୨୪ରେ ମା’ ମାଣିକେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ
ଭବାନୀପାଟଣା,୧୨।୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଅଁାଖାଇ ଆସନ୍ତା ୨୦ ତାରିଖରେ ପାଳିତ ହେବ। ଏହି ପରମ୍ପରା ଅନୁଯାୟୀ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣାରେ ଥିବା ମା’ ମାଣିକେଶ୍ୱରୀଙ୍କ ପୀଠରେ ଆସନ୍ତା ୨୪ ତାରିଖ (ରବିବାର) ଭାଦ୍ରବ ଶୁକ୍ଲପକ୍ଷ…
‘କେନ୍ ନ ବସ୍ମୁଁ, କେନ୍ ନ ଖାଏମୁଁ’
ବଲାଙ୍ଗୀର,୧୨ା୯(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇ ବହୁ ଗ୍ରାମବାସୀ ଝାଙ୍କରପାଲି, ଗେଡାବାଞ୍ଜି, କୁସ୍ମେଲ ଥଇଥାନ କଲୋନୀ ଏବଂ ଅନ୍ୟ ଗାଁ ଗୁଡିକରେ ବଡ ଅସୁବିଧାରେ ରହୁଛନ୍ତି। ବିଶେଷକରି ଝାଙ୍କରପାଲି, ଗେଡାବାଞ୍ଜି ଏବଂ କୁସ୍ମେଲ କଲୋନୀରେ…
ସମୟ ଗଡୁଛି, ସରୁନି କାମ
ସମ୍ବଲପୁର,୧୨ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଦୁର୍ଗାପାଲି ରେଲୱେ ଫାଟକ ଉପରେ ବ୍ରିଜ୍ ନିର୍ମାଣ କାମ ପ୍ରାୟ ୪ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଧାର୍ଯ୍ୟ ସମୟ ବିତିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସମ୍ବଲପୁର ସହରକୁ ଆସିବାକୁ…
ମୂଷାମରା ବିଷ ଖାଇଦେଲେ ୨ ଶିଶୁ
ଝରିଗାଁ, ୧୨।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ କୋଟନାପାନି ଗ୍ରାମରେ ମୂଷାମରା ବିଷ ଖାଇ ୨ ଶିଶୁ ଗୁରୁତର ଅଛନ୍ତି। ସେମାନେ ହେଲେ ଈଶ୍ୱର ସାନ୍ତାଙ୍କ ପୁଅ ଦେବରାଜ (୭) ଓ ସୁଶାନ୍ତ (୨)। ଉଭୟଙ୍କୁ ଉମରକୋଟ…
ଅଚଳ ହୋଇ ପଡ଼ିଛି ୨ ସହରର ୩୪ ସିସି କ୍ୟାମେରା
ସୁନାବେଡ଼ା/ ସେମିଳିଗୁଡ଼ା ୧୨ା୯ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ସୁନାବେଡ଼ା ଓ ସେମିଳିଗୁଡ଼ା ହେଉଛି ବ୍ୟବସାୟିକ ସହର। ସୁନାବେଡ଼ାରେ ହାଲ୍ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଦିନକୁ ଦିନ ଜନସଂଖ୍ୟା ମଧ୍ୟ ବଢୁଛି। ବିଭିନ୍ନ କାର୍ଯ୍ୟରେ ଦୁଇ ସହରକୁ ବାହାର ଅଞ୍ଚଳରୁ ଲୋକମାନେ…
ନୟାଗଡ଼ର ଗର୍ବ ଦାସିଆ ଅଜା
ନୂଆଗାଁ, ୧୨।୯ (ଧନେଶ୍ୱର ସାହୁ ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ବତ ସାଧକ ତଥା ସଂଗ୍ରାହକ ଦାଶରଥି ପଟ୍ଟନାୟକ ୧୯୦୭ରେ ଜନ୍ମ ଗ୍ରହଣ କରି ୧୯୯୭ ସେପ୍ଟେମ୍ବର ପରଲୋକ ହୋଇଥିଲା। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ…
ବିନା ଫାର୍ମାସିଷ୍ଟରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର
ଦାରିଙ୍ଗବାଡି,୧୨ା୯(ଅରୁଣ ସାହୁ): ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧୀନରେ ଥିବା ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ର ବିନା ଫାର୍ମାସିଷ୍ଟରେ ଚାଲିଛି। ଫଳରେ ରୋଗୀଙ୍କୁ ଔଷଧ ବଣ୍ଟନ, ଜରୁରୀକାଳୀନ ସେବା ପ୍ରଦାନରେ ଏବେ ବ୍ୟତିକ୍ରମ ଦେଖାଯାଇଛି। ସିମନବାଡି ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁଙ୍କ ନାମରେ ଏକ ଅଭିଯୋଗ…
ଖୋଲା ବଜାରରେ ବିକ୍ରିହେଲା ନଡ଼ିଆ
ଘଟଗାଁ,୧୨ା୯(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ମାନସିକ ନଡ଼ିଆ ଗୋଦାମ ଘରେ ପଡ଼ି ନଷ୍ଟ ହେଉଥିଲା। କେହି ବ୍ୟବସାୟୀ ଟେଣ୍ଡର ଧରୁ ନ ଥିବାରୁ ମନ୍ଦିର ପରିସରରେ ଥିବା ଗୋଦାମ ଗୃହରେ ଏହାର ପରିମାଣ ୧୨ ଲକ୍ଷ…
ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି କରାଯାଉ
କଟକ,୧୨ା୯(କାର୍ତ୍ତିକ ସାହୁ):ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ରୁଜୁ ମାମଲାର ମୂଳ ଆବେଦନକାରୀ ଅଭିଷେକ ଦାସ ସୋମବାର ଏକ ମିସ୍କେସ୍ ରୁଜୁ କରିଛନ୍ତି। ଏଥିରେ ସେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନାଟମଣ୍ଡପ ମରାମତି ତୁରନ୍ତ ଆବଶ୍ୟକ ବୋଲି ଦର୍ଶାଇଛନ୍ତି…
ଟି-ଶାର୍ଟ ପାଇଁ ଅଡ଼ୁଆରେ ଜିଲାପାଳ, ଏସ୍ପି
ବାରିପଦା,୧୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ‘ଆଦିରନ’ ମାରାଥନ କାର୍ଯ୍ୟକ୍ରମରେ ଟି-ଶାର୍ଟ ପିନ୍ଧି ଜିଲାର ଦୁଇ ପ୍ରଶାସନିକ ଅଧିକାରୀ ଅଡୁଆରେ ପଡ଼ିଛନ୍ତି। ଜିଲାପାଳ ବିନୀତ ଭରଦ୍ୱାଜ ଓ ଏସ୍ପି ବି.ଗଙ୍ଗାଧର ପିନ୍ଧିଥିବା ଟି-ଶାର୍ଟରେ ନବୀନ…
ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ର ଟ୍ରାଏଲ ରନ୍
ପୁରୀ, ୧୨ା୯(ଅଜିତ ମହାନ୍ତି):କିଛି ମାସ ତଳେ ପୁରୀରୁ କୋଲକାତାକୁ ବନ୍ଦେ ଭାରତ ଏକ୍ସେପ୍ରେସ ଗଡ଼ିଥିଲା। ଖୁବଶୀଘ୍ର ପୁରୀରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ପଶ୍ଚିମ ଓଡ଼ିିଶାକୁ ଗଡ଼ିବାକୁ ଯାଉଛି। ନୂଆବର୍ଷ ପୂର୍ବରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲାକୁ ଗଡ଼ିବ…
ବିନା ଟେଣ୍ଡରରେ ଚାଲିଛି ୨.୬୮ କୋଟିର କାର୍ଯ୍ୟ
ଚାନ୍ଦବାଲି, ୧୨।୯ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ ଡାକ୍ତରଖାନା ଯୋଜନାରେ ଆରମ୍ଭ ହୋଇଛି ବିକାଶମୂଳକ କାର୍ଯ୍ୟ। ୨ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଡାକ୍ତରଖାନା ପରିସରରେ ସୌନ୍ଦର୍ଯ୍ୟକରଣ ଓ ରୋଗୀମାନଙ୍କ ବିଭିନ୍ନ ସୁବିଧା…

