ଆମ ଜିଲା ଖବର

୭ ବିଦ୍ୟାଳୟରେ ମୌଳିକ ସୁବିଧା ନାହିଁ

କଟକ ଅଫିସ,୧ା୩: ଆମିକସ୍‌କ୍ୟୁରି ପ୍ରଫୁଲ୍ଲ କୁମାର ରଥ ବୌଦ୍ଧ ଜିଲାର ୭ଟି ବିଦ୍ୟାଳୟ ପରିଦର୍ଶନ କରିବା ପରେ ମୌଳିକ ସୁବିଧା ନ ଥିବା ସଂକ୍ରାନ୍ତୀୟ ରିପୋର୍ଟ ଗତ ୨୨ ତାରିଖରେ ହାଇକୋର୍ଟରେ ଦାଖଲ କରିଛନ୍ତି। ୭ଟି ବିଦ୍ୟାଳୟ ମଧ୍ୟରୁ ୪ଟି ଉଚ୍ଚ…

ସରିଲା ରିମାଣ୍ଡ, ବିଚାର ବିଭାଗୀୟ ହାଜତରେ ବାବୁରାମ

ବାଲେଶ୍ୱର ଅଫିସ, ୧।୩: ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌) ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ଅଧିକାରୀ ବାବୁରାମ ଦେଙ୍କ ୪ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ଶେଷ ହୋଇଛି। ପୋଲିସ ବାବୁରାମଙ୍କୁ ବାଲେଶ୍ୱର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଫାଷ୍ଟଟ୍ରାକ୍‌ କୋର୍ଟ…

ପାନୀୟଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧ା୩: ଏବେଠାରୁ ତାପମାତ୍ରା ବଢ଼ିଲାଣି। ଗ୍ରୀଷ୍ମଜନିତ ଅଂଶୁଘାତ ଓ ଜଳକଷ୍ଟ ନିରାକରଣ ଲାଗି ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଂଶୁଘାତ ମୁକାବିଲା ଏବଂ ଜଳ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ…

ବଦଳିଲା ଶେଷ ପରୀକ୍ଷା ତାରିଖ

କଟକ ଅଫିସ,୧ା୩: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏ ନେଇ ମଙ୍ଗଳବାର ଓପିଏସ୍‌ସି ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ…

ଡକାୟତ ଗ୍ୟାଙ୍ଗର ୨ ଗିରଫ

ବାଲିଗୁଡ଼ା,୨୮ା୨(ଡି.ଏନ.ଏ):  ବାଲିଗୁଡ଼ା ପୋଲିସ ଏକ ୬ଜଣିଆ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଥିବା ନେଇ ଏସ୍‌ଡିପିଓ ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ନଗଦ ଏକଲକ୍ଷ ଟଙ୍କା, ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଛୁରି, ଦୁଇଟି ମୋବାଇଲ ସମେତ…

ମାର୍ଚ୍ଚ ୫ରେ ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୨୮।୨: ଆସନ୍ତା ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଆସିବେ । ଏ ନେଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇ ସାରିଥିବା…

ଗାଁ ମୁଣ୍ଡରୁ ବାନ୍ତି ଲାଗୁଛି କହି ପ୍ରେମିକ ସହ ଫେରାର ହେଲେ ନୂଆବୋହୁ

ବ୍ରଜରାଜନଗର,୨୮।୨(ଡି.ଏନ୍‌.ଏ.): ବିବାହ ପରେ ଘରକୁ ଫେରୁଥିଲେ ବରକନ୍ୟା। ରାସ୍ତାରେ ବାନ୍ତି ଲାଗୁଛି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ହେଲେ ନୂଆବୋହୁ । ଏଭଳି ଘଟଣା ଘଟିଛି ବ୍ରଜରାଜନଗର ଥାନା ଅଞ୍ଚଳରେ । ବିବାହ ସରିବା ପରେ ନବ ବିବାହିତାଙ୍କୁ…

ବାଣ କାରଖାନାରେ ବିସ୍ଫୋରଣ: ୨ ମୃତ, ୩ ଗୁରୁତର

ଜଗତ୍‌ସିଂହପୁର,୨୮।୨(ଡିଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତାହତମାନେ ଇଚ୍ଛାପୁର ଓ ଆଖାପାଖ ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆପ୍‌ର ବିକ୍ଷୋଭ

ଛତ୍ରପୁର,୨୮।୨(ଡି.ଏନ୍‌.ଏ.): ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ଦାବି ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ମଙ୍ଗଳବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଏକ ଦାବିପତ୍ର ମୁଖ୍ୟ…

ମା’ ଙ୍କ ହତ୍ୟାର ୧୩ ଦିନରେ ଜୀବନ ହାରିଲେ ପୁଅ

ଛତ୍ରପୁର,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗାଁରେ ସୁପ୍ରଭା ଚୌଧୁରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାର ୧୩ ଦିନ ପରେ ତାଙ୍କ ସାନ ପୁଅ ଦେବାଶିଷ ପଣ୍ଡା ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।…

ବିପୁଳ ପରିମାଣର ନକଲି ମଦ ପାଉଚ ଜବତ: ଧରାପଡ଼ିଲେ ୨ ଯୁବକ

ଭବାନୀପାଟଣା,୨୮।୨(ସ୍ବ.ପ୍ର): କଳାହାଣ୍ଡି ଜିଲା ଧର୍ମଗଡ଼ ଅବକାରୀ ବିଭାଗ ମଙ୍ଗଳବାର ଭୋରରେ ଚଢାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛି। ଅବକାରୀ ବିଭାଗ ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ,…

ଶ୍ରମିକ ଜୀବନ୍ତ ଦଗ୍ଧ ମାମଲାର ତଦନ୍ତ ଆରମ୍ଭ

ଭବାନୀପାଟଣା,୨୮।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ପାଷ୍ଟିକୁଡି ନିକଟରେ ଥିବା ଏକ ଠିକା କ୍ୟାମ୍ପରେ ନିଆଁ ଲାଗି ଶ୍ରମିକ ପ୍ରଦୀପ କେତକୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସଦରଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ନିଆଁ ଲାଗିବାର କାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri