ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ
କାଏମା,୧୦ା୭( ଶିବପ୍ରସାଦ ମହାନ୍ତି) : ଜଳ ହିଁ ଜୀବନ। ହେଲେ ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନକୁ ଦିନ ଜଳସ୍ତର କମି ଚାଲିଥିବାରୁ ବିଭିନ୍ନ ଗ୍ରାମରେ ଦେଖା ଦେଇଛି ଜଳ ସଙ୍କଟ। ଅନେକ ଗାଁରେ ସ୍ବଚ୍ଛ ପାନୀୟ ଜଳ ମିଳୁନାହିଁ। ଏପରି ସମସ୍ୟାରେ…
ସାତ ସପନ ହୋଇଛି ଆବାସ ଯୋଜନା
ଜେନାପୁର,୧୦ା୭(ଅଶୋକ ଦାସ) : ରାଜ୍ୟ ସରକାର ଗରିବ ଖଟିଖିଆମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ କେତେଜଣ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତାର ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀମାନେ ପାଇପାରୁନାହାଁନ୍ତି। ଏଭଳି ଏକ ଅଭିଯୋଗ ଯାଜପୁର…
ବିକାଶ ପ୍ରତିଶ୍ରୁତି ଧୂଆଁବାଣ
ଯାଜପୁର,୧୦ା୭(ହର୍ଷବର୍ଦ୍ଧନ ବେହେରା): ୧୨୮ ବର୍ଷର ପୁରାତନ ଯାଜପୁର ରୋଡ ରେଳଷ୍ଟେଶନ ସବୁକ୍ଷେତ୍ରରେ ଅବହେଳିତ। ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ସହରର ମଧ୍ୟ ଭାଗରେ ଥିବା ଏହି ଷ୍ଟେଶନକୁ ଲାଗି ଗୁଡସ୍ ସେଡ୍ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏହାବାଦ୍…
ଫସଲ ବୀମାରୁ ବଞ୍ଚିତ ଅଣଋଣୀ ଚାଷୀ
କେନ୍ଦ୍ରାପଡ଼ା,୧୦ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର କୃଷି ଉତ୍ପାଦ ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା। ବର୍ଷା ଓ ବନ୍ୟା ସମୟରେ କ୍ଷେତରୁ ଜଳ ନିଷ୍କାସନ ନ ହେବାରୁ ଫସଲ ନଷ୍ଟ ହେଉଛି। ସେହିପରି ଜଳସେଚନ କ୍ଷେତ ଜମି ଅତି…
ପରିବା ଦର ନିୟନ୍ତ୍ରଣ ବାହାରେ
ଜଗତ୍ସିଂହପୁର, ୧୦ା୭ (ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଜିଲାରେ ସମ୍ପ୍ରତି ପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏବେ କୌଣସି ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ଟମାଟୋ କିଲୋଗ୍ରାମ ପ୍ରତି ଦର ୧୨୦ ଟଙ୍କାରେ ପହଞ୍ଚତ୍ଥିବା ବେଳେ ବିନ୍…
କର୍ମଚାରୀ ଅଭାବରୁ କୃଷି ଯୋଜନା ଦିଗହରା
ଏରସମା,୧୦ା୭ (ଦୀପ୍ତି ଖଣ୍ଡୁଆଳ): ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବିଶେଷକରି କର୍ମଚାରୀ ଅଭାବ କାରଣରୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ଏରସମା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ…
ସଂସ୍କୃତ ଭାଷା ନ ବଞ୍ଚିଲେ ସଂସ୍କୃତି ଲୋପ ପାଇବ
କେନ୍ଦ୍ରାପଡ଼ା,୧୦ା୭ (ଜଗନ୍ନାଥ ଧଳ): ଦିନ ଥିଲା ସଂସ୍କୃତ ଭାଷା ଦେଶବାସୀଙ୍କ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା। ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ସକ୍ଷମ ହେଉଥିଲା। ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଆର୍ଯ୍ୟ…
ତାଳ, ହେନ୍ତାଳ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବ
ମହାକାଳପଡ଼ା,୧୦ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଚଳିତ ମୌସୁମୀ ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ଆଶଙ୍କା ରହିଛି ବୋଲି ସରକାରୀ ସ୍ତରରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କୁହାଯାଇଛି। ବିଶେଷକରି ଚଳିତବର୍ଷରେ ପ୍ରଶାନ୍ତ ମହାସାଗର ପାର୍ଶ୍ୱରୁ ସ୍ଥଳ…
ପୁଣି ଜୋର୍ ଧରିଲା ବୈତରଣୀରୁ ବାଲି ଚାଲାଣ
ଯାଜପୁର/କୋରେଇ,୧୦ା୭(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀ ଗର୍ଭରୁ ସାଆଁଲା-୨ ଓ ଶାଳବା ଘାଟରୁ ବାଲି ଚୋରା ଚାଲାଣ ପୁଣି ଜୋର ଧରିଛି। କିିଛି ମାସ ତଳେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି, ଆନ୍ଦୋଳନ ହେବା…
ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ
ମାଲକାନଗିରି,୧୦ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ ଚମ୍ପାଖାରି ଘାଟି ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ସଦରମହକୁମା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡିବିଏଫ୍ ଯବାନ ବିଶ୍ୱନାଥ…
କରିପାରିଲେନି ଜଳାଭିଷେକ, ମନ୍ଦିରରେ ଚାଲିଗଲା ବୋଲବମ୍ ଭକ୍ତଙ୍କ ଜୀବନ
ଦେବଗଡ଼,୧୦ା୭(ଶଶାଙ୍କ ଶେଖର ଝାଙ୍କର): ମନ୍ଦିରରେ ଜଣେ ବୋଲ୍ବମ୍ ଭକ୍ତଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ଼ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡ଼େଶ୍ୱର ମନ୍ଦିରରେ। ମୃତକ ଜଣକ ହେଲେ ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୂତି…
ଜଙ୍ଗଲରୁ ମିଳିଲା କଙ୍କାଳ
ରେଢାଖୋଲ,୯ା୭(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ଚାରମାଳ ପୋଲିସ ରବିବାର ଲମ୍ବଖେତା ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଜବତ କରିଛି। ଏ ନେଇ ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିିଥିବା ଥାନା ଅଧିକାରୀ ପବିତ୍ର…
Archives


