ଆମ ଜିଲା ଖବର

ପତ୍ରରେ ସୀମିତ ପଦକ୍ଷେପ

ଯାଜପୁର ଅଫିସ,୩୦ା୫: ଦୀର୍ଘ ୩୧ ବର୍ଷ ହେଲା ୧୨ କିଲୋମିଟର ବ୍ୟାପ୍ତ ମୂଳ ଖରସ୍ରୋତା ଶୁଷ୍କ ହୋଇ ପଡ଼ିଛି। ଏହି ନଦୀ ଶଯ୍ୟାର ପୁନରୁଦ୍ଧାର ଓ ସ୍ବାଭାବିକ ଜଳ ପ୍ରବାହ ବିଷୟରେ ଦୁଇ ଦଶନ୍ଧି ହେଲା ଅଞ୍ଚଳବାସୀ ସରକାରଙ୍କ ନିକଟରେ ଦାବି…

ଜିଲା ବିକାଶରେ ଜବରଦଖଲ ବାଧକ ସାଜିଛି

କେନ୍ଦ୍ରାପଡ଼ା ଅଫିସ, ୩୦ା୫: କେନ୍ଦ୍ରାପଡ଼ା ସହର ରାସ୍ତାରେ ସର୍ବଦା ଟ୍ରାଫିକ୍‌ ଜାମ୍‌। ପାଣିନାଳ ଉପରେ ଘର। ବର୍ଷା ହେଲେ ସହରର ୧୨ଟି ୱାର୍ଡବାସୀଙ୍କ ଘରେ ପାଣି ପଶୁଛି। ମାତ୍ର ୫ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହର ମଧ୍ୟରେ ୨୪ଟି ପୋଖରୀ ଥିବାବେଳେ ଏବେ…

ଅଲାରନାଥ ପୀଠକୁ ଆସିଲା ନନ୍ଦିଘୋଷର ପୁରୁଣା ରଥ ଚକ

ପୁରୀ ଅଫିସ/ବ୍ରହ୍ମଗିରି,୩୦।୫(ଡି.ଏନ୍‌.ଏ.): ବ୍ରହ୍ମଗିରି ସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ପୀଠକୁ ସୋମବାର ପୁରୀର ମହାପ୍ରଭୁଙ୍କ ନନ୍ଦିଘୋଷର ପୁରୁଣା ରଥ ଚକ ଆସି ପହଞ୍ଚତ୍ଛି। ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତିନିରଥରେ ବହନ କରିଥିବା ରଥ ଚକ ପ୍ରତି ଏକ ଆଧ୍ୟାମତ୍ିକ ଚିନ୍ତାଧାରା ସୃଷ୍ଟି ହୋଇଛି। ପରମ…

୩ରଥ ପାଇଁ ନାଟ ଗୋଡ଼ରେ ରୂପ ଅଙ୍କନ ଆରମ୍ଭ

ପୁରୀ ଅଫିସ,୩୦ା୫: ଆସନ୍ତା ୪ ତାରିଖରେ ଶ୍ରୀବିଗ୍ରହଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ରଥ ସଂହିତା ଅନୁଯାୟୀ ସ୍ନାନଯାତ୍ରା ଦିନ ରଥଖଳାରେ ତିନି ରଥର ଚାରି ନାହାକା ଉଠିଥାଏ। ତେବେ ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ…

ସ୍ନାନଯାତ୍ରା ନେଇ ମୁଖ୍ୟ ପ୍ରଶାସକ, ଜିଲାପାଳଙ୍କ ସମୀକ୍ଷା

ପୁରୀ ଅଫିସ,୩୦ା୫: ଜୁନ ୪ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଫଳରେ ଶ୍ରୀମନ୍ଦିର ପ୍ରଶାସନଠାରୁ ଜିଲା ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏବଂ…

କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଏନ୍‌ସିଆଇଏସ୍‌ଏମ୍‌କୁ ନୋଟିସ

ଖୋର୍ଦ୍ଧା ଅଫିସ,୩୦ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ଡାକ୍ତରୀ ପାଠ ପଢୁଥିବା ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବିଭିନ୍ନ ପର୍ଯ୍ୟାୟରେ ଆୟୁଷ ବିଭାଗ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ…

୩୫ ଘଡ଼ିଆଳ କୁମ୍ଭୀର ଛୁଆ ଜନ୍ମ

ପୁରୁଣାକଟକ,୩୦ା୫(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ଅଞ୍ଚଳର ମହାନଦୀ ଭିତରେ ୩୫ଟି ଘଡିଆଳ କୁମ୍ଭୀର ଛୁଆ ଜନ୍ମ ନେଇଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ…

ଝାରସୁଗୁଡ଼ା ଜିଲା: ମିଳିଲା କାଳିଆ ସହାୟତା

ଭୁବନେଶ୍ବର,୩୦ା୫(ବ୍ୟୁରୋ): ଝାରସୁଗୁଡ଼ା ଜିଲା ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ସୋମବାର କାଳିଆ ସହାୟତା ରାଶି ମିଳିଛିି। ଜିଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ…

ସ୍ତ୍ରୀଙ୍କୁ ମାରି ପୋତି ଦେଇଥିଲେ ସ୍ବାମୀ

ବଣାଇଁ,୩୦ା୫(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅନ୍ତର୍ଗତ ବାବୁ ନୂଆଗଁା ଗ୍ରାମରେ ରବିବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ମାରିଦେବା ପରେ ଘର ପଛପଟେ ମୃତଦେହକୁ ସ୍ବାମୀ ପୋତିଦେଇଥିବା ନେଇ ଅଭିଯୋଗ…

ଭାଜପା ନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା

ଢେଙ୍କିକୋଟ୍‌/ଘଟଗାଁ/କେନ୍ଦୁଝର,୩୦ା୫(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବିନିଦା ପଞ୍ଚାୟତ ବିନିଦା ଗ୍ରାମରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତ ଜଣେ ଭାଜପା ନେତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ସେ ହେଲେ ପଣ୍ଡାପଡ଼ା ମଣ୍ଡଳ ଭାଜପା ଉପସଭାପତି…

ଅର୍ଥ ଆସୁନି, କାମ ଆଗଉନି

ବାଲେଶ୍ୱର ଅଫିସ, ୩୦।୫ (ମାନସ ବିଶ୍ୱାଳ): କୋଷ୍ଟାଲ ହାଇଓ୍ବେ ନିର୍ମାଣ ହେଲେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଷ୍ଟାଲ୍‌ ହାଇୱେ ନିର୍ମାଣ ପ୍ରକଳ୍ପ ଯୋଜନାର ଘୋଷଣା କରାଯାଇଥିଲା। ଏପରି…

ପରକିୟା ପ୍ରୀତିରୁ ହତ୍ୟା

ନୂଆପଡ଼ା ଅଫିସ,୨୯।୫ ନୂଆପଡ଼ା ଜିଲା କୋମନା ଥାନା ଅଧୀନ ଢୋର୍ଲାମୁଣ୍ଡା ପଞ୍ଚାୟତ ଛତା ଗାଁରେ ସ୍ତ୍ରୀ ସୁନେ ତାଣ୍ଡିଙ୍କୁ ହତ୍ୟା କରିବା ଘଟଣାରେ ସ୍ବାମୀ ଜଗବନ୍ଧୁ ତାଣ୍ଡିଙ୍କୁ ଗିରଫ କରାଯାଇଛି। ସ୍ବାମୀ ସ୍ତ୍ରୀଙ୍କ ଚରିତ୍ର ଉପରେ ସବୁବେଳେ ସନ୍ଦେହ କରୁଥିଲେ। ପରକିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?