ଆମ ଜିଲା ଖବର

ଡମଶାଳ କୂଳରେ ଜଙ୍ଗଲ କାଟି ଘର ନିର୍ମାଣ

କାଳିଆପାଣି,୨୫।୪: (ଡି.ଏନ.ଏ.) ବନ ବିଭାଗର ନିଷ୍କ୍ରିୟତା ପାଇଁ ସୁକିନ୍ଦା ବନାଞ୍ଚଳ ଏବେ ଧ୍ୱଂସ ହେବାରେ ଲାଗିଛି । ଖଣି ପାଇଁ ଘଞ୍ଚ ଜଙ୍ଗଲରେ ପୂର୍ଣ୍ଣ ମହାଗିରି ପର୍ବତମାଳା ସବୁଜିମା ଶୂନ୍ୟ ହେବାରେ ଲାଗିଛି। ଏବେ ସୁକିନ୍ଦା ଖଣିଅଞ୍ଚଳର ଚିରସ୍ରୋତା ଡ଼ମଶାଳ ନାଳର…

ବେଧଡ଼କ ଚାଲିଛି ବେଆଇନ ଚିମିନୀ ଇଟାଭାଟି

କୋରେଇ,୨୫।୪: (ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ପଥରପଦା ମୌଜାରେ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେବ ନିଜର ବେଆଇନ ଚିମିନ ଇଟାଭାଟି ଚଳାଇଛନ୍ତି। ଏନେଇ ସ୍ଥାନୀୟ ଅଧିବାସୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଅଧିକାରୀଙ୍କ ଇଟା ମାଫିଆଙ୍କ…

ତହସିଲଦାରଙ୍କ ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ଗୃହ ନିର୍ମାଣ ଚାଲିଛି

ସିଂହପୁର,୨୫।୪: (ଡି.ଏନ.ଏ.) ବିଂଝାରପୁର ଥାନା, ବରୀ ବ୍ଲକ ଅଧୀନ ମଧୁସୁଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମରେ ଅନାବାଦୀ ଜମିରେ ଜଣେ ବ୍ୟକ୍ତି ଗୃହ ନିର୍ମାଣ କରୁଥିଲେ। ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ମଧ୍ୟ ସେ କାମ ବନ୍ଦ କରି ନ ଥିଲେ। ବାଧ୍ୟ…

କୃଷକ ଦିବସ ସମାରୋହ ଗୋଟିଏ ପଞ୍ଚାୟତରେ ସୀମିତ

ରସୁଲପୁର,୨୫।୪: (ଡି.ଏନ.ଏ.) ଅକ୍ଷୟ ତୃତୀୟା ଅବସରରେ ରସୁଲପୁର ବ୍ଲକ କୃଷି ବିଭାଗ ପକ୍ଷରୁ କୃଷକ ଦିବସ ସମାରୋହ ଉକ୍ତ ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତର ଚିତ୍ରକୂଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସମାରୋହକୁ ଗୋଟିଏ ପଞ୍ଚାୟତରେ ସୀମିତ ରଖାଯାଇଛି।…

ଖଣିଜ ପଥର ଗ୍ରେଡ୍‌ ହ୍ରାସ କରି ରାଜସ୍ବ ଲୁଟ

କେନ୍ଦୁଝର,୨୫।୪: (ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ଖଣିରେ ବେଆଇନ କାମ କରି ଲାଭବାନ ହୋଇଥିବା ଖଣି ସଂସ୍ଥା ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ନ ସରୁଣୁ ଆଉ ଏକ ଦୁର୍ନୀତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ହାଇ ଗ୍ରେଡ୍‌ ଖଣିଜ ପଥରକୁ…

ଶିକ୍ଷକ ବାପ, ପୁଅଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୨୫ା୪: ବ୍ରହ୍ମପୁର ପୋଲିସ ଏକ ଆନ୍ତଃରାଜ୍ୟ ଜାଲ୍‌ ସାର୍ଟିଫିକେଟ୍‌ କାରବାରର ପର୍ଦ୍ଦାଫାଶ କରିଛି। ନକଲି ସାର୍ଟିଫିକେଟ୍‌ ପ୍ରଦାନ କରୁଥିବା ଏକ ର଼୍ୟାକେଟକୁ ଧରିଛି। ଏହି ର଼୍ୟାକେଟର ମାଷ୍ଟରମାଇଣ୍ଡ ଶିକ୍ଷକ, ତାଙ୍କ ଡାକ୍ତରୀ ପଢୁଆ ପୁଅଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି।…

ମୃତ୍ୟୁ ପୂର୍ବରୁ ନିଶାରେ ଥିଲେ ଚିନ୍ମୟୀ: ଭିସେରା ରିପୋର୍ଟ

ସମ୍ବଲପୁର, ୨୫ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାଣିରେ ବୁଡି ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଓ ଡାଏଟନ୍‌ ରିପୋର୍ଟରେ ମଧ୍ୟ ଏହା ଉଲ୍ଲେଖ ଥିବା ପୋଲିସ କହିଥିଲା। ସୋମବାର ଭିସେରା ରିପୋର୍ଟକୁ ନେଇ ପୋଲିସ…

କୂଅରେ ଖସିପଡ଼ି ନାବାଳକଙ୍କ ମୃତ୍ୟୁ

କାମାକ୍ଷାନଗର,୨୫।୪(ଡି.ଏନ୍‌.ଏ.): ଯାତ୍ରା ଦେଖିବାକୁ ମାମୁ ଘରକୁ ଆସିଥିବାବେଳେ ଏକ ଖୋଲାକୂଅରେ ଖସିପଡ଼ି ଚାଲିଯାଇଛି ଜଣେ ନାବାଳକଙ୍କ ଜୀବନ। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସରଦେଈପୁର ଗ୍ରାମରେ ସୋମବାର ଘଟିଛି ଏଭଳି ଏକ ଅଘଟଣ। ମୃତକ ହେଲେ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର…

ପୋଖରୀରେ ବୁଡ଼ି ୨ ଭାଇ ମୃତ

ବୁଗୁଡ଼ା,୨୫ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଖୋଳଖାଳି ଗ୍ରାମର ଏକ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋଳଖାଳି ଗ୍ରାମ ମାଳିସାହିର ରଙ୍କନିଧି ଗୌଡ଼ଙ୍କ ବଡ଼ ପୁଅ ପୃଥ୍ବୀରାଜ ଗୌଡ଼(୧୨) ଓ ସାନ ପୁଅ ଅଜୟ ଗୌଡ଼…

ତରଭୁଜ ଚାଷ ଦେଖିବାକୁ ଯାଇଥିଲେ, ବଜ୍ରପାତ ନେଲା ୨ ଭାଇଙ୍କ ଜୀବନ

ଭବାନୀପାଟଣା,୨୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ସାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ତରଭୁଜ କିଆରୀରେ ଚାଷ ଦେଖୁଥିବାବେଳେ ହଟାତ ବଜ୍ରପାତ ଘଟି ୨ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ ୨ ଭାଇ ହେଲେ କଲମପୁର ବ୍ଲକ ମିନଗୁର ପଞ୍ଚାୟତ…

ନିଖୋଜ ନାବାଳିକାକୁ ଖୋଜିବା ନେଇ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ

କେନ୍ଦୁଝର,୨୪।୪ (ସ୍ବ.ପ୍ର.) ଗତ ମାର୍ଚ୍ଚ ମାସ ୨୦ ତାରିଖରୁ ନିଖୋଜ ଥିବା ୧୫ ବର୍ଷ ନାବାଳିକାକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିବାରେ ବିଫଳ ହେବାରୁ ଆଜି ସାରେ ତାଙ୍କ ବାପା ମାଧବ ଚରଣ ସୱାଇଁ ଓ ପରିବାର ସଦସ୍ୟ ଏସପି କେନ୍ଦୁଝର…

ଶଙ୍ଖ ଭବନ ଉଦ୍‌ଘାଟନରେ ଯୋଗଦେଇ ଅଡୁଆରେ ୨ ଶିକ୍ଷକ

ବେଗୁନିଆପଡ଼ା,୨୪ା୪: ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦ୍‌ଘାଟନ ହୋଇଛି। ଏଥିରେ ମନ୍ତ୍ରୀ, ଏମ୍‌ପି, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ୨ ଜଣ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?