‘ମହିମାପୀଠର ସବୁ ଆବଶ୍ୟକତା ପୂରଣ କରାଯିବ’
ଢେଙ୍କାନାଳ ଅଫିସ,୩୦।୫: ମହିମା ଧର୍ମ ଓଡ଼ିଶାରୁ ସୃଷ୍ଟି ହୋଇଛି। ସରଳ ଜୀବନଯାପନ, ସମାନତା, ବିଶ୍ୱ କଲ୍ୟାଣ, ନିଷ୍ଠାର ସହ ସେବା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ବ୍ୟତୀତ ଆସାମ, ଝାଡ଼ଖଣ୍ଡ, ଛତିଶଗଡ଼ରେ ମଧ୍ୟ ଏହି ଧର୍ମ ଲୋକପ୍ରିୟ। ରାଜ୍ୟ ଓ…
ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ମଧ୍ୟସ୍ଥ
ବରଗଡ଼ ଅଫିସ/ପଦ୍ମପୁର,୩୦।୫: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ଦହିତା ରାଜସ୍ବ ନିରୀକ୍ଷକ ଦାମୋଦର ସୁନା ଏବଂ ତାଙ୍କ ସହଯୋଗୀ ତଥା ମଧ୍ୟସ୍ଥ ସୋମଦେବ ବନଛୋର ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଣ୍ଡୋମହୁଲ ଗ୍ରାମର ପ୍ରସନ୍ନ ବରିହାଙ୍କଠାରୁ ରାଜସ୍ବ ନିରୀକ୍ଷକ ଦାମୋଦର…
୨ କନିଷ୍ଠ ଯନ୍ତ୍ରୀ, ସୁପରଭାଇଜର ଗିରଫ
ବ୍ରହ୍ମପୁର ଅଫିସ,୩୦ା୫: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକରେ ଏକ ବନ୍ଧକାମ ଟେଣ୍ଡର ଫାଇଲ୍ ପ୍ରୋସେସିଂ ଏବଂ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଏଗ୍ରିମେଣ୍ଟ କରିବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ଷୁଦ୍ର ଜଳସେଚନ (ଏମ୍ଆଇ)ବିଭାଗର ୨ଜଣ କନିଷ୍ଠ ଯନ୍ତ୍ରୀ…
ଗିରଫ ହେଲେ କରଞ୍ଜିଆ ତହସିଲଦାର
ବାରିପଦା ଅଫିସ,୩୦।୫: ମୟୂରଭଞ୍ଜ ଜିଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏକ ଲାଞ୍ଚ କାରବାର ମାମଲାରେ ଭିଜିଲାନ୍ସ ତାଙ୍କ ବିରୋଧରେ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଛି। ଚାର୍ଲସ ନାଏକଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି…
ଶାଶୁଘର ଚାଲିଯିବେ ପଞ୍ଚଠାକୁରାଣୀ
ପୁରୁଷୋତ୍ତମପୁର,୩୦ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ମଙ୍ଗଳବାର ଶେଷ ହେଉଛି। ଏହି ଯାତ୍ରା ଗତ ୩ ତାରିଖଠାରୁ ଆରମ୍ଭ ହୋଇଥିଲା। ମା ପଞ୍ଚଠାକୁରାଣୀ ନିଜ ମନ୍ଦିର ଛାଡ଼ି ବାପଘର ପୁରୁଷୋତ୍ତମପୁର ସହରର ବଡ଼ବଜାର ସ୍ଥିତ ଅସ୍ଥାୟୀ ମନ୍ଦିରକୁ ଆସି…
ଘଟଣା ଚପାଇଦେବାକୁ ଉଦ୍ୟମ
କେନ୍ଦୁଝର,୩୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର ମାମଲା ଚପାଇଦେବାକୁ ଉଦ୍ୟମ ହେଉଛି। ଉକ୍ତ ଘଟଣା ଓ ଅନ୍ୟାନ୍ୟ ସମସ୍ୟା ନେଇ ସୋମବାର କଂଗ୍ରେସର ଏକ ପ୍ରତିନିଧି ଦଳ୍ ଡାକ୍ତରଖାନାକୁ ଯାଇ ରୋଗୀ, ଡାକ୍ତର ତଥା…
