ଭାଇଙ୍କୁ ରାଖୀ ବାନ୍ଧିବା ଅଧା ରହିଲା: ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ
ଗଞ୍ଜାମ,୩୧ା୮(ବିଦ୍ୟାଧର ସାହୁ): ରକ୍ଷାବନ୍ଧନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ଭାଇଙ୍କର ଶୁଭ ମନାସିବା ସହ ନିଜକୁ ସୁରକ୍ଷା ଦେବା ପାଇଁ ଭାଇଙ୍କଠାରୁ ପ୍ରତିଜ୍ଞା ଗ୍ରହଣ କରନ୍ତି। କିନ୍ତୁ ଜଣେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧିବାକୁ ଯିବା ବାଟରେ ଦୁର୍ଘଟଣାରେ…
ଜେଏମ୍ଏମ୍ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି
ରାଇରଙ୍ଗପୁର,୩୧ା୮ (ମନୋରଞ୍ଜନ ତିରିଆ): ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଝାଡ଼ଖଣ୍ଡ ମୁୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଜେଏମ୍ଏମ୍ ରାଜ୍ୟ ଉପ ସଭାପତି ଦାୟିତ୍ୱରେ ଥିଲେ। ଦଳରେ ତାଙ୍କୁ କୋଣଠେସା କରି ରଖାଯାଇଥିବାରୁ ମଙ୍ଗଳବାର ରାତିରେ ସେ…
କାର୍ଯ୍ୟକାରୀ ହେଉନି ଉନ୍ନୟନ ବିଭାଗ ନିୟମ
ରାଉରକେଲା,୩୧ା୮(ବିପ୍ଳବ ରଞ୍ଜନ ଦାଶ)ଆର୍ଡିଏ ପକ୍ଷରୁ ଛେଣ୍ଡ୍ ଅଞ୍ଚଳସ୍ଥିତ ଆର୍ଡିଏ କଲୋନୀଠାରେ ୫ହଜାରରୁ ଊର୍ଦ୍ଧ୍ୱ ରହିବା ପାଇଁ ଗୃହ ଓ ବାଣିଜ୍ୟ ବ୍ୟବସାୟ ନିମେନ୍ତ ଦୋକାନ ଗୃହ ଆବଣ୍ଟିତ ହୋଇଛି। ଗୃହ ଓ ଦୋକାନ ପରିଚାଳନା ପାଇଁ ସ୍ବତନ୍ତ୍ର ନିୟମ ଉନ୍ନୟନ ବିଭାଗ…
ବିକାଶରୁ ଦୂରରେ ଢେପଗୁଡ଼ା ଗାଁ
ମାଥିଲି,୩୧ା୮(ସୁବାଷ ଚନ୍ଦ୍ର ଖୁଡୁପିଆ )ଅନ୍ଧାରିମୂଲକର ଗଁା ମାଲକାନଗିରି ଜିଲାର ଢେପଗୁଡା। ବିକାଶଠାରୁ ବହୁ ରହିଛି ଦୂରରେ। ଦୁର୍ବିସହ ଜୀବନ ବିତାଉଛନ୍ତି ଗ୍ରାମବାସୀ। ଅଟକି ଯାଇଛି ବିକାଶ। ବଣ ପାହାଡକୁ ଏହି ଗଁା ଘେରି ରହିଛି। ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଆଜି…
ଲୋପ ପାଇବାକୁ ବସିଲାଣି ଗହ୍ମାଡ଼ିଆଁ, ଗୋମାତା ପୂଜାର୍ଚ୍ଚନା
ପଦ୍ମପୁର, ୩୧।୮ (ପ୍ରଶାନ୍ତ କୁମାର କର)ଆଧୁନିକତାର ସ୍ପର୍ଶରେ ଲୋପ ପାଇବାକୁ ବସିଲାଣି ବିଭିନ୍ନ ଲୋକ ସଂସ୍କୃତି ଓ ପରମ୍ପରା। ପୂର୍ବରୁ ରାଖୀପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଗହ୍ମାଡିଆଁ ଏବଂ ଗୋମାତା ପୂଜାର୍ଚ୍ଚନା କରାଯାଉଥିବାବେଳେ ଏବେ ସହର କିମ୍ବା ଗ୍ରାମାଞ୍ଚଳ ଆଉ…
ରାସ୍ତା, ଡ୍ରେନେଜ୍ ସମସ୍ୟାରୁ ନିସ୍ତାର ମିଳୁନି
କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝରଗଡ଼ ପୌରପାଳିକା ଗୁରୁବାର ୭୩ତମ ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି। ମାତ୍ର ପୌର ପ୍ରଶାସନ ସହରବାସୀ ଆଜି ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛି। ଅନେକ ସାହିରେ ରାସ୍ତା ନ ଥିବା ବେଳେ…
ମୃତ ଘୋଷଣା କରିବାକୁ ଡର
ନୟାଗଡ଼,୩୧।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟ(ଡିଏଚଏଚ)ରେ ଇଟାମାଟିର ରାଜ କିଶୋର ସାହୁ(୬୦) ନାମକ ଜଣେ ବୃଦ୍ଧ ମରିବାର ୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କଲେ ନାହିଁ । ତେବେ ଏ ଘଟଣା ପ୍ରଚାରିତ ପରେ ପାଟିତୁଣ୍ଡ…
ମୌଳିକ ସମସ୍ୟାରୁ ବଞ୍ଚିତ ପୌରାଞ୍ଚଳବାସୀ
ପଟ୍ଟାମୁଣ୍ଡାଇ,୩୧ା୮ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଗୁରୁବାର ୩୫ ତମ ସ୍ବାୟତ ଶାସନ ଦିବସ ପାଳନ କରିବ ା ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଗତ ୩ ଦିନ ପୂର୍ବରୁ ବିଧାୟକ, ପୌର ଅଧ୍ୟକ୍ଷ,…
ଯୁବକଙ୍କୁ ଲୁହା ପାଇପ୍ରେ ପିଟି ହତ୍ୟା
ପୁରୀ, (ଅଜିତ ମହାନ୍ତି)୩୧ା୮ପବିତ୍ର ରକ୍ଷାବନ୍ଧନ ପାଇଁ ବୁଧବାର ସବୁଠି ଆନନ୍ଦ ଉଲ୍ଲାସର ବାତାବରଣ ଥିବାବେଳେ ପୁରୀ ସହରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କୁମ୍ଭାରପଡ଼ା ଥାନା ଅଧୀନ ଜଟିଆ ବାବାଜୀ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଲୁହାପାଇପ୍ରେ ପିଟି ପିଟି…
ମୌଳିକ ସୁବିଧାରୁ ବଞ୍ଚିତ ପୌରବାସୀ
ଜଟଣୀ,୩୧।୮(ରବୀନ୍ଦ୍ରନାଥ ମହାକୁଡ଼)ଖୋର୍ଦ୍ଧା ଜିଲା ଜଟଣୀ ପୌର ପରିଷଦ ତା’ର ୫୧ ବର୍ଷ ପୂର୍ତ୍ତି ପାଳନ ଏବଂ ନିଖିଳ ଭରତ ସ୍ବାୟତ୍ତ ଶାସନ ଦିବସ -୨୦୨୩ ପାଳନ କରିବାକୁ ଯାଉଛି। ଉକ୍ତ ଦିବସ ପାଳନ ପାଇଁ ସହରରେ ଥିବା ପୌରପରିଷଦର ବିଭିନ୍ନ ଅନୁଷ୍ଠାନକୁ…
ତ୍ରୁଟି ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ଚନ୍ଦ୍ରିକା
କଟକ,୩୧।୮(ସୁପ୍ରିୟା ପ୍ରିୟଦର୍ଶିନୀ)କଟକର ଏକ ଘରୋଇ ନର୍ସିଂହୋମ୍ରେ ଜଣେ ରୋଗୀଙ୍କୁ ଭୁଲ୍ ରକ୍ତ ଦିଆଯିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଭୁଲ୍ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ରେଡ୍କ୍ରସ୍ ବ୍ଲଡ୍ ବ୍ୟାଙ୍କ ନିର୍ଦ୍ଦେଶକ…
ରାୟଗଡ଼ା: ୟୁନିୟନ ବୋର୍ଡରୁ ପୌର ପରିଷଦ
ରାୟଗଡ଼ା ପୌର ପରିଷଦ ୫୨ବର୍ଷରେ ପଦାର୍ପଣ କରିଛି। ୧୯୭୧ ଜାନୁୟାରୀ ୧୫ରେ ରାୟଗଡ଼ା ପୌର ପରିଷଦ ଭାବେ ଘୋଷଣା ହୋଇଥିଲାା ହେଲେ ଦେଶ ସ୍ବାଧୀନ ହେବା ପୂର୍ବରୁ ୧୯୨୯ ଏପ୍ରିଲ ୧୦ରେ ରାୟଗଡ଼ା ୟୁନିୟନ ବୋର୍ଡ ଭାବେ ସହର ପରିଚାଳିତ ହେଉଥିଲା।…

