ଆମ ଜିଲା ଖବର

ଖୁଚୁରା ଗ୍ରହଣ କରୁନାହାନ୍ତି ଦୋକାନୀ

କୁତ୍ରା,୩ା୭(ଦେବାଶିଷ ସାହୁ): କୁତ୍ରା ଅଞ୍ଚଳରେ ଟଙ୍କିକିଆ, ୨ଟଙ୍କିଆ କଏନ ବର୍ତ୍ତମାନ ସ୍ଥିତିରେ କେହି ନେବାକୁ ରାଜି ହେଉନାହାଁନ୍ତି। ଫଳରେ ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ପାନ ଦୋକାନ, ଚା’ ଦୋକାନ, ପରିବା ଦୋକାନ ଏବଂ ବଡ଼ବଡ଼ ବ୍ୟବସାୟୀ ମଧ୍ୟ…

ଚାଷୀଙ୍କ ପରିବା, ଲାଭ ଖାଉଛନ୍ତି ବ୍ୟବସାୟୀ

ବରଗଡ଼ ଅଫିସ୍‌,୩।୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଏକ କୃଷିଭିତ୍ତିକ ଜିଲା। ଜିଲାରେ ଧାନ ଭଳି ଲଙ୍କାଠାରୁ ଆରମ୍ଭ କରି କୋବି, ବାଇଗଣ, ଟମାଟୋ, ପୋଟଳ, ଜହ୍ନି, କଖାରୁ, ଭେଣ୍ଡି, କଲରା, କାକୁଡ଼ି ଆଦି ପରିବା ଚାଷ ହୋଇଥାଏ। ଜିଲାର ଅମ୍ବାଭୋନା ବ୍ଲକ…

ନିମ୍ନମାନର ଡ୍ରେନ୍‌ କାମ, ଭାଙ୍ଗିଲାଣି ସ୍ଲାବ୍‌

ନବରଙ୍ଗପୁର,୩।୭ (ସଦାସିବ ପ୍ରହରାଜ): ନବରଙ୍ଗପୁର ପୌରାଞ୍ଚଳର ୧୨ନମ୍ବର ୱାର୍ଡର ସାଇନଗର ୩ ନଂ ଗଳିରେ ପୌର ସଂସ୍ଥା ପକ୍ଷରୁ ରାସ୍ତା କଡ଼ରେ ଡ୍ରେନ ନିର୍ମାଣ କରାଯିବା ସହ ତା’ ଉପରେ ସିମେଣ୍ଟ ସ୍ଲାବ୍‌ ପକାଯାଇଥିଲା। ମାତ୍ର ଏହି କାମ ନିମ୍ନମାନର ହୋଇଥିବା…

ମକା ବିହନରୁ ବାହାରିଲାନି ଗଜା, ଚିନ୍ତାରେ ଚାଷୀ

ଉମରକୋଟ,୩।୭(ସନ୍ତୋଷ ଶତପଥି): ଏକ ନାମୀଦାମୀ ମକା କମ୍ପାନୀର ବିହନ ଲଗାଇ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୌସୁମୀର ଆଗମନ ଖବର ଶୁଣିବା ମାତ୍ରେ ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା,…

ଗାଁ ଦାଣ୍ଡରେ ଚାଲିଛି ପିଲାଙ୍କ ପ୍ରାକ୍‌ଶିକ୍ଷା

ନନ୍ଦପୁର,୩ା୭ (ଶଙ୍କର ପୂଜାରୀ): ୦ରୁ ୬ ବର୍ଷ ଯାଏ ପିଲାଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକରେ ପୁଷ୍ଟିକର ଖାଦ୍ୟ, ଶୈକ୍ଷିକ ବାତାବରଣରେ ପ୍ରାକ୍‌ଶିକ୍ଷା ପ୍ରଦାନ ନେଇ ସରକାର ବ୍ୟବସ୍ଥା କରିଛନ୍ତି। ଏହାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପରିଚାଳନା କରୁଛି। ମାତ୍ର ନନ୍ଦପୁର…

ଫେରାଇଲେଣି ଟଙ୍କା, ଚପାଇ ଦେବାକୁ ଉଦ୍ୟମ

ବଇଣ୍ଡା,୩।୭(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ରାଧାମାଧବ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍‌ ସାର୍ଟିଫିକେଟ୍‌ ପ୍ରଦାନ ବେଳେ ଟଙ୍କା ଆଦାୟ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି। ଜଣେ ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ଘରକୁ ଯାଇ ଟଙ୍କା ଫେରସ୍ତ କରିବା ସହ…