୭ ନମ୍ବର ୱାର୍ଡ ରାସ୍ତାରେ ପାଣିର ସୁଅ
କୋଡ଼ପଡ଼ା,୩୦ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୭ନଂ. ୱାର୍ଡ ବୈତରଣୀ ବିହାରର ରାସ୍ତା ଉପରେ ପାଣିର ସୁଅ ଝୁଟିଛି। ଅସରାଏ ବର୍ଷାରେ ଆଣ୍ଠୁଏ ଉପରେ ପାଣି ଜମୁଥିବାରୁ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଆନନ୍ଦପୁର ବ୍ଲକ୍ ଅନୁକୂଲ୍ୟରେ…
ବାଘ ଆତଙ୍କ: ଜୀବନ ନେଇ ଦୌଡ଼ିଲେ ପମ୍ପ ହାଉସ କର୍ମଚାରୀ
କୋଟଗଡ଼,୩୦।୫(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡାରେ ବାଘ ଆତଙ୍କ। ସହରର ବଡ଼ଗାଁ ନିକଟ ଖଡଗ ନଦୀ କୂଳରେ ଥିବା ପମ୍ପ ହାଉସ ନକଟରେ ସୋମବାର ରାତିରେ ବାଘ ଗର୍ଜନ କରୁଥିବା କର୍ମଚାରୀ ପ୍ରକାଶ କରିଛନ୍ତି। ଏପରିକି ପମ୍ପ ହାଉସ କର୍ମଚାରୀ ପାଣିପମ୍ପ ଚଳାଇବା…
ପୋଖରୀରେ ବିଷ ପକାଇ ମାଛ ମାରିଦେଲେ
ନିଶ୍ଚିନ୍ତକୋଇଲି,୩୦।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତରେ ଏକ ପୋଖରୀରେ କୌଣସି ଦୁର୍ବୃତ୍ତ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି ପୋଲିସ ଥାନାରେ ମାମଲା (ନଂ. ୯୬/୨୩) ରୁଜୁ କରି ତଦନ୍ତ…
ଭିନ୍ନକ୍ଷମ ଆଥ୍ଲେଟ ସ୍ବର୍ଣ୍ଣଲତାଙ୍କୁ ସରକାରୀ ସହାୟତା ମିଳୁନି
ରାଜକନିକା,୩୦ା୫(ଡି.ଏନ୍.ଏ.): ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ। ହେଲେ ଛାତିରେ ଛାତିଏ ବଳ। ମୁଁ ଭିନ୍ନକ୍ଷମ ସତ, ହେଲେ ଯେଉଁମାନେ ମୋ ପରି ଭିନ୍ନକ୍ଷମଙ୍କୁ ଖରାପ ନଜରରେ ଦେଖୁଛନ୍ତି ମୁଁ ସେମାନଙ୍କ ପାଇଁ ଉଦାହରଣ ସାଜିବାକୁ ଚାହୁଁଛି। ସରକାରୀ ସ୍ତରରେ ମୁଁ ଅଣଦେଖା।…
ଗଳିଆ ନଦୀରେ ବିପଦପୂର୍ଣ୍ଣ ଡଙ୍ଗାଯାତ୍ରା
ମହାକାଳପଡ଼ା,୩୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀ ନାଳ ଘେରା ବତିଘର ପଞ୍ଚାୟତକୁ ସ୍ଥଳପଥରେ ଯାତାୟାତ ପାଇଁ କୌଣସି ସୁବିଧା ନାହିଁ। ଫଳରେ ସ୍ଥାନୀୟ ଲୋକେ ଦୈନଦିନ କାର୍ଯ୍ୟରେ ବ୍ଲକ, ତହସିଲ, ଜିଲା କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ…
ସ୍ନାନବେଦିରେ ଶ୍ରୀବିଗ୍ରହଙ୍କୁ ଛୁଇଁପାରିବେନି ଶ୍ରଦ୍ଧାଳୁ
ପୁରୀ ଅଫିସ,୩୦।୫: ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ନୀଳାଦ୍ରି ଭକ୍ତନିବାସରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା…

