ଆମ ଜିଲା ଖବର

ଗୁଜୁରାଟ ପ୍ରଶ୍ନପତ୍ର ପ୍ରଘଟ ମାମଲା: ମାଲକାନଗିରିରୁ ଗିରଫ ହେଲେ ଶିକ୍ଷକ

ମାଲକାନଗିରି/ମାଥିଲି,୩୧।୧(ଡି.ଏନ୍‌.ଏ.) ଗୁଜୁରାଟ ଜୁନିୟର କ୍ଲର୍କ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମାଲକାନଗିରି ଜିଲା କର୍ତନପାଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସରୋଜ ମାଲୁଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଛି। ଗୁଜୁରାଟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୧୮୧ ଜୁନିୟର କ୍ଲର୍କ ପଦବୀ ପୂରଣ…

ଚାକିରିରୁ ଅବସର ନେବା ପରେ ଶରୀର ଦାନ କଲେ ଶିକ୍ଷକ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.): ଚାକିରିରୁ ଅବସର ନେବା ଦିନ ରକ୍ତଦାନ ସହ ନିଜ ଶରୀର ଦାନ କରିଛନ୍ତି ଜଣେ ଶିକ୍ଷକ। ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି ଚର୍ଚ୍ଚା ହେଉଛି। ପିଲାଟି ଦିନରୁ…

ଝାଡା ବାନ୍ତିରେ ୨ ଆକ୍ରାନ୍ତ

ପାପଡାହାଣ୍ଡି,୩୧।୧(ଡି.ଏନ୍‌.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଳିଆଗୁଡା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି । ଏଥିରେ ଗ୍ରାମର ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ ହୋଇ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଶୁଖୁଆ ଝାଡା ବାନ୍ତିର କାରଣ…

ଜଗନ୍ନାଥଙ୍କ ପରେ ହନୁମାନଙ୍କୁ ଗାଡ଼ି ପଛପଟେ ବାନ୍ଧିନେଲେ

ପାଟଣା,୩୧।୧(ସ୍ବ.ପ୍ର.): ପୁଣି ଭଗବାନଙ୍କୁ ଅପମାନିତ କରି ଗାଡି ପଛରେ ବାନ୍ଧି ନେଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରରେ ବଡ଼ବିଲ ନିକଟରେ ଏହି ଘଟଣା ଘଟିଛି। ସୂଚନା…

ଓଲଟିଲା୨୦ ଜଣକୁ ଧରିଯାଉଥିବା ଅଟୋ

ପାପଡାହାଣ୍ଡି,୩୧।୧(ଡିଏନଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି କୋଷାଗୁମୁଡ଼ା-ସୋରିଷ ପଦର ବୁଲାଣି ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ଓଲୋଟି ପଡିବାରୁ ତିନି ନାବାଳିକାଙ୍କ ସହ ୧୨ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ନାବାଳିକା ସହ ୩ ଜଣଙ୍କୁ…

ଯୁବକଙ୍କୁ ଗଳାକାଟି ହତ୍ୟା: କାରଣ ଖୋଜୁଛି ପୋଲିସ

ବୋଡେନ,୩୧।୧(ଡି.ଏନ.ଏ.) ନୂଆପଡ଼ା ଜିଲା ବୋଡେନ ଥାନା ଫରସରା ପଞ୍ଚାୟତ କନକପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ବୋଡେନ ଗ୍ରାମର ଲୋକନାଥ (୨୫)। ଲୋକନାଥଙ୍କ ଦୁଇ ହାତର ଏକାଧିକ ସ୍ଥାନରେ ଗଭୀର କ୍ଷତ…

ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ , ଉଦ୍ଧାର ହେଲେ ଫଶି ରହିଥିବା ୨ କର୍ମଚାରୀ

କଟକ ଅଫିସ୍‌,୩୧।୧: କଟକ ହାଇକୋର୍ଟ ନିକଟ ଏସ୍‌ବିଆଇ ପଛପଟେ ଥିବା ଅବକାରୀ କାର୍ଯ୍ୟାଳୟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଫସି ରହିଥିବା ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ନିଆଁ…

ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ଜୁନାଗଡ଼,୩୧।୧(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ମୁଣ୍ଡରାଗୁଡା ଛକ ନିକଟରେ ଏକ ପିକ୍‌ଅପ ଭ୍ୟାନ ଓଲଟିପଡିବାରୁ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୭ଜଣ ଶିଶୁ ରହିଛନ୍ତି।…

ପାର୍ଲାମେଣ୍ଟ କ୍ୟାଣ୍ଟିନରେ ମିଳିବ ମାଣ୍ଡିଆ ଦୋସା

ନୂଆଦିଲ୍ଲୀ,୩୧।୧: ପାର୍ଲାମେଣ୍ଟ କ୍ୟାଣ୍ଟିନରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ଉପଲବ୍ଧ ହେବ। ସରକାର ମାଣ୍ଡିଆ ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ବେଳେ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ବେଳେ ଏମ୍‌ପି, ପାର୍ଲାମେଣ୍ଟ କର୍ମଚାରୀମାନଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଯୋଗାଇବା ଲାଗି ଲୋକ ସଭା…

ଭିଜିଲାନ୍ସ ଜାଲରେ ଟିପିଏସଓଡ଼ିଏଲ ଜିଏମ

ବ୍ରହ୍ମପୁର ଅଫିସ, ୩୧।୧- ବ୍ରହ୍ମପୁର ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ସାଉଥକୋ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ବ୍ରହ୍ମପୁର ସାଉଥକୋ ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର (ଜିଏମ) ପ୍ରମୋଦ କୁମାର…

କଟକ ସବ୍‌ରେଜିଷ୍ଟର ଅଫିସ୍‌ ନିକଟରେ ଅଗ୍ନିକାଣ୍ଡ: ୨ ଆହତ

କଟକ ଅଫିସ୍‌,୩୧।୧: କଟକ ଜିଲା ସବ୍‌ରେଜିଷ୍ଟର ଅଫିସ୍‌ ନିକଟରେ ଥିବା ଏକ ହୋଟେଲରେ ମଙ୍ଗଳବାର ନିଆଁ ଲାଗିଛି। ଏହି ନିଆଁ ଏବେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଁ ୨ଟି ଦମକଳବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ…

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ବୃଦ୍ଧ ଗିରଫ

କେନ୍ଦୁଝର,୩୧।୧(ସ୍ବ.ପ୍ର.): ଛଅ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ହରିଚନ୍ଦନପୁର ପୋଲିସ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କାନ୍ଦର ନାଏକ। ଭାଗମୁଣ୍ଡା ସ୍ଥିତ ଏକ ଘରୋଇ ସ୍କୁଲରେ ସେ ରୋଷେୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri