ଅପରେଶନ ‘କ୍ଲିନ୍’ ଆରମ୍ଭ
ଢେଙ୍କାନାଳ,୯।୭(ରତନ ନାୟାର)ଢେଙ୍କାନାଳ ଜିଲାକୁ ଅପରାଧ ମୁକ୍ତ କରିବା ଲାଗି ଆରମ୍ଭ ହୋଇଛି ‘ଅପରେଶନ କ୍ଲିନ୍’। ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅପରାଧୀଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ଶେଷ ସୁଯୋଗ ଦିଆଯାଇଛି। ସାମାଜିକ ସ୍ରୋତରେ ସାମିଲ ହେଲେ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ଥଇଥାନ…
ବ୍ୟବସ୍ଥା ଥାଇ ବାହାରେ
ରୂପାନ୍ତରୀକରଣ ପରେ ବଦଳିଛି ବିଦ୍ୟାଳୟର କଳେବର। ସୁଦୃଢ଼ ହୋଇଛି ଶୈଖିକ ଭିତ୍ତିଭୂମି। ହେଲେ ସରକାର କରିଥିବା ସୁବିଧାର ହେଉନି ସଦ୍ବ୍ୟବହାର। ଚକାଚକ୍ ଡାଇନିଂ ହଲ୍ ବ୍ୟବସ୍ଥା ଥାଇ ମଧ୍ୟ ବାହାରେ ମଧ୍ୟାହ୍ନଭୋଜନ ଖାଉଛନ୍ତି ପିଲା। ଅନୁଗୋଳସ୍ଥିତ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ…
ଶ୍ୱଶୁରଘରେ ସ୍ତ୍ରୀଙ୍କୁ ହତ୍ୟା
ଯାଜପୁର ଟାଉନ/ଯାଜପୁର ସଦର,୯।୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସମର ବିଜୟ ଶରଣ):ଯାଜପୁର ସଦର ଥାନା ଅନ୍ତର୍ଗତ ଭୂଇଁପୁର ପଞ୍ଚାୟତ କତରାପୁର ଗ୍ରାମରେ ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ…
କଣ୍ଡିଆସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ
ସୁଲପୁର,୯।୭(ରଞ୍ଜିତ ରାଉତ):ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡ଼ିହ ପଞ୍ଚାୟତର କଣ୍ଡିଆ ସାହିବାସୀଙ୍କୁ ପୁଣି ଘାରିଲାଣି ବନ୍ୟା ଭୟ। ୨୯ ଅଗଷ୍ଟ ୨୦୨୦ରେ ବ୍ରାହ୍ମଣୀ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ କଣ୍ଡିଆ ସାହି ନିକଟରେ ଘାଇ ସୃଷ୍ଟି ହୋଇଥିଲା। ଫଳରେ ସେଠାକାର ରମଣି…
୩୫ ଦିନ ପରେ ବିଏଲଏଫ୍ ପ୍ରକୋଷ୍ଠରୁ ଖୋଲିଲା ତାଲା
ଡେରାବିଶ,୯।୭(ବେବର୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ମିଶନଶକ୍ତି ବିଭାଗ ପକ୍ଷରୁ ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କମିତ୍ର ପଦବୀ ପାଇଁ ଗତ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିବା ଚୟନ ପ୍ରକ୍ରିୟାକୁ ନେଇ ଗତ ୪ ମାସ ହେବ ବିବାଦ ଲାଗି ରହିଛି…
ଘୁଞ୍ଚୁନି ୨୮୪୦ ଶ୍ରମିକଙ୍କ ଫାଇଲ
ନୟାଗଡ଼,୯।୭ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଅନୁଦାନ ରାଶି ଖର୍ଚ୍ଚ କରିବାରେ ଜିଲା ଶ୍ରମ ଅଧିକାରୀ(ଡିଏଲଓ) ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଅସଫଳ ହୋଇଛି। ଶ୍ରମ ଆୟୁକ୍ତ ଓଡ଼ିଶାଙ୍କ ପତ୍ରାଙ୍କ ସଂଖ୍ୟା ୮୪୭/ତା ୨୮।୬।୨୦୨୩କୁ ଅନୁଧ୍ୟାନ କଲେ ଜିଲାପାଳ…
ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍.ଡି. କରିବେ ଦୀପା
କଟକ,୯।୭(ସୁପ୍ରିୟା ପ୍ରିୟଦର୍ଶିନୀ)ଓଡ଼ିଶାର ପ୍ରଥମ କିନ୍ନର ଭାବେ ପିଏଚ୍.ଡି କରିବେ କଟକ ହରିପୁର ଅଞ୍ଚଳର ଦୀପା ସାହୁ। କଠିନ ପରିଶ୍ରମ ଓ ନିଜର ଦୃଢ଼ ମନୋବଳ ଆଗରେ ହାର ମାନିଛି ସମାଜର ଟାହି ଟାପରା। ଆଜିର ସମାଜରେ କିନ୍ନରମାନେ ଚଳିବା ପାଇଁ ଅନ୍ୟ…
୧୩ବର୍ଷ ହେବ ନିର୍ଯାତନା ଦେଉଛି କଙ୍ଗାରୁ କୋର୍ଟ
ପିପିଲି,୯।୭(ପ୍ରଭାତ ମହାପାତ୍ର)ପିପିଲି ଥାନା ଅଞ୍ଚଳରେ ଚାଲିଛି କଙ୍ଗାରୁ କୋର୍ଟ। ବାହିଲିପଡା ଗ୍ରାମର ଦିଲୀପ ପାଟ୍ଟସାହାଣୀ ଦୀର୍ଘ ୧୩ବର୍ଷ ହେଲା ଗାଁରୁ ନିଆଁପାଣି ବାସନ୍ଦର ଶିକାର ହୋଇ ଅନେକ ନିର୍ଯାତନା ଭୋଗୁଛୁ। ଏପରିକି ତାଙ୍କ ବଡ଼ଭାଇ ସ୍ନେହକର ପାଟ୍ଟସାହାଣୀ ଓ କିଛି ସମ୍ପର୍କୀୟ…
‘ବୈବାହିକ ସମ୍ପର୍କ ନ ଥିଲେ ସଂଯମୀ ହୁଅନ୍ତୁ ମହିଳା’
କଟକ,୯।୭(କାର୍ତ୍ତିକ ସାହୁ): ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଥାଇ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ ଏହି ରାୟ ପ୍ରଦାନ କରିବା ପରେ…
ମତଦାନ କଲେ ଓଡ଼ିଶାର ଶଙ୍ଖାମେଦୀ ଭୋଟର
ଭୋଗରାଇ,୯।୭:(ପ୍ରଦୀପ ଦାସ)ସୀମା ବିବାଦକୁ ନେଇ ଆନ୍ଧ୍ର, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ସ୍ଥିତି ଜଟିଳ ହେଉଥିବା ବେଳେ ଶନିବାର ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତ ଅଧୀନ ଶଙ୍ଖାମେଦୀ ଗାଁର ୩ଶହର ଊର୍ଦ୍ଧ୍ୱ ଭୋଟର…
ସ୍କୁଲରୁ ଲୁଚି ଚାଲି ଆସିଥିବା ୨ ଛାତ୍ର ଉଦ୍ଧାର
କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡ଼ନେଉଳି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରୁ ରାତିରେ ଦୁଇ ଜଣ ଛାତ୍ର ଲୁଚି ପଳେଇ ଆସିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦୁଝର ସହରରେ ସ୍ଥାନୀୟ ଲୋକମାନେ ଦୁଇ ଛାତ୍ରଙ୍କୁ ଶନିବାର…
ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ
ମାଲକାନଗିରି,୮ା୭(ଦୁର୍ଯ୍ୟୋଧନ ପାତ୍ର): ଅବକାରୀ ଥାନାରେ ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ନାମ ପ୍ରୀତି। ମହିଳା ଜଣଙ୍କ ଏମ୍ଭି ୬୬ ଗ୍ରାମର ହୋଇଥିବା ସୂଚନା ମିଳିଛି। ମାଥିଲି ଥାନା ଅନ୍ତର୍ଗତ କମଳାପଦର ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ…

