ଆମ ଜିଲା ଖବର

ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା

ରାଇରଙ୍ଗପୁର,୯।୭: ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ଅଁଳାଯୋଡି ରେଳଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଡିଏମ୍‌ୟୁ ଯାତ୍ରୀବାହୀ ଟ୍ରେନ୍‌ ବାଦାମପାହାଡ଼ରୁ ଟାଟାନଗରକୁ ଯାଉଥିଲା। ହେଲେ ଅଁଳାଯୋଡି…

୩୦ ଫୁଟ ପୋଲ ତଳକୁ ଖସିଲ ଟ୍ରେଲର, ଚାଳକ ଗୁରୁତର

ଜମନକିରା,୯।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ୫୩ ପିଠାମାରେନ ପୋଲରେ ଏକ ଟ୍ରେଲର ରେଜିଷ୍ଟେଶନ ନ.(ଏଲଏଲ ୦୧ ଏନ ୮୫୫୯) ଦୁର୍ଘଟଣାଗ୍ରସ୍ଥ ହୋଇଛି। ନିୟନ୍ତ୍ରଣ ହରାଇ ଟ୍ରେଲରଟି ପୋଲର ୩୦ ଫୁଟ ତଳକୁ ଖସି ପଡିଥିଲା। ଏଥିରେ ଚାଳକ…

୧ କୋଟିର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ 

ଭୁବନେଶ୍ୱର,୯।୭: ଖୋର୍ଦ୍ଧା ଜିଲା ବାଙ୍କି-ସିମର ରୋଡ ଓସ୍ତପୁର ଗାଁ ନିକଟରୁ ବିପୁଳ ମାତ୍ରାରେ ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହାସହିତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ବାଘମାରି ଥାନା ପୋଡାଡିହ ଗାଁର ସୁରେଶ କୁମାର ମହାପାତ୍ର ବ୍ରାଉନ୍‌ସୁଗାର କରାବାର…

ଭୁରୁଷିଖମାର ଛକରେ ମାଓବାଦୀ ପୋଷ୍ଟର

ମୁନିଗୁଡ଼ା,୯।୭: ରାୟଗଡା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଲାଗିଥିବା ଦେଖିବାକୁ ମିଳିଛି। ଶେରକାପାଡିରୁ ନିୟମଗିରିକୁ ଯାଉଥିବା ରାସ୍ତା କାମ ବନ୍ଦ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ସରକାର ଆଦିବାସୀଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି, ତେଣୁ…

ବାହାନଗା ରେଳ ଦୁର୍ଘଟଣ: ୨ ରେଳ କର୍ମଚାରୀଙ୍କୁ ନୋଟିସ 

ବାଲେଶ୍ୱର,୯।୭: ବାହାନଗା ରେଳ ଦୁର୍ଘଟଣା ଘଟଣାରେ ରବିବାର ସିବିଆଇରେ ହାଜର ପାଇଁ ଦୁଇ ରେଳ କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି । ଷ୍ଟେସନ ମାଷ୍ଟରଙ୍କ ସହ ଅନ୍ୟ ଜଣେ ରେଳ କର୍ମଚାରୀଙ୍କୁ ମଧ୍ୟ ନୋଟିସ କରାଯାିଛି। ଅନ୍ୟପକ୍ଷେ ଏହି ମାମଲାରେ ଗିରଫ ୩…

 ମା’ ଶାରଳାଙ୍କ ମନ୍ଦିରରେ ଲାଗୁ ହେଲା ନୂଆ ନିୟମ 

ଜଗତସିଂହପୁର ୯।୭ : ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି। ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ବନ୍ଦ କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଏହି ନୂଆ ନିୟମ ଲାଗୁ ହୋଇଛି। ମା’ଙ୍କର…

କୋଠା ଅଛି, ପାହାଚ ନାହିଁ

ସୋନପୁର,୯।୭(ମୃତ୍ୟୁଞ୍ଜୟ ଶତପଥୀ)ରାଜ୍ୟ ସରକାର ୫-ଟିରେ ହାଇସ୍କୁଲକୁ ସାମିଲ କରି ଏହାର ରୁପାନ୍ତରଣ କରୁଛନ୍ତି। ସେହି କ୍ରମରେ ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜ ବିହାରୀ ହାଇସ୍କୁଲ ରୂପାନ୍ତରିତ ହୋଇଛି। ୧ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ…

ସରପ୍ଲସ୍‌ ନିର୍ମାଣ ପାଇଁ ସାନି ଟେଣ୍ଡର ହେଉନି

ଲୋଇସିଂହା,୯।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭାଟ ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମାଟି ପୁନରୁଦ୍ଧାର ଓ ସରପ୍ଲସ୍‌ କାମ ପାଇଁ ଟେଣ୍ଡର ହୋଇଥିଲା। ନିର୍ଦ୍ଧାରିତ ସମୟରେ କାମ ନ ସରିବାରୁ ଟେଣ୍ଡର ବାତିଲ ହୋଇଯାଇଛି। ୨ ବର୍ଷ ବିତିଯାଇଥିଲେ ବି…

ଭୟରେ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ

ନୂଆପଡ଼ା,୯।୭(ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଗଡଗଡବାହାଲି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଭଙ୍ଗା ଦଦରା କେନ୍ଦ୍ରରେ ପାଠ ପଢୁଛନ୍ତି କୋମଳମତି ଶିଶୁମାନେ। ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହେବାର ଆଜକୁ ପ୍ରାୟ…

ବିଳମ୍ବ ହେଉଛି ପାଇପ୍‌ ଗ୍ୟାସ୍‌ ଯୋଗାଣ

ରାଉରକେଲା,୯।୭(ସଙ୍ଗୀତା ଜେନା)ରାଉରକେଲା ସହରରେ ୨୦୧୯ରୁ ପାଇପ୍‌ ଯୋଗେ ଘରୋଇ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଶେଷ ହୋଇନାହିଁ। କିଛି ଉପଭୋକ୍ତାଙ୍କୁ ପାଇପ୍‌ ସଂଯୋଗ ଦିଆଯାଇଥିବା ବେଳେ ଅଧିକାଂଶ ଉପଭୋକ୍ତାଙ୍କ ଘରକୁ ସଂଯୋଗ ହୋଇନାହିଁ। ସେହିପରି ମାଟି ତଳେ…

ଶଯ୍ୟା ୩୫, ସେବା ପାଉଛନ୍ତି ୧୦୦

ଚମ୍ପୁଆ,୯।୭(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ନାନା ଘାତ ପ୍ରତିଘାତ ଭିତରେ ଗତି କରୁଛି। ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି କରୁଥିବା ବେଳେ ରୋଗୀ ସେବା ନିମନ୍ତେ ବିଭିନ୍ନ ଯୋଜନା ସହିତ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି।…

ପରିଚାଳନା ଅଭାବରୁ ପରିତ୍ୟକ୍ତ

ଢେଙ୍କାନାଳ,୯।୭(ରତନ ନାୟାର)ଢେଙ୍କାନାଳ ସଦର ବ୍ଲକ କାଇମାଟି ପ୍ରାଣୀଧନ ଚିକିତ୍ସାଳୟ ପରିଚାଳନା ଅଭାବରୁ ପରିତ୍ୟକ୍ତ ହୋଇପଡ଼ିଛି। ଏଠାକୁ ନିୟମିତ ଡାକ୍ତର, ଏଲ୍‌ଆଇ ଆସୁନାହାନ୍ତି। ଫଳରେ ଚାଷୀମାନେ ସେମାନଙ୍କ ରୋଗଗ୍ରସ୍ତ ଗୃହପାଳିତ ପ୍ରାଣୀଙ୍କୁ ଢେଙ୍କାନାଳ ଆଣିବାକୁ ବାଧ୍ୟ ହେଉଛନ୍ତି। ବିଭାଗୀୟ ଉଦାସୀନତାରୁ ଏଭଳି ଅବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?