ଆମ ଜିଲା ଖବର

ପଞ୍ଚଭୂତରେ ଲୀନ ହେଲେ ଶହୀଦ ଯବାନ

ଭବାନୀପାଟଣା/ତୁଣ୍ଡଲା,୧୯।୧୧(ଉତ୍ତମ କୁମାର ଦାଶ/ଫିରୋଜ କୁମାର ଦାଶ): ତ୍ରିପୁରା-ବାଂଲାଦେଶ ସୀମାନ୍ତ ଲଙ୍କାମୋରାରେ ଗତ ଶୁକ୍ରବାର ଶହୀଦ ହୋଇଥିଲେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ଈଶର ଚନ୍ଦ୍ର ଦୋରା। ରବିବାର ମଧ୍ୟାହ୍ନରେ ନିଜ ଜନ୍ମ ମାଟି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡିରେ ପହଞ୍ଚି ଥିଲା…

କୀଟନାଶକ ପିଇ ଜୀବନ ହାରିଲେ: କାରଣ ଖୋଜୁଛି ପୋଲିସ

ଗୋପାଳପୁର, ୧୯।୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧୀନ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି କୀଟନାଶକ ପିଇ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ରବିବାର ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଖଗେଶ୍ୱର ରେଡି…

ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ ଏକ ଜଙ୍ଗଲରୁ ରବିବାର ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀଟିର ବୟସ ପ୍ରାୟ ୮ ବର୍ଷ ହୋଇଥିବା ବେଳେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ପ୍ରକାଶ ଯେ,…

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୯ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ କୀର୍ତ୍ତିପୁର ଗ୍ରାମରେ ରବିବାର ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ନାବାଳିକା କବିସୂର୍ଯ୍ୟନଗର ଥାନା ଜରଡ଼ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ…

ପ୍ରତାପୁରରୁ ବାଲି ଚୋରା ଚାଲାଣ ବେଳେ ୫ ଟ୍ରାକ୍ଟର ଜବତ, ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ତଦନ୍ତଦାବି

ପୁରୁଷୋତ୍ତମପୁର ୧୯/୧୧ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ବେଳେ ୫ ଟ୍ରାକ୍ଟରକୁ ଶନିବାର ରାତ୍ରରେ ପୋଲିସ ଜବତ କରିଛି । ଏଥିନେଇ ଥାନା…

ମେଲାଣି ନେଲେ ମା’

ଭଦ୍ରକ,୧୯।୧୧(ସନାତନ ରାଉତ): ସାତ ଦିନ ଧରି ଚରମ୍ପାଠାରେ ଚାଲିଥିବା ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଶନିବାର ଉଦ୍‌ଯାପିତ ହୋଇଛି । ରବିବାର ମା’ ମେଲାଣି ନେଇଛନ୍ତି । ସକାଳରୁ ଭସାଣି ଆରମ୍ଭ ହୋଇଛି । ସମସ୍ତ ୮ଟି ପୂଜା ମଣ୍ଡପର ମେଢ଼…

ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମରଶରୀର

କେସିଙ୍ଗା, ୧୯।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବେଲଖଣ୍ଡି ଗାଁର ବିଏସ୍‌ଏଫ ଯବାନ ଈଶ୍ୱର ଚନ୍ଦ୍ର ଦୋରାଙ୍କ ମୃତ୍ୟୁ ଘଟିଛି। ଈଶ୍ୱର ୨୦୦୯ରେ ବିଏସଏଫ୍‌ ଯବାନ ଭାବେ ନିଯୁକ୍ତି ପାଇଥିଲେ। ରବିବାର ତାଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ଅଣାଯାଇଛି।…

ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍‌

ଠାକୁରମୁଣ୍ଡା, ୧୯।୧୧ (ତାରାକାନ୍ତ ପଟ୍ଟନାୟକ ): ଠାକୁରମୁଣ୍ଡା ଠାରୁ ୩ କିମି ଦୂର ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତା ର ଜୁଆଳିକଟା ଛକ ନିକଟରେ ରବିବାର ସକାଳେ ବେଆଇନ ଭାବରେ ଗୋରୁ ବୋଝେଇ କରି ନେଉଥିବା ଏକ ପିକଅଫ ଭ୍ୟାନ ଓଲଟି ଭ୍ୟାନ ର…

ଗୋଡ଼ାଇ ଗୋଡ଼ାଇ ମଝି ରାସ୍ତାରେ  ଗୋ’ ମାଂସ ବୋଝେଇ ଗାଡିକୁ ଧରିଲେ ବଜରଙ୍ଗ ଦଳ

ଛତ୍ରପୁର,୧୯।୧୧(ସନ୍ତୋଷ ପାଢ଼ୀ, ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବଡ଼ ପଦର ନିକଟ ଜାତୀୟ ରାଜପଥରୁ ରବିବାର ସକାଳେ ଏକ ଗୋରୁ ମାଂସ ବୋଝେଇ ଗାଡି ଜବତ ହୋଇଛି। ସୂଚନାଯୋଗ୍ୟ, ଏକ ଗୋରୁ ମାଂସ ବୋଝେଇ ଗାଡ଼ି ବ୍ରହ୍ମପୁର…

ଖୁଣ୍ଟୁଣୀ: ବଢୁଛି ଦେଶୀମଦ କାରବାର

ଖୁଣ୍ଟୁଣୀ, ୧୯ା୧୧ (ସଚ୍ଚିଦାନନ୍ଦ ପଣ୍ଡା)ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବ୍ୟାପକ ଦେଶୀମଦ କାରବାର ବୃଦ୍ଧି ପାଇଛି। ଖଣ୍ଡୁଆଳି ଓ ରାଧାକୃଷ୍ଣପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି। ହେଲେ ଏ ଦିଗରେ…

ମଧ୍ୟାହ୍ନଭୋଜନରେ ଝିଟିପିଟି

ଡେରାବିଶ,୧୯ା୧୧(ବେବର୍ତ୍ତା ଅଜୟ ଦାସ)୩ରୁ ୬ ବର୍ଷ ଯାଏ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସହିତ ଖେଳକୌତୁକ ମାଧ୍ୟମରେ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ପିଲାଙ୍କ ଯତ୍ନ ପାଇଁ କେନ୍ଦ୍ରରେ ଅବସ୍ଥାପିତ ଥିବା ଅଙ୍ଗନଓ୍ବାଡି…

ମୁଣ୍ଡ, ହାତ ନ ଥିବା ଶିଶୁ ଜନ୍ମ

ଠାକୁରମୁଣ୍ଡା,୧୯ା୧୧(ତାରାକାନ୍ତ ପଟ୍ଟନାୟକ)ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଜଣେ ଗର୍ଭବତୀ ୨ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଜନ୍ମିତ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁ କନ୍ୟାର ମୁଣ୍ଡ ଓ ଗୋଡ଼ ନ ଥିବା ଦେଖାଯାଇଛି। ଖବର ପ୍ରଚାର ପରେ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?