ଆମ ଜିଲା ଖବର

ପରକୀୟା ପ୍ରୀତିରୁ ବଧୂ ହତ୍ୟା ଘଟଣା: ନ୍ୟାୟ ଦାବିରେ ବାପଘର ଲୋକଙ୍କ ଧାରଣା

ନୀଳଗିରି,୨୦।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଗରଡ଼ି ଗାଁରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ବଧୂହତ୍ୟା ଘଟିଥିଲା। ଏହି ଘଟଣାରେ ୩ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ମାତ୍ର ପୋଲିସ କେବଳ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ…

ଚୈତ୍ର ପ୍ରଥମ ସୋମବାର ଭକ୍ତମୟ ଶୈବପୀଠ

ଭୋଗରାଇ,୨୦ା୩(ଡ଼ି.ଏନ୍‌.ଏ.): ଚୈତ୍ର ମାସ ପ୍ରଥମ ସୋମବାର ଶୈବପୀଠଗୁିଡ଼ିକ ଭକ୍ତମୟ ହୋଇଛି। ଏହି ମାସ ଶିବଙ୍କ ବିବାହ ମାସ ହୋଇଥିବାରୁ ଶିବଙ୍କୁ ଆରାଧନା କଲେ ପୂଣ୍ୟ ଫଳ ମିଳିଥାଏ ବୋଲି ହିନ୍ଦୁଧର୍ମରେ ବିଶ୍ୱାସ ରହିଛି। ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଏସିଆର…

ଚଳନ୍ତା କାର୍‌ରେ ଲାଗିଗଲା ନିଆଁ

କେନ୍ଦୁଝର,୨୦(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଏନ୍‌ଏଚ୍‌ ୪୯ନଂ ଜାତୀୟ ରାଜପଥ ମେଡ଼ିକାଲ କଲେଜ ସମ୍ମୁଖ ଫ୍ଲାଇଓଭରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଯାଇଛି। ଗାଡି ଚାଲକ ଜାଣି ପାରି ଗାଡ଼ିରୁ ଓହ୍ଲାଇ ପଡିଥିବାରୁ ଅଳ୍ପକେ ବଞ୍ଚିଯାଇଥିଲେ। ଖବରପାଇ ଦମକଳ ଗାଡି…

୨୭ ଦୋକାନୀଙ୍କୁ ଜରିମାନା

ଭଦ୍ରକ ଅଫିସ, ୨୦।୩: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଦୋକାନ ଓ ଚାନ୍ଦବାଲି ବାଇପାସ୍‌ ବଜାର ସହ ଚରମ୍ପା ଅଞ୍ଚଳରେ ବିଭିନ୍ନ ଦୋକାନରେ କୋଟପା ଚଢ଼ାଉ କରାଯାଇଛି। ମୋଟ ୨୭ ଦୋକାନୀଙ୍କଠାରୁ ୫,୨୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମେଡିକାଲ ଛକରେ ୧୬…

ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନି ଜଳ ସମସ୍ୟା

କୋରୁକୋଣ୍ଡା ୨୦।୩(ଡି.ଏନ. ଏ): ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ହେଉନି ଜଳ ସମସ୍ୟା।ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନ ରବା ଗ୍ରାମରୁ। ଗ୍ରାମଟି କୋରୁକୋଣ୍ଡା ବ୍ଲକ ସଦରଠାରୁ…

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସମସ୍ୟାର ସମାଧାନ କର

ଛତ୍ରପୁର,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସି ଆଉଟସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ସୋମବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ସାନିଟାରି ଏକ୍ପୋର୍ଟରଙ୍କୁ ବହିଷ୍କାର, ରାଜନୈତିକ ହସ୍ତକ୍ଷେପରୁ ବିରତ କରିବା, ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ…

ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୩: କୃଷିକ୍ଷେତ୍ରକୁ ବିଦ୍ୟୁତ୍‌ ବିଲ ସମ୍ପୂର୍ଣ୍ଣ ଛାଡ କର, ଟାଟା ପାୱାର ଦାଦାଗିରି ବନ୍ଦ କର, ପ୍ରତି ପରିବାରକୁ ୨ଶହ ୟୁନିଟ୍‌ ବିଦ୍ୟୁତ୍‌ ଫ୍ରି କର ଏଭଳି ବିଭିନ୍ନ ନାରାବାଜି କରି ସୋମବାର ବରଗଡ଼ ଜିଲାପାଳଙ୍କ ଅଫିସରେ ଗର୍ଜି ଉଠିଛନ୍ତି…

ଅଣ ଓଡ଼ିଆଙ୍କୁ ସାମିଲକରି ନୀଳାଦ୍ରି ପାଳିଲା ବିଶ୍ୱ ପଖାଳ ଦିବସ

ବଡ଼ବିଲ,୨୦।୩ (ସ୍ବ.ପ୍ର.): ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ପକ୍ଷରୁ ଏହି ଦିବସକୁ ସୋମବାର ବେଶ୍‌ ଜାକଜମକରେ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ…

ଜାଳେଣିକାଠ ଆଣିବାକୁ ଯାଇଥିବାବେଳେ ବୃଦ୍ଧାଙ୍କୁ ଟାଣିନେଲା ମହାବଳ

ନୂଆପଡ଼ା ଅଫିସ,୨୦।୧: ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ଟାଣିନେଇ ଖାଇ ଦେଇଥିବା ଜଣାପଡ଼ିଛି। ମୃତକ ହେଲେ ଜଳମଡେଇ ଗ୍ରାମର ସାନମତି ବାରିକ(୬୫) ବୋଲି ଜଣାପଡିଛି। ମିଳିଥିବା…

କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା କମିଛି

ବଲାଙ୍ଗୀର ଅଫିସ,୨୦ା୩:ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା(ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ) ା ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇନାହିଁ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି କ୍ରମେ ଏଆଇବିପି ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନୀତି…

ବିରୋଧ ସତ୍ତ୍ବେ ଏନଓସି ମିଳିଲା, ବିନା ଅନୁମତିରେ କଟିଲା ଗଛ

ସମ୍ବଲପୁର,୨୦ା୩(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ତହସିଲ କୁକୁଡାପାଲି ପଞ୍ଚାୟତ ଅଧୀନ କୁକୁଡାପାଲି ମୌଜାରେ ଏକ ଇଥାନଲ କମ୍ପାନୀ ହେବାକୁ ଯାଉଛି। ଏହାକୁ ନେଇ ବିରୋଧ ହେବା ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ କମ୍ପାନୀ କାମ ଆରମ୍ଭ କରିଛି। ପୂର୍ବରୁ…

କାରଣ ଅସ୍ପଷ୍ଟ, ସରକାର ନୀରବ

ସମ୍ବଲପୁର,୨୦।୩(ବ୍ୟୁରୋ):ଗତ ଜାନୁୟାରୀ ୨୯ ତାରିଖ ଦିନ ଝାରସୁଗୁଡା ଜିଲା ଗାନ୍ଧୀଛକରେ ଘଟି ଯାଇଥିଲା ଏକ ଅଭାବନୀୟ ଘଟଣା। ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ଥାନୀୟ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ଅତି ନିକଟରୁ ଗୁଳି କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri