ଆମ ଜିଲା ଖବର

ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର: ସ୍ଥାୟିତ୍ୱ ନେଇ ସନ୍ଦେହ

ନିିଶ୍ଚିନ୍ତକୋଇଲି,୬।୧୧(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ବ୍ଲକ ୮ ନମ୍ବର କେନାଲ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ସେତୁର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ…

କାମରେ ଆସୁନି ସୌରଚାଳିତ ଆଲୋକୀକରଣ

ନିରାକାରପୁର,୬ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ସାନରାଉତପଡ଼ା ପଞ୍ଚାୟତ ମୂଳୀଝରଗଡ଼ ଠାରେ ରହିଛି ମା’ଉଗ୍ରତାରାଙ୍କ ପୀଠ। ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ସବୁ ସମୟରେ ଭକ୍ତମାନେ ଆସିବା ସହ ଗହଳି ଲାଗି ରହିଥାଏ। ୧୬…

ବଢ଼ିଚାଲିଛି ପିଆଜ ଦର

ପାରଳାଖେମୁଣ୍ଡି,୬ା୧୧ (ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଟଙ୍କାରେ ପହଁଚିଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ ଓ…

ଆବାସ ଯୋଜନାରେ ଅନିୟମିତତା

ନୟାଗଡ଼,୬।୧୧ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବଡ଼ଗୋରଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଲାଞ୍ଚ ଦେଲେ ବିଲ୍‌ ମିଳୁଛି ବୋଲି ଅଭିଯୋଗ ହେଉଛି। ଲାଞ୍ଚ ଦେଲେ ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ଥିଲେ ବି କାଗଜାତରେ ସମ୍ପୂର୍ଣ୍ଣ ହୋଇ ଫାଇନାଲ ବିଲ୍‌…

ବର୍ଷା ନାହିଁ, ଉଜୁଡ଼ିବାକୁ ବସିଛି ଧାନଫସଲ

ରଣପୁର,୬ା୧୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଏନଏସି ସହିତ ବ୍ଲକର ୩୭ ପଞ୍ଚାୟତରେ ଚଳିତବର୍ଷ ଅନିୟମିତ ବର୍ଷା ଲାଗି ରହିଥିଲା। ଏଥିସହିତ ବହୁ ଦିନ ବର୍ଷା ହୋଇ ନ ଥିବାରୁ ଧାନ ଫସଲ ଉଜୁଡିବାରେ ଲାଗିଛି। ଚାଷୀ ବହୁ କଷ୍ଟରେ…

ଗାଁରେ ସୁନାଖଣି, ଲୋକଙ୍କୁ ଜୁଟୁନି ଦାନା

କେନ୍ଦୁଝର,୬ା୧୧(ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ଲୁହାପଥର, ମାଙ୍ଗାନିଜ ଆଦି ଖଣି ରହିଛି। ଯାହା ଜିଲାର ଆର୍ଥିକସ୍ଥିତି ସୁଦୃଢ଼ କରୁଥିବା ବେଳେ କିଛି ମାସ ତଳେ ଜିଲାରେ ସୁନା ଖଣିର ସନ୍ଧାନ ମିଳିଛି। ବିଶେଷ କରି ଖଣି ଶୂନ୍ୟ ତେଲକୋଇ ବ୍ଲକ୍‌ ଏବଂ…

କୀଟନାଶକ ପରିବର୍ତ୍ତେ ଏବେ ଆଲୋକ ଯନ୍ତା

କଟକ,୬ା୧୧ (ସୁପ୍ରିୟା ପ୍ରିୟଦର୍ଶିନୀ): ଏଣିକି ଫସଲ ନଷ୍ଟ କରୁଥିବା ପୋକ ବା କୀଟମାନଙ୍କୁ ମାରିବା ପାଇଁ ଚାଷୀଙ୍କୁ ଆଉ କ୍ଷତିକାରକ ରସାୟନ ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ଫସଲକୁ କୀଟ ଦାଉରୁ ରକ୍ଷା କରିବା ପାଇଁ ଉଦ୍ଭାବନ ହୋଇଛି ଏକ ଯନ୍ତା,…

ବିଧାୟକଙ୍କ ହସ୍ତକ୍ଷେପ ପରେ ମେଡିକାଲରୁ ଗାଁକୁ ଆସିଲା ମୃତଦେହ

ଗୋପାଳପୁର,୫ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗ୍ରାମର ନାରାୟଣ ସାହୁ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ପରିବାର ଲୋକ ତାଙ୍କ ପାର୍ଥିବ ଶରୀରକୁ ଗାଁକୁ ଆଣିବାକୁ ଆର୍ଥିକ ଭାବେ ଅସମର୍ଥ ହୋଇପଡିଥିଲେ। ଏ…

ଓଲଟିଲା ଟ୍ରକ୍‌: ଚାଲିଗଲା ୧୫ ଗୋରୁଙ୍କ ଜୀବନ

ତେଲକୋଇ/କେନ୍ଦୁଝର ୫ା୧୧(ରଞ୍ଜିତ ବିଶ୍ବାଳ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଝାବାହାଲ ବସ୍‌ଷ୍ଟାଣ୍ଡ ନିକଟରେ ଏକ ଗୋରୁବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ଫଳରେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୧୫ ଗୋରୁଙ୍କ ମୃତ୍ୟୁ ଘଟିଛି।…

ଗାଁ ଛାଡୁନାହାନ୍ତି ହାତୀପଲ

ଭଞ୍ଜନଗର,୫।୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଗତ କିଛି ଦିନ ମଧ୍ୟରେ ହାତୀପଲ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀମାନେ ଚିନ୍ତିତ ଅଛନ୍ତି। ଗତ ସପ୍ତାହରେ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ିରେ ହାତୀପଲ…

ପୋଲିସ ଆଗରେ ଥାନା ଭଙ୍ଗାରୁଜା କଲେ ଯୁବଗୋଷ୍ଠୀ

ବରଗଡ଼,୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନାରେ ରବିବାର ତୁମୁଳକାଣ୍ଡ ଘଟିଛି। ଶତାଧିକ ଲୋକେ ଅତର୍କିତ ଭାବେ ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଫଳରେ ଥାନାରେ ରହିଥିବା କମ୍ପୁଟର, ଚୌକି, ଟେବୁଲ ଆଦି ଭାଙ୍ଗି ଚୂରମାର୍‌ ହୋଇଯାଇଥିବା ସୂଚନା…

କାର୍ତ୍ତିକରେ କନ୍ଦାଉଛି ପିଆଜ, ଦର ଖସିବ କେବେ…

ପାରଳାଖେମୁଣ୍ଡି,୫ା୧୧(ଗିରିଧାରୀ ପରିଛା): ଗଜପତି ଜିଲାରେ କନ୍ଦାଉଛି ପିଆଜ, ଲଗାତାର ବଢି ଚାଲିଛି ଦର। ଗତ କିଛି ଦିନ ତଳେ ପିଆଜ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ୮୦ ଟଙ୍କାରେ ପହଞ୍ଚିଲାଣି। ନାସିକରେ ପିଆଜ ମହଙ୍ଗା କାରଣରୁ ଓ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?