ଆଦର୍ଶ ସାଜିଛନ୍ତି ଏସ୍ଏଚ୍ଜି ମହିଳା
ଢେଙ୍କାନାଳ ଅଫିସ, ୧୦ା୧୧: ଢେଙ୍କାନାଳର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ମହିଳାମାନେ ରାଜ୍ୟରେ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଜିଲାକୁ ଆଦର୍ଶ ଜିଲାରେ ପରିଣତ କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହିଳା ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀର ବଜାରୀକରଣ ଲାଗି ଭୁବନେଶ୍ୱରରେ ମିଶନଶକ୍ତି ବଜାର…
ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ଇଡିର ଚଢ଼ାଉ
କେସିଙ୍ଗା/ଜୁନାଗଡ଼,୧୦ା୧୧(ଡି.ଏନ୍.ଏ.): ସମଗ୍ର ରାଜ୍ୟରେ ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପିତାଙ୍କ ବାସଭବନରେ ଇଡି ଚଢ଼ାଉ କରିଛି। ଗୁରୁବାର ସକାଳେ ଦୁଇଟି ଇନୋଭା ଗାଡ଼ିରେ ଆସି ୫ଜଣ ଇଡି ଅଧିକାରୀ ଘରେ ପଶି ଖୋଳତାଡ଼ ଆରମ୍ଭ…
ଡିସେମ୍ବରରୁ ‘ଗଜରକ୍ଷା,ଜନସୁରକ୍ଷା’
ଢେଙ୍କାନାଳ ଅଫିସ, ୧୦।୧୧: ହାତୀ-ମଣିଷ ସଂଘର୍ଷ ଅପବାଦର କଳଙ୍କ ଲିଭାଇବାକୁ ପୁଣି ଥରେ ପ୍ରୟାସ ଆରମ୍ଭ କରିଛି ଢେଙ୍କାନାଳ ବନ ବିଭାଗ। ଜନବସତିମୁହଁା ହାତୀପଲ ଏବଂ ସେମାନଙ୍କ ଉପଦ୍ରବରୁ ଧନଜୀବନକୁ ସୁରକ୍ଷା ଦେବାକୁ ଆରମ୍ଭ ହେବ ନୂଆ ଅଭିଯାନ ‘ଗଜରକ୍ଷା, ଜନସୁରକ୍ଷା’।…
ଟ୍ରାକ୍ଟର ଡ୍ରାଇଭରଙ୍କ ସହ ପ୍ରେମ ସମ୍ପର୍କ, ୪ ମାସର ଗର୍ଭବତୀ: ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା
ନୂଆପଡ଼ା ଅଫିସ,୧୦।୧୧: ନୂଆପଡା ସଦର ଥାନା ଟାନୱାଟ ପଞ୍ଚାୟତ ରତିପାଲି ଗାଁର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ନିଖୋଜ ଘଟଣାର ରହସ୍ୟ ବେନାମୀ ଚିଠି ଆଧାରରେ ବୁଧବାର ସଦର ଥାନା ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୪ଜଣ ଯୁବକଙ୍କୁ…
ଲୋକ ଆସୁ ନାହାନ୍ତି, ବେପାର ମାନ୍ଦା
ପାରାଦୀପ,୧୦ା୧୧(ସ୍ବ.ପ୍ର.): ପାରାଦୀପର ସମୁଦ୍ର ବେଳାଭୂମିରେ ଚାଲିଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଗୁରୁବାର ୪ ଦିନରେ ପହଞ୍ଚିଛି। ସାରେ ଲୋକଙ୍କ ଗହଳି ଟିକିଏ ଅଧିକ ହୋଇଥିଲେ ହେଁ ବ୍ୟବସାୟୀମାନେ କିନ୍ତୁ ଖୁସି ନାହାନ୍ତି। କାରଣ ଯେଉଁଭଳି ବେପାର ହେବ ବୋଲି ଆଶା କରୁଥିଲେ…
ଆଦାୟ ହୋଇପାରେ ୭ଶହ କୋଟି
ଯାଜପୁର ଅଫିସ/ଧର୍ମଶାଳା/ ଚଢ଼େଇଧରା,୧୦ା୧୧ (ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁଚର୍ଚ୍ଚିତ ରାହାଡ଼ପୁର ପାହାଡ଼ରୁ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ ଉପରେ ସାଟେଲାଇଟ ମାପଚୁପ ସମ୍ପନ୍ନ ହୋଇଛି। ବୁଧବାର ଯାଜପୁର ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର…
ପରିବେଶର ଶତ୍ରୁ ବେଆଇନ ଇଟାଭାଟି
କେନ୍ଦ୍ରାପଡ଼ା ଅଫିସ,୧୦ା୧୧: ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ଇଟାଭାଟି ବଢ଼ି ଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ମାଟି ଇଟା ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ପରିବେଶର…
ତଦନ୍ତ ପାଇଁ ତଥ୍ୟ ମାଗିଲା ଇଡି
ବ୍ରହ୍ମପୁର ଅଫିସ,୧୦ା୧୧: ଟାଟା ମୋଟର୍ସରେ ଚାକିରି ନଁାରେ ଠକେଇ ମାମଲାରେ ଛନ୍ଦି ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବର୍ତ୍ତମାନ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପ୍ରଦୀପଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଛି। ତାଙ୍କର ଆର୍ଥିକ କାରବାର ଉପରେ ତଦନ୍ତ…
ଡାକ୍ତର ଅଭାବ, ରୋଗୀ ସେବାରେ ବାଧା
ପଟ୍ଟାମୁଣ୍ଡାଇ, ୧ା୧୧ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଦୀର୍ଘଦିନ ହେଲା ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ଖାଲିପଡିଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ବିଶେଷକରି ଅଞ୍ଚଳରେ…
ଚୋରି ଲୁଚାଇବାକୁ ରାତିଆଧିଆ ଖାଦାନ ପୋତା
ଯାଜପୁର ଅଫିସ,୧୦ା୧୧:ଅନୁମତିଠାରୁ ବହୁ ଗୁଣରେ ଅଧିକ କଳାପଥର ଉତ୍ତୋଳନ ଅଭିଯୋଗର ସାଟେ ଲାଇଟ୍ ତଦନ୍ତକୁ ତ୍ୱରାନ୍ବିତ କରିବା ପରେ ଅନ୍ୟ ଲିଜ୍ଧାରୀଙ୍କ ମଧ୍ୟରେ ଛନକା ପଶିଛି। ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଧୀନରେ ଏହି ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବାକୁ ବରଡା…
ଶୁଣିଲାନି ପ୍ରଶାସନ: ୬ କି.ମି. ଘାଟିରାସ୍ତା ମରାମତି କଲେ ଗ୍ରାମବାସୀ
ଦଶମନ୍ତପୁର,୧୦ା୧୧ (ଡି.ଏନ୍.ଏ.): ଶୁଣିଲାନି ପ୍ରଶାସନ। ବାରମ୍ବାର ଜଣାଇବା ପରେ ବାଧ୍ୟ ହୋଇ ଏବେ ଗ୍ରାମବାସୀ ଶ୍ରମ ଦାନକରି ୬ କି.ମି. ଘାଟିରାସ୍ତା ମରାମତି କରି ନିର୍ମାଣ କରିଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡ଼ା ପଞ୍ଚାୟତର…
୬୦ବର୍ଷ ପୂର୍ବରୁ ୧୫ ହିତାଧିକାରୀ ଭତ୍ତା ଯୋଜନାରେ ସାମିଲ
ଯାଜପୁର ଅଫିସ,୧୦ା୧୧: ଦୁର୍ବଳ ପ୍ରଶାସନିକ ନିୟନ୍ତ୍ରଣ କାରଣରୁ ଯାଜପୁର ଜିଲାରେ ମଧୁବାବୁ ପେନସନ ଯୋଜନା, ବିଧବାଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଯୋଜନାରେ ବ୍ୟାପକ ହେରାଫେରି ହେଉଛି। ୬୦ ବର୍ଷ ନ ପୁରୁଣୁ ଭେଣ୍ଡିଆ ଟୋକା ଏବଂ ମୃତ ବ୍ୟକ୍ତି ଭତ୍ତା ପାଉଛନ୍ତି।…
Archives