ଆଶ୍‌ପଣ୍ଡ ପାଉଁଶରେ ଡ୍ରେନ୍‌ ଜାମ୍‌

କଣିହାଁ,୩।୭(ସଚ୍ଚିଦାନନ୍ଦ ପ୍ରଧାନ): କଣିହାଁ  ବ୍ଲକ ଏନ୍‌ଟିପିସି ପ୍ରକଳ୍ପର ଏକ ଆଶ୍‌ ପାଇପ୍‌ ଫାଟି ଯିବାରୁ ଗୁରୁବାର ପ୍ରାୟ ୩୦ ମିନିଟ୍‌ ଧରି ମାଡୁଆ ମନ୍ଦିର ନିକଟ ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା। ପାଉଁଶ ପାଣିରେ ରାସ୍ତା ପାର୍ଶ୍ୱରେ ଥିବା…

ଜୁନ୍‌ରେ ସ୍ବାଭାବିକଠାରୁ ଅଧିକ ବର୍ଷା

ଢେଙ୍କାନାଳ,୩ା୭(ରତନ ନାୟାର): ମୌସୁମୀ ବାୟୁ ପ୍ରବାହରେ ଢେଙ୍କାନାଳ ଜିଲାରେ ଜୁନ୍‌ରେ ଭଲ ବର୍ଷା ହୋଇଛି। ଚାଷ ପାଇଁ ପାଗ ଅନୁକୂଳ ଥିବାରୁ ଧାନ ବୁଣା ଜୋର୍‌ ଧରିଛି। ହାତୀ ଉପଦ୍ରବ ରୋକାଯାଇପାରିଲେ ଭଲ ଧାନ ଉତ୍ପାଦନ ହେବ ବୋଲି ଚାଷୀମାନେ ଆଶାବ୍ୟକ୍ତ…

କେନ୍ଦୁଝର-ଖୋର୍ଦ୍ଧା ମେମୁ ଇଞ୍ଜିନରେ ତ୍ରୁଟି

ଢେଙ୍କିକୋଟ୍‌,୩ା୭(ନୀଳମଣି ମଣ୍ଡଳ): କେନ୍ଦୁଝର-ଖୋର୍ଦ୍ଧା ମେମୁ ସ୍ପେସିଆଲ ଟ୍ରେନ୍‌ ଇଞ୍ଜିନରେ ତ୍ରୁଟି ଯୋଗୁ ବସନ୍ତପୁର ସୀତାବିଞ୍ଜ ଷ୍ଟେଶନ ମଝିରେ ଅଟକି ରହିଥିଲା। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଯାତ୍ରୀ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହୋଇଥିଲେ। ପରେ ଅନ୍ୟ ଏକ ଇଞ୍ଜିନ ଲଗାଯାଇ…

ଆନ୍ଧ୍ର ଚାଷୀଙ୍କ ଦଖଲରେ ଚାଷ ଜମି

ସୋନପୁର,୩ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ହଜାର ହଜାର ଏକର ଚାଷଜମି ଏବେ ଆନ୍ଧ୍ରଚାଷୀଙ୍କ ଦଖଲରେ ରହିଛି। ଜିଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଆନ୍ଧ୍ର ଚାଷୀମାନେ ଧାନ ଚାଷ କରୁଥିବା ବେଳେ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକରେ ଧାନ,…

ଚାହିଦା କମିଲେ ବି ବଞ୍ଚିଛି କଣ୍ଢେଇ ଯାତ୍ରା

ବ୍ରହ୍ମପୁର,୩ା୭(ସ୍ମୃତି ରଞ୍ଜନ ମହାଲିକ): ପୂର୍ବରୁ କଣ୍ଢେଇର ଚାହିଦା ଢେର ଅଧିକ ରହିଥିଲା। କାୈଣସି ଯାତ୍ରା ପଡ଼ିଲେ ମାଟି ଓ କାଠରେ ତିଆରି ଭଳିକି ଭଳି କଣ୍ଢେଇ କିଣିବାକୁ ଛୋଟ ପିଲାଙ୍କ ଭିଡ ଜମୁଥିଲା। ଅଭିଭାବକମାନେ ମଧ୍ୟ କଣ୍ଢେଇ କିଣି ଦେଇ ପିଲାଙ୍କୁ…

ବୈତରଣୀ ନଦୀବନ୍ଧରୁ ଧସିଲା ପଥର ପ୍ୟାକିଂ

ଆରଡ଼ି,୩।୭(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସାଠିବାଙ୍କୁଡ଼ା ନିକଟରେ ବୈତରଣୀ ନଦୀବନ୍ଧରେ କାମ ଚାଲୁ ରହିଥିବା ବେଳେ ରବିବାର ପ୍ରାୟ ୫୦ ଫୁଟ୍‌ ପଥରପ୍ୟାକିଂ ନଦୀଗର୍ଭକୁ ଧସିଯାଇଛି। ବର୍ଷା ପୂର୍ବରୁ ନଦୀବନ୍ଧ ଧସିଥିବାରୁ ସ୍ଥାନୀୟ ଅଧିବାସୀ ଭୟଭୀତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri