ଆମ ଜିଲା ଖବର

ଗୋରୁଙ୍କୁ ବ୍ୟାପୁଛି ଚର୍ମ ବିଣ୍ଡି ରୋଗ

ବୈପାରିଗୁଡା,୮।୪ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ଅଞ୍ଚଳରେ ଗୋରୁଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପୁଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଭ୍ୟାକ୍ସିନ ନ ଥିବା କହି ପ୍ରାଣୀ ଚିକିତ୍ସା ବିଭାଗ ହାତ ଟେକି ବସିଛି। ଫଳରେ ଗୋରୁଙ୍କ ଚିକିତ୍ସା ଲାଗି ଚାଷୀ…

୧ ଏକରରେ ହେବ ନୂତନ ଉପାସନା ସ୍ଥଳୀ

ଢେଙ୍କାନାଳ ଅଫିସ, ୮।୪: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଢେଙ୍କାନାଳ ଜିଲା ଯୋରନ୍ଦା ମହିମାଗାଦି ନିକଟରେ କୌପୀନଧାରୀ ମହିମା ସମାଜ ସାଧୁସନ୍ଥଙ୍କ ପାଇଁ ନିର୍ମାଣ ହେବ ନୂତନ ଉପାସନା ସ୍ଥଳୀ। ଗାଦିମନ୍ଦିର ନିକଟବର୍ତ୍ତୀ ଦଲକ ପଡ଼ିଆ ପୋଖରୀ ପାଖରେ ଏଥିଲାଗି ୧ ଏକର…

ରେଲୱେର ଅବହେଳା ଦାୟୀ

ଛେଣ୍ଡିପଦା,୮।୪(ସ୍ବ.ପ୍ର.): ଅନୁଗୋଳ-ସମ୍ବଲପୁର ରେଳ ଲାଇନର ଜରପଡ଼ା ଗ୍ରାମ ନିକଟରେ ଗୁରୁବାର ରାତି ସାଢ଼େ ୯ଟାରେ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ପାଇଁ ରେଲଓ୍ବେର ଅବହେଳା ଦାୟୀ। ଶୁକ୍ରବାର ଘଟଣାର ତଦନ୍ତ ପରେ ଏହା ସ୍ପଷ୍ଟ କରିଛି ବନ ବିଭାଗ। ହାତୀ…

ଏକାଠି କଲା ଢେଙ୍କାନାଳ ବରା

ନା ଥିଲା ଦଳୀୟ ଭାବନା, ନା ବାଛବିଚାର। ରାଜନେତାଙ୍କଠାରୁ ଆରମ୍ଭ କରି ପଦସ୍ଥ ପ୍ରଶାସନିକ ଅଧିକାରୀ, ବ୍ୟବସାୟୀଙ୍କଠାରୁ ବରିଷ୍ଠ ନାଗରିକ। ସ୍ବାଦିଷ୍ଟ ଆଳୁଦମ୍‌ ସହିତ ମୁସୁମୁସିଆ ଗରମ ବରାର ମଜା ନେବା ବେଳକୁ ସମସ୍ତଙ୍କ ମୁହଁରୁ ଆପେ ଆପେ ବାହାରି ଆସୁଥିଲା…

ବିଭିନ୍ନ ସାହିରେ ଠାକୁରାଣୀଙ୍କ ଘଟ ପରିକ୍ରମା

ବ୍ରହ୍ମପୁର ଅଫିସ,୮।୪:  ବ୍ରହ୍ମପୁର ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାର ୪ର୍ଥ ଦିନ ଶୁକ୍ରବାର ମା’ ଠାକୁରାଣୀଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥିଲା। ଏଥିରେ ପାର୍ଶ୍ୱ ଘଟ ମଧ୍ୟ ରହିଥିଲେ। ରାତ୍ରି ପ୍ରାୟ ୯ଟା ପରେ ମା’ଙ୍କ ଘଟ ଅସ୍ଥାୟୀ…

