ଆମ ଜିଲା ଖବର

ଟେନ୍‌ଶନ ଦେଉଛିି ଆବାସ ଯୋଜନା

ନୟାଗଡ଼,୩।୭(ଲୋକନାଥ ମିଶ୍ର): ଆଉ କିଛି ମାସ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ କାର୍ଯ୍ୟାଦେଶ ବଣ୍ଟନ ଶାସକ ଓ ବିରୋଧିଙ୍କୁ ଅଡୁଆରେ ପକାଇଛି। ଯୋଜନାରେ ନୂଆ ହିତାଧିକାରୀ ଯୋଡି ହୋଇ ପାରୁନାହାନ୍ତି। ତେବେ…

ପରିତ୍ୟକ୍ତ ସରନାଳକୁ ନେଇ ଚିନ୍ତା

ଖଣ୍ଡପଡ଼ା,୩ା୭(ଅଜୟ କୁମାର ମହାରଣା): ଦୀର୍ଘବର୍ଷରୁ ଅକୁରାବନ୍ଧ ଗାଁ ମୁଣ୍ଡରେ ଥିବା ସରନାଳ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ପାଣି ଉପରେ ଦଳ, ଘାସ ଓ ମେଘଡ଼ମ୍ବରୁ ଗଛର ଏକ ଆସ୍ତରଣ ଜମି ଏହା ଏକ ଖେଳ ପଡ଼ିଆର ଭ୍ରମ…

ଦୂଷିତ ପାନୀୟଜଳ ଯୋଗାଣ ନେଇ ଅସନ୍ତୋଷ

ପୋଲସରା,୩ା୭(ସୁବ୍ରତ ବେହେରା): ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ଦୂଷିତ ପାନୀୟଜଳ ଯୋଗାଣକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ପକ୍ଷରୁ ବସୁଧା ଯୋଜନାରେ ଗ୍ରାମ ମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କାର୍ଯ୍ୟ କରୁଛନ୍ତି। ହେଲେ ଢୁଙ୍କାପଡ଼ା ଗ୍ରାମରେ…

ଗୁମ୍ମା ମିନି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ନିମ୍ନମାନର

ପାରଳାଖେମୁଣ୍ଡି,୩ା୭(ଗିରିଧାରୀ ପରିଚ୍ଛା): ସରକାର ଉପାନ୍ତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ଅଞ୍ଚଳର ବିକାଶ ନାଁରେ ହରିଲୁଟ ଚାଲିଛି। ଗଜପତି ଜିଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ।…

୫ ବର୍ଷ ହେଲା ଅଧାପନ୍ତରିଆ ଯାତ୍ରୀ ବିଶ୍ରାମାଗାର

ଦାରିଙ୍ଗବାଡି/ ବ୍ରାହ୍ମଣିଗାଁ, ୩/୭: (ଅରୁଣ ସାହୁ /ମନୋରଞ୍ଜନ ରଣା)ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡ ପଞ୍ଚାୟତ ପୀଡିକାରିପି ଗ୍ରାମରେ ଥିବା ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଉକ୍ତ ଗ୍ରାମଟି ଦୁର୍ଗମ ଅଞ୍ଚଳରେ ରହିଥିବା…

ସରକାରୀ ଜମିରେ ଚାଲିଛି ଇଟା କାରଖାନା

ଜେନାପୁର,୩ା୭(ଅଶୋକ ଦାସ): ଧର୍ମଶାଳା ତହସିଲ ଅଧୀନ ପୁରୁଣା ବୋଉଳମାଳ ପଞ୍ଚାୟତର ସୁକୁଟିଝର ମୌଜାରେ ଥିବା ସରକାରୀ ଜମିରେ ବେଆଇନ ଭାବେ ଚାଲୁଛି ୨ ଇଟା କାରଖାନା। କାରଖାନା ହୋଇଥିବା ସ୍ଥାନ ଜଙ୍ଗଲ ଜମି, ଦାଣ୍ଡି, ସର୍ବସାଧାରଣ ଜାଗା ବୋଲି ସରକାରୀ ରେକର୍ଡରେ…

ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୩ା୭(ସୁଶାନ୍ତ ବେହୁରିଆ): ଯାଜପୁର ବିରଜା ମନ୍ଦିରଠାରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଉକ୍ତ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ବିରଜା ମନ୍ଦିରଠାରୁ ୪ କି.ମି. ରାସ୍ତା ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବାବେଳେ…

୯ ବର୍ଷରେ ୨୬ ହରିଣ ମୃତ

ଜଗତ୍‌ସିଂହପୁର,୩ା୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହରରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍‌ଏଫ୍‌)। ଏହା ଭିତରେ ରହୁଛନ୍ତି ପାଖାପାଖି ୩୦୦ଟି ହରିଣ (ସ୍ପଟେଡ୍‌ ଡିୟର) । ଏହି ହରିଣମାନଙ୍କ ଯୋଗୁ ପ୍ରତିବର୍ଷ ଶୀତଦିନେ ଧଳତଙ୍ଗଗଡ଼କୁ…

କେନ୍ଦ୍ରାପଡ଼ା ସହର ମାଷ୍ଟର ପ୍ଲାନ୍‌କୁ ଅପେକ୍ଷା କରିଛି

କେନ୍ଦ୍ରାପଡ଼ା,୩ା୭ (ଜଗନ୍ନାଥ ଧଳ): ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଶାସକ ଦଳ ପକ୍ଷରୁ ବିଳମ୍ବିତ ହୋଇଥିବା ପ୍ରକଳ୍ପକୁ ସାରିବାକୁ ତତ୍ପରତା ପ୍ରକାଶ ପାଉଛି। ଏହିକ୍ରମରେ ସହରର ମୁଖ୍ୟସ୍ଥଳ ତିନିମୁହାଣୀ ଛକରେ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ଗସ୍ତର ସ୍ମୃତି ପାଇଁ ପ୍ରତିମୂର୍ତ୍ତି ସ୍ଥାପନ…

କ୍ରଶର ୟୁନିଟ୍‌ ନିର୍ମାଣରେ ବିଳମ୍ବ

ଯାଜପୁର,୩ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ୨୦୨୧ ଜାନୁୟାରୀରେ ଧର୍ମଶାଳା ତହସିଲ ଏବଂ ଫେବୃୟାରୀରେ ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ପଥର ଭଙ୍ଗା କ୍ରଶରଗୁଡିକ ଉଚ୍ଛେଦ ହୋଇଥିଲା। ପରିବେଶ ନିୟମ ଓ ସାଇଟିଂ କ୍ରାଇଟେରିଆ ବାହାରେ ଚାଲୁଥିବା କ୍ରଶରଗୁଡ଼ିକୁ ଉଚ୍ଛେଦ…

ଜୁଇରୁ ଫେରାଇ ଆଣିଲେ ମୃତଦେହ

ଉଦଳା (ସନ୍ତୋଷ କୁମାର ବାଚ୍ଛିନୀ)/ବାରିପଦା (ନୀଳାଦ୍ରି ବିହାରୀ ଦଣ୍ଡପାଟ), ୩।୭: ଜୁଇ ସଜଡ଼ା ସରିଥିଲା। ଆଉ କିଛି ସମୟ ଅନ୍ତିମ ସଂସ୍କାର ହୋଇଥାନ୍ତା। ହେଲେ ମୃତକ ବଞ୍ଚତ୍ଥିବା କହି ଗୁଣିଆଙ୍କୁ ଡାକିଲେ ପରିବାର ଲୋକେ। ଗୁଣିଗାରେଡ଼ି ସହ ମୃତଦେହକୁ ଝଡ଼ାଫୁଙ୍କା କରିଥିଲେ।…

ଘରୋଇ କ୍ଷୀର କମ୍ପାନୀର ବିଷାକ୍ତ ପାଣି ଯୋଗୁ ଫସଲ କ୍ଷତି, ବ୍ୟାପୁଛି ଚର୍ମରୋଗ

ଗୋପ,୩।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ- କୋଣାର୍କ ରାସ୍ତାର ଶାରଡ଼ା ଛକ ନିକଟରେ ଥିବା ଏକ ଘରୋଇ କ୍ଷୀର କମ୍ପାନୀର ଜଳ ଓ ବାୟୁ ପ୍ରଦୂଷଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏପରି ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରରେଗ୍ରାମବାସୀ ଆସନ୍ତା ୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri