ନୟାଗଡ ଅଫିସ/ଓଡ଼ଗାଁ,୨୪।୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ଗୋଟିଏ ପାହାଡ଼ରେ ୪ ଚିରସ୍ରୋତା ଝରଣକୁ ଦେଖିବାକୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,…

ବାଲ୍ୟବିବାହ ଥମିବାର ନାଁ ଧରୁନି

ନୟାଗଡ଼ ଅଫିସ,୨୪।୩: ନୟାଗଡ଼ ଜିଲାରେ ବାଲ୍ୟବିବାହ ଥମିବାର ନାଁ ଧରୁନି। ବାଲ୍ୟବିବାହ ଓ ଭ୍ରୂଣହତ୍ୟା ରୋକିବାକୁ ଦୁଇ ପ୍ରସଙ୍ଗରେ ଲକ୍ଷ ଲକ୍ଷ ଅନୁଦାନରେ ବେଟି ବଚାଅ ବେଟି ପଢ଼ାଅ କାର୍ଯ୍ୟକ୍ରମ ସରକାରୀ ସ୍ତରରେ ହେଉଛି। ପୁଣି ସରକାରୀ ସ୍ତରରେ ବାଲ୍ୟବିବାହ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?