ଆସିକା ଚିନିଶିଳ୍ପରେ ଅବ୍ୟବସ୍ଥା

ଆସିକା, ୮।୪ (ଡି.ଏନ୍‌.ଏ.):ଆସିକା ସମବାୟ ଚିନିଶିଳ୍ପରେ ଲାଗିରହିଥିବା ଅବ୍ୟବସ୍ଥାର ପ୍ରତିକାର ହୋଇପାରୁନଥିବାରୁ ଚିନିଶିଳ୍ପ ପରିଚାଳନା ପରିଷଦର କେତେକ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଗୁରୁବାର ପରିଚାଳନା ପରିଷଦର ୭ଜଣ ସଦସ୍ୟ ଭୁବନେଶ୍ୱରଠାରେ ସମବାୟ ବିଭାଗର ରେଜିଷ୍ଟ୍ରାର ଡ. ଉଦୟ ମାଝୀଙ୍କୁ…

ହାଇଓ୍ବା ଧକ୍କାରେ ଯୁବକ ମୃତ: ରାସ୍ତାରୋକୋ

ପାରାଦୀପ,୮।୪(ସ୍ବ.ପ୍ର.): ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ସବ୍‌ଷ୍ଟେଶନ ଛକର ଓଭରବ୍ରିଜ୍‌ ଗଡ଼ାଣିରେ ଶୁକ୍ରବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବିକରି ସ୍ଥାନୀୟ ଲୋକେ ସାରେ ପାରାଦୀପର ଅଠରବାଙ୍କୀ…

କ୍ୟାନ୍‌ସର ରୋଗୀଙ୍କ ପାଇଁ କେଶ ଦାନ କଲେ ସୁଦାମ

ଆରଡ଼ି, ୮।୪ (ଡି.ଏନ୍‌.ଏ.): ସମାଜସେବା ହେଉଛି ଜୀବନର ବ୍ରତ। ଛାତ୍ର ଅବସ୍ଥାରୁ ଏହି ଭାବନା ନେଇ ଲୋକଙ୍କ ସେବା ଜାରି ରଖିଛନ୍ତି। କେତେବେଳେ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଅନ୍ତି ତ ଆଉ କେତେବେଳେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି।…

ବିଜେଡିର ରଣନୀତି ପ୍ରସ୍ତୁତି

ବ୍ରଜରାଜନଗର,୮ା୪ (ଡି.ଏନ.ଏ.): ଝାରସୁଗୁଡାର ଏକ ହୋଟେଲରେ ଶୁକ୍ରବାର ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ବିଜେଡି ପକ୍ଷରୁ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ଯ୍ୟବେକ୍ଷକ ସାରଦା ନାୟକ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ…

ଝାରସୁଗୁଡ଼ା ଉପନିର୍ବାଚନ: ତାଲିକାରେ ସୁଶାନ୍ତଙ୍କ ନାଁ ନାହିଁ

ସମ୍ବଲପୁର,୮ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଦଳୀୟ ରଣନୀତିକୁ ଆଧାରକରି ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ନିର୍ବାଚନମଣ୍ଡଳୀର ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ବିଜେଡି ବରିଷ୍ଠ ନେତା ଓ…

ଚାନ୍ଦା ଆଦାୟରେ ମାତିଛନ୍ତି ମଧ୍ୟସ୍ଥ

ଯାଜପୁର ଅଫିସ,୮ା୪: ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଏବଂ ମଧ୍ୟସ୍ଥଙ୍କ ରାଜ ଚାଲିଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ହେଲେ ତଦନ୍ତ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ସୀମିତ ରହୁଥିବା ଅଭିଯୋଗ ହେଉଛି।…

ଅଭିଯୁକ୍ତଙ୍କ ଘରେ ଭଙ୍ଗାରୁଜା, ବାଇକ୍‌ ପୋଡ଼ିଲେ ଲୋକେ

ତିର୍ତ୍ତୋଲ/ରାହାମା/କୁଜଙ୍ଗ, ୮।୪ ( ଡି.ଏନ.ଏ./ସ୍ବ.ପ୍ର.): ତିର୍ତ୍ତୋଲ ଥାନା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ପଞ୍ଚାୟତର ଶିରୋଳ ଗ୍ରାମରେ ଶ୍ମଶାନ ରାସ୍ତା ମାପଚୁପକୁ କେନ୍ଦ୍ର କରି ଅଭାବନୀୟ ଘଟଣା ଘଟିଛି। ମାପଚୁପ ସ୍ଥଳରେ ଗୋଟିଏ ପରିବାରର ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri