ଆମ ଜିଲା ଖବର

ଚଞ୍ଚକତା କରି ୬ଲକ୍ଷ ଟଙ୍କା ଆତ୍ମସାତ

କୋଣାର୍କ,୨୧ା୫(ଡି.ଏନ୍‌.ଏ.): କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ୨୦୧୭ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ତତ୍କାଳୀନ କିରାଣିଙ୍କ ଦ୍ବାରା ନକଲି ରସିଦ ବଳରେ ୬ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ନେଇ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଗୁରୁବାର ଅଭିଯୋଗ କରାଯାଇଛି। ଏଥିସହ ଉଚ୍ଚଶିକ୍ଷା…

ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ବ୍ରେକ୍‌ରେ ନିଆଁ

ସାକ୍ଷୀଗୋପାଳ,୨୧ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ପୁରୀ -ଦୁର୍ଗ ଏକ୍ସପ୍ରେସ୍‌ ଟ୍ରେନଟି ସାକ୍ଷୀଗୋପାଳ ନିକଟରେ ଶନିବାର ଏକ ଅଘଟଣ ଘଟିଛି। ଶନିବାର ପୁରୀ- ଦୁର୍ଗ ଏକ୍ସପ୍ରେସ ପୁରୀରୁ ସମୟ ଅନୁସାରେ ଛାଡିଥିଲା। ହେଲେ ଟ୍ରେନଟି ସାକ୍ଷୀଗୋପାଳ ଓ ପୁରୁଷୋତ୍ତମପୁର ଅଞ୍ଚଳ ନିକଟରେ ପହଞ୍ଚତ୍ବା ସମୟରେ ହଠାତ୍‌ ଟ୍ରେନଟିର…

ଦର୍ଶନ ପାଇଁ ଭକ୍ତଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ

ପୁରୀ ଅଫିସ,୨୧ା୫: ଶ୍ରୀମନ୍ଦିରରେ ନିୟୋଜିତ ଥିବା କେତେଜଣ କର୍ମଚାରୀ ଟଙ୍କା ନେଇ ଭକ୍ତକୁ ମହାପ୍ରଭୁଙ୍କ ଦର୍ଶନ କରାଉଥିବା ନେଇ ଅଭିଯୋଗ ହୋଇଛି। ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନଙ୍କ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଠାକୁରଙ୍କୁ ଦର୍ଶନ…

ଭଞ୍ଜନଗର ସହରରେ ରିଙ୍ଗ୍‌ ରୋଡ଼ ପାଇଁ ବାଟ ଫିଟିଲା

ଭଞ୍ଜନଗର,୨୧ା୫(ଡି.ଏନ.ଏ): ଭଞ୍ଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ମେଗା ପ୍ରକଳ୍ପରୁ ବର୍ତ୍ତମାନ କେବଳ ଖରିଫ୍‌ ଋତୁରେ ହିଁ ଜମିକୁ ପାଣି ଦିଆଯାଉଛି। ରବି ଋତୁରେ ଚାଷୀଙ୍କୁ ଏହି ସୁବିଧା ମିଳୁନାହିଁ। କିଛିଦିନ ପୂର୍ବେ ଭଞ୍ଜନଗର ବ୍ଲକ ବୁଦୁଲି ଗ୍ରାମର ଚାଷୀମାନେ ଗଣ୍ଡିଶୁଳାରେ…

ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ

ବୁଗୁଡ଼ା,୨୧ା୫(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ସଡ଼କ ପାଲଟିଛି ମରଣ ଯନ୍ତା। ଗୁହାରି ଶୁଣିବାକୁ ବୁଗୁଡ଼ାରେ ନାହାନ୍ତି ଅଧିକାରୀ। ଦୀର୍ଘ ଦିନ ହେଲା ସ୍ଥାୟୀ ଅଧିକାରୀ ନଥିବାରୁ ଭୂତ କୋଠି ପାଲଟି ଗଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବୁଗୁଡ଼ାଠାରୁ ମୋଟାବାଡ଼ି…

ଦିନକୁ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ପରିବା ନଷ୍ଟ

ବୈଶିଙ୍ଗା,୨୧ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀ ଅବବାହିକାରେ ପ୍ରଚୁର ପରିମାଣରେ ପନିପରିବା ଚାଷ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଜହ୍ନି, ବାଇଗଣ, ବିଲାତି, କାକୁଡ଼ି, ପୋଟଳ, ଲଙ୍କା, ଝୁଡ଼ଙ୍ଗ ଆଦିର ଉତ୍ପାଦନ ଭଲ ହୋଇଛି। ମାତ୍ର…

ବରାହ ପୀଠରୁ ମୂର୍ତ୍ତି ଚୋରିକୁ ୮ ବର୍ଷ

ଯାଜପୁରଟାଉନ,୨୧ା୫(ଡି.ଏନ.ଏ.): ଯାଜପୁର ବରାହ ପୀଠରୁ ମୂର୍ତ୍ତି ଚୋରି ଘଟଣାକୁ ୮ ବର୍ଷ ପୂରିଯାଇଛି। ହେଲେ ଏ ପର୍ଯ୍ୟନ୍ତ ଚୋରିର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ପୋଲିସ ଦୁର୍ବୃତ୍ତଙ୍କୁ କାବୁକରି ପାରିନାହିଁଁ କିମ୍ବା ଚୋରି ମୂର୍ତ୍ତିକୁ ଉଦ୍ଧାର କରିପାରିନାହିଁ। ଯାଜପୁର ସହର ବୈତରଣୀ ନଦୀକୂଳ…

କେନ୍ଦ୍ରାପଡ଼ାରେ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ,୨୧ା୫: ଅନୁପ୍ରବେଶ ଓ ଆତଙ୍କବାଦ ସହିତ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଜିଲାର ୪୮ କିଲୋମିଟର ଖୋଲାମେଲା ସମୁଦ୍ର ତଟ ଏବେ…

ଜରିମାନା ଦେବାକୁ ଲୁଟ୍‌ ଜୋରଦାର

ଯାଜପୁର ଅଫିସ,୨୧ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ମୂଲ୍ୟବାନ କଳାପଥର ଚୋରି ଏବେ ଆହୁରି ଜୋର ଧରିଛି। ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।…

ଆଲୋକୀକରଣ ଯୋଜନା ପ୍ରହସନ ପାଲଟିଛି

ନାଉଗାଁ,୨୧ା୫(ସ୍ବ.ପ୍ର.): ଗାଁ ଗହଳି ରାସ୍ତାକୁ ଆଲୋକୀକରଣ କରିବା ପାଇଁ ସରକାରଙ୍କ ତରଫରୁ ନାଉଗାଁ ବ୍ଲକରେ ଆଲୋକୀକରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ମାଧ୍ୟରେ ପ୍ରତ୍ୟେକ ଗ୍ରାମର ରାସ୍ତା ପାର୍ଶ୍ୱ, ଗାଁ ଦାଣ୍ଡ ଆଦିରେ ଉଜ୍ୱଳ ଆଲୋକ ଲଗାଯିବାର ନିୟମ ରହିଛି।…

ଜୀବନ ଯନ୍ତ୍ରଣା ଭିତରେ ବଞ୍ଚିବାର ରାହା ଖୋଜୁଥିବା ଦମ୍ପତି

ରାଜନଗର,୨୧ା୫(ଡି.ଏନ.ଏ.): ଜଳଧର ଦାସ, ବୟସ ୮୦। ସ୍ତ୍ରୀ ବାସନ୍ତୀ ଦାସ ବୟସ ୭୫। ବୟସର ଅପରାହ୍ନରେ ପାଦ ଥାପି ସାରିଲେଣି ଦୁହେଁ। ଜଳଧର ଜନ୍ମରୁ କୁଜ୍ଜା। କୁଜ୍ଜା ହେଲେ ବି ଜୀବନ ଯନ୍ତ୍ରଣାକୁ ଭ୍ରୁକ୍ଷେପ ନ କରି କାମ ଧନ୍ଦା କରି…

ଜମ୍ବୁର ସଫଳ ଚାଷୀ ଶ୍ରୀମନ୍ତ: ବାଡ଼ିରେ ଫଳୁଛି ଅଙ୍ଗୁର

ମହାକାଳପଡ଼ା,୨୧ା୫ (ଡି.ଏନ୍‌.ଏ.): ସାଧାରଣତଃ ଥଣ୍ଡା ଜଳବାୟୁରେ ସେଓ, ଅଙ୍ଗୁର, ନାସ୍‌ପାତି, କମଳା, ଲିଚୁ ସମେତ ବିଭିନ୍ନ ଜାତୀୟ ଫଳ ପ୍ରଚୁର ପରିମାଣରେ ଉତ୍ପାଦନ ହୋଇଥାଏ। ବିଶେଷକରି ଭାରତର ହିମାଳୟ ପର୍ବତମାଳାର ପାଦଦେଶ ଯଥା ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଆସାମ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?