ଛୁଟିରେ ଗଲେ ଶିକ୍ଷକ
ରାଇକିଆ,୧୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ପୂର୍ବରୁ ବିଭିନ୍ନ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ ଦୀର୍ଘଦିନ…
ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ : ୨ସପ୍ତାହରେ ୫ମୃତ
ବରଗଡ ୧୨।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ସ୍କ୍ରବ ଟାଇଫସ ରୋଗ ଏବେ ଆତଙ୍କ ଖେଳାଇ ଦେଇଛି। ଜିଲାରେ ଗତ ୨ସପ୍ତାହ ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଅନେକ ଆକ୍ରାନ୍ତ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଏକ…
ଧରଣୀପଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ବସି ପଢୁଛନ୍ତି ଛାତ୍ରୀଛାତ୍ର
କର୍ଲାମୁଣ୍ଡା:୧୨।୯(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ରିଂଜା ପଞ୍ଚାୟତ ଧରଣୀପଡା (ରିଂଜା)ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୪୩ ଜଣ…
ବେଆଇନ ମୋରମ ଖଣିରେ ବନ ବିଭାଗର ରାତିଅଧିଆ ଚଢାଉ, ଧରା ପଡ଼ିଲା ୨ ଟ୍ରାକ୍ଟର, ଗୋଟିଏ ଜେସିବି
କେନ୍ଦୁଝର,୧୨ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କୁଶକଳା ବିଟ ଅଫିସ ନିକଟରେ ଗତ ସୋମବାର ରାତିରେ ହାତୀ ନିରୀକ୍ଷଣ ପାଇଁ ବନ ବିଭାଗର ଏକ ଟିମ୍ ଯାଇଥିଲା। ତେବେ ଟିମ୍ ଖବର ପାଇ ସେଠାରେ ବେଆଇନ…
ଅଙ୍ଗନବାଡି କେନ୍ଦ୍ରର ଛାତରୁ ଖସିଲା ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ, କେନ୍ଦ୍ରର କର୍ମଚାରୀ ଆହତ
ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ ଖସିପଡିଛି। ସେଥିରେ ଅଙ୍ଗନବାଡି କର୍ମଚାରୀ ନିରୁପମା ସୋରେନ ଆହତ ହୋଇଛନ୍ତି। ତେବେ କେନ୍ଦ୍ରକୁ ଯାଉଥିବା ଛୋଟଛୋଟ ପିଲାମାନେ ଅଳ୍ପକେ ବର୍ତ୍ତି…
ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟ ବିକ୍ରି
ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା-ଖୁଣ୍ଟାପାଳ ଗ୍ରାମର ସିଧାସଳଖ ସଂଯୋଗ ତଥା ବ୍ଲକର ମୁଖ୍ୟାଳୟକୁ ଯିବାଆସିବା କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଘୋଳମୁଁହା ଗ୍ରାମ ଦେଇ ଯାଇଥିବା ଜମ୍ଭୀରା ନଦୀ ଉପରେ ଏକ ପୋଲ…
ବର୍ଷାରେ ଧୋଇଗଲା ରାସ୍ତା
ଦାରିଙ୍ଗବାଡି,୧୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ପାଣିଗଣ୍ଡା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ହେଲେ ମଙ୍ଗଳବାର ଲଘୁଚାପଜନିତ ବର୍ଷାରେ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଧୋଇ ହୋଇଯିବା ସହ ବଡ଼ ଖାଲଖମା ସୃଷ୍ଟି ହୋଇ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମାତ୍ର…
କୋରାପୁଟରେ ୯୩୭.୧ ମିମି ବର୍ଷା
କୋରାପୁଟ,୧୨।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ମଙ୍ଗଳବାର ୯୩୭.୧ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର ସେମିଳିଗୁଡା ବ୍ଲକରେ ସର୍ବାଧିକ ୨୦୮ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ଗତ କିଛି ଦିନ ତଳେ ଜିଲାର ସେମିଳିଗୁଡା ସହର ଓ…
ରାସ୍ତା ନାହିଁ: ନାଳ ପାର୍ ହେଉଛନ୍ତି ଗ୍ରାମବାସୀ
ଘଣ୍ଟାପଡ଼ା, ୧୨ା୯(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ନାଦେନ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ରାସ୍ତା ଖରାପ ଯୋଗୁ ବର୍ଷା ଦିନେ ଲୋକଙ୍କ ସମସ୍ୟା ଦିଗୁଣିତ ହୋଇଯାଏ। ଏହି ଗାଁକୁ ଯାଇଥିବା ରାସ୍ତା ଉପରେ ପଞ୍ଚାୟତର…
ବସ୍ରେ ଗୋରୁ ଚାଲାଣ
ବାଲେଶ୍ବର,୧୨।୯(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସେରଗଡ଼ ଟୋଲଗେଟ୍ ନିକଟରୁ ୯ରୁ ଅଧିକ ଗୋରୁଙ୍କୁ ଏକ ବସରେ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଛି। ବସ୍ଟି ପୂର୍ବରୁ ଏମିତି ଗୋରୁ ଚାଲାଣ କରୁଥିବା ବେଳେ ୪/୫ ଥର ଖସି ଯାଇଥିଲା। ହେଲେ ସୋମବାର…
ଫ୍ଲୋରାଇଡ୍ଯୁକ୍ତ ପାଣି ବ୍ୟବହାର କରୁଛନ୍ତି ଛାତ୍ରୀଛାତ୍ର
ନୂଆପଡ଼ା,୧୨।୯(ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ କରିବା ଛାତ୍ରୀଛାତ୍ରଙ୍କ ଉତ୍ସାହ ବଢାଇବା ପାଇଁ ପୋଷାକଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖେଳ ସାମଗ୍ରୀ…
୭୨ ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ବ କୋଠା ନାହିଁ
ଭବାନୀପାଟଣା,୧୨।୯(ଉତ୍ତମ କୁମାର ଦାଶ): ଗୋଟେ ବର୍ଷ ନୁହଁ କି ୨ ବର୍ଷ ନୁହଁ। ଦୀର୍ଘ ୭୨ ବର୍ଷର ପୌରପାଳିକାର ନିଜସ୍ବ କାର୍ଯ୍ୟାଳୟ ଗୃହ ନ ଥିବା ସାଧାରଣରେ ଏବେ ଚର୍ଚ୍ଚାର ବିଷୟ। ପୌରପାଳିକା ସ୍ଥାପନରୁ ବର୍ତ୍ତମାନ ଯାଏଁ ରାଜୁଡା ଅମଳର ନିର୍ମିତ…

