ଆମ ଜିଲା ଖବର

କାଞ୍ଜିପାଣି ଘାଟିରେ ଜଳିଗଲା ଟ୍ରକ୍‌

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅଧୀନ ୪୯ନଂ. ଜାତୀୟ ରାଜପଥର କାଞ୍ଜିପାଣି ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ଆଇରନ ବୋଝେଇ ଟ୍ରକ୍‌ ନିଆଁଲାଗି ଜଳିଯାଇଛି। ଶୁଆକାଟି(ଗନ୍ଧମାର୍ଦ୍ଦନ)ଠାରୁ ଉକ୍ତ ୧୨ଚକିଆ ଟ୍ରକ୍‌ ଆଇରନ ବୋଝେଇ କରି ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ…

ଜୀବିତ ଝିଅର ଶୁଦ୍ଧିକ୍ରିୟା କଲେ ମା’ ବାପା

ମୋହନା,୧୩।୯(ମନ୍ମଥ ମିଶ୍ର) ଝିଅ ବଞ୍ଚିଥିବା ବେଳେ ଶୁଦ୍ଧିକ୍ରିୟା କଲେ ମା’ ବାପା। ଅନ୍ୟ ସମ୍ପ୍ରଦାୟର ପୁଅକୁ ବାହା ହେଲେ ବୋଲି ମଙ୍ଗଳବାର ବିବାହର ୧୧ ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

ଶଳାର ବେକ କାଟି ଭିଣେଇ ଫେରାର୍‌

କୋରାପୁଟ/ନାରାୟଣପାଟଣା,୧୨।୯(ଅମିତାଭ ବେହେରା, ରାଜକିଶୋର ଜେନା) କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଭିଣେଇ ନିଜ ଶଳାର ବେକକାଟି ଫେରାର୍‌ ହୋଇଯାଇଛନ୍ତି। ମୃତକ ଶଳା ହେଲେ ବନ୍ଧୁଗାଁ ବ୍ଲକର ମାନିଗି ବାଲସା ଗ୍ରାମର ଧର୍ମା ହିମିରିକା(୩୦)। ସୂଚନାଯୋଗ୍ୟ,…

ଛାତ୍ରୀନିବାସରେ ପୁତ୍ର ସନ୍ତାନ ଜନ୍ମ କଲେ ନାବାଳିକା

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ଏକ ବାଳିକା ବିଦ୍ୟାଳୟରେ ଜଣେ ଅନ୍ତେବାସୀ ୭ ମାସର ଗର୍ଭବତୀ ହେବା ଘଟଣାରେ ନାବାଳିକା ଜଣଙ୍କ ଶନିବାର ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏହି…

ଆଇରନ ବୋଝେଇ ଟ୍ରକରେ ନିଆଁ

କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବା ଫଳରେ ଟ୍ରକ ଚାଳକ ସେଠାରୁ ଡେଇଁ ଜୀବନ ବଞ୍ଚାଇଥିଲେ। ମଙ୍ଗଳବାର…

ଘର ଛାଡି ବିବାହ କରିବାରୁ ଝିଅର ଶୁଦ୍ଧି କ୍ରିୟା କଲେ ବାପା

ଗଜପତି,୧୨।୯(ସୁକାନ୍ତ କୁମାର ରଥ)ନିଜ ଝିଅ ବଞ୍ଚିଥିବାବେଳେ ଝିଅର ଶୁଦ୍ଧି କ୍ରିୟା କରିଛନ୍ତି ପରିବାର ଲୋକେ । କେନ୍ଦ୍ରାପଡା ଘଟଣା ପରି ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ସଞ୍ଜୁ…

ଛୁଟିରେ ଗଲେ ଶିକ୍ଷକ

ରାଇକିଆ,୧୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ପୂର୍ବରୁ ବିଭିନ୍ନ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ…

ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ : ୨ସପ୍ତାହରେ ୫ମୃତ

ବରଗଡ ୧୨।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ସ୍କ୍ରବ ଟାଇଫସ ରୋଗ ଏବେ ଆତଙ୍କ ଖେଳାଇ ଦେଇଛି। ଜିଲାରେ ଗତ ୨ସପ୍ତାହ ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଅନେକ ଆକ୍ରାନ୍ତ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଏକ…

ଧରଣୀପଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ବସି ପଢୁଛନ୍ତି ଛାତ୍ରୀଛାତ୍ର

କର୍ଲାମୁଣ୍ଡା:୧୨।୯(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ରିଂଜା ପଞ୍ଚାୟତ ଧରଣୀପଡା (ରିଂଜା)ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୪୩ ଜଣ…

ବେଆଇନ ମୋରମ ଖଣିରେ ବନ ବିଭାଗର ରାତିଅଧିଆ ଚଢାଉ, ଧରା ପଡ଼ିଲା ୨ ଟ୍ରାକ୍ଟର, ଗୋଟିଏ ଜେସିବି

କେନ୍ଦୁଝର,୧୨ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କୁଶକଳା ବିଟ ଅଫିସ ନିକଟରେ ଗତ ସୋମବାର ରାତିରେ ହାତୀ ନିରୀକ୍ଷଣ ପାଇଁ ବନ ବିଭାଗର ଏକ ଟିମ୍‌ ଯାଇଥିଲା। ତେବେ ଟିମ୍‌ ଖବର ପାଇ ସେଠାରେ ବେଆଇନ…

ଅଙ୍ଗନବାଡି କେନ୍ଦ୍ରର ଛାତରୁ ଖସିଲା ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ, କେନ୍ଦ୍ରର କର୍ମଚାରୀ ଆହତ

ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ ଖସିପଡିଛି। ସେଥିରେ ଅଙ୍ଗନବାଡି କର୍ମଚାରୀ ନିରୁପମା ସୋରେନ ଆହତ ହୋଇଛନ୍ତି। ତେବେ କେନ୍ଦ୍ରକୁ ଯାଉଥିବା ଛୋଟଛୋଟ ପିଲାମାନେ ଅଳ୍ପକେ ବର୍ତ୍ତି…

ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟ ବିକ୍ରି

ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା-ଖୁଣ୍ଟାପାଳ ଗ୍ରାମର ସିଧାସଳଖ ସଂଯୋଗ ତଥା ବ୍ଲକର ମୁଖ୍ୟାଳୟକୁ ଯିବାଆସିବା କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଘୋଳମୁଁହା ଗ୍ରାମ ଦେଇ ଯାଇଥିବା ଜମ୍ଭୀରା ନଦୀ ଉପରେ ଏକ ପୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?