ଆମ ଜିଲା ଖବର

ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୩୦।୭(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଜିଲାର ଲାଙ୍କାଭାନିଦାବା ଗ୍ରାମରେ ଚିଙ୍ଗୁଡି ପ୍ୟାକ୍ଟ୍ରିିରେ କାମ କରୁଥିବା ବେଳେ ଶର୍ଟ୍‌କିଟରେ ଆସି ୬ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗୁଣପୁର ପୌରପରିଷଦ ମୋତିଲାଲ ନଗରର ନବୀନ ଶବର, ଭୀମପୁର ପଞ୍ଚାୟତ...

ବିଭିନ୍ନ ସମସ୍ୟା ନେଇ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ

ଭଦ୍ରକ ଅଫିସ,୩୦।୭: ଭଦ୍ରକ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଜିଲା ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରାଯାଇଛି। ଦୀର୍ଘ ଦିନ ଧରି ଜିଲାରେ ସ୍ଥାୟୀ ସବ୍‌-ରେଜିଷ୍ଟ୍ରାର ନ ଥିବାରୁ ଜମିଜମା ବିକ୍ରି ଓ କ୍ରୟ...

ବୁଗୁଡ଼ାରେ ଦଶମ ଶ୍ରେଣୀ ପରୀକ୍ଷା ଦେଲେ ୫୯ ଛାତ୍ରୀଛାତ୍ର

ବୁଗୁଡ଼ା,୩୦ା୭(ଡି.ଏନ୍‌.ଏ.): ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ପରେ ପ୍ରାପ୍ତ ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ର ଏବଂ ସି-କୋର୍ସ ବିଦ୍ୟାର୍ଥୀଙ୍କ ପରୀକ୍ଷା ଶୁକ୍ରବାର ବୁଗୁଡ଼ା ବ୍ଲକର ଏକ ମାତ୍ର କେନ୍ଦ୍ର ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ...

ଭାଇ ବାହାଘର ପାଇଁ ଶପିଂ ମଲ୍‌ରୁ କରିଥିଲେ ଚୋରି, ଏବେ ଏମିତି ପଡ଼ିଲେ ଧରା

ଝାରସୁଗୁଡ଼ା ଅଫିସ,୩୦ା୭: ସହରରେ ଥିବା ଏକ ଶପିଂ ମଲ୍‌ରୁ ରବିବାର ରାତିରେ ନଗଦ ଲକ୍ଷାଧିକ ଟଙ୍କା ସହ କେତେକ ଇଲୋଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଥିଲା। ଏନେଇ ମଲ୍‌ ମ୍ୟାନେଜର୍‌ ସମୀର ବିଶ୍ବାଳ ଗତ ସୋମବାର ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ...

ଗଞ୍ଜାମ ପୋଲିସର ରାତି ଅଧିଆ ଚଢ଼ାଉ

ଗଞ୍ଜାମ,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଞ୍ଚଳରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅସାମାଜିକଙ୍କୁ ସାବାଡ଼ କରିଛନ୍ତି ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ। ଏନେଇ ଦାମୋଦରପୁର ସ୍ଥିତ ଗଞ୍ଜାମ ମହାବିଦ୍ୟାଳୟ ଖେଳ ପଡିଆ ଓ କଲେଜ ରୋଡ୍‌ରେ ଅସାମାଜିକଙ୍କ ଭିଡ଼...

କାର୍‌ ଅଛି ପାଟଣାରେ, ଚାଲାଣ କଟାଯାଉଛି ଭୁବନେଶ୍ୱରରେ

ପାଟଣା,୩୦ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡ. ଲକ୍ଷ୍ମଣ ମହାନ୍ତଙ୍କ ଓଡି ୦୨ ଏଏକ୍ସ ୫୦୮୨ ନମ୍ବର ବିଶିଷ୍ଟ ଏକ କାର୍‌ ରହୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଉକ୍ତ ଗାଡ଼ିଟି ଭୁବନେଶ୍ୱର ସିଆରପି...

ସରକାରୀ ପେଟ୍ରୋଲ ପମ୍ପ ସିଲ୍‌ କଲା ପ୍ରଶାସନ

ଛତ୍ରପୁର,୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଓଡ଼ିଶା ସରକାରଙ୍କ ଅଧୀନ ଓପିଡିସି ଭାରତ ପେଟ୍ରୋଲ ପମ୍ପକୁ ଛତ୍ରପୁର ଏଏସି ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍‌ କରିଦିଆଯାଇଛି । ଉକ୍ତ ପେଟ୍ରୋଲ ପମ୍ପଟି ଛତ୍ରପୁର ଏନ୍‌ଏସି ସହ ୨୦୧୫ରୁ ଚୁକ୍ତି...

ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ସୋରଡ଼ା,୩୦।୭(ଡି.ଏନ୍‌.ଏ.): ମାଟ୍ରିକ ଅଫଲାଇନ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ଥିବା ୧୫ ହଜାରରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ଏହା ମଧ୍ୟରେ ତିନିତିନି ଥର ବିଧାୟକ ହୋଇଥିବା ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ବାଇଁ ମଧ୍ୟ ମାଟ୍ରିକ...

ଗଳାପୋଲ ନିର୍ମାଣ ଦାବିରେ ୧୮ନଂ ଜାତୀୟ ରାଜପଥ ଅବରୋଧ

ବାରିପଦା ଅଫିସ,୩୦।୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ଦାମୋଦରପୁର ଛକରେ ଗଳାପୋଲ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଅଞ୍ଚଳର ମହିଳା ପୁରୁଷ ଏକତ୍ରିତ ହୋଇ ଦିନ...

ରାତିରେ ବ୍ୟାଙ୍କ ତାଲା ଭାଙ୍ଗି ଭିତରେ ପଶିଲେ ଦୁର୍ବୃତ୍ତ

ସିମୁଳିଆ,୩୦।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସଦର ମହକୁମା ମାର୍କୋଣାରେ ଥିବା କାନାଡ଼ା ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଗୁରୁବାର ରାତିରେ ଦୁର୍ବୃତ୍ତ ମୁଖ୍ୟ ଗ୍ରୀଲ ତାଲାଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି। ସିମୁଳିଆ ଥାନାଠାରୁ ମାତ୍ର ଶହେ ମିଟର...

ଫେସ୍‌ବୁକ୍‌ରୁ ପ୍ରେମ ବିବାହକରି ପ୍ରତାରଣା ମାମଲା: ଯୌତୁକ ସାମଗ୍ରୀ ନେଇଗଲେ ସ୍ତ୍ରୀ

କଟକ ଅଫିସ,୩୦।୭: ଫେସ୍‌ବୁକ୍‌ରୁ ପ୍ରେମକରି ବିବାହ ଓ ପରେ ପ୍ରତାରଣା ମାମଲାରେ ନୂଆ ମୋଡ ଆସିଛି। ପ୍ରଥମେ ସ୍ବାମୀ ଓ ପରେ ସ୍ତ୍ରୀ ପରସ୍ପର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଶେଷରେ ସ୍ତ୍ରୀ ବାଲେଶ୍ୱର ପୋଲିସ ନିକଟରେ ଅଭିଯୋଗ କରିଥିଲେ।...

ଚିଲିକାରୁ ୪୩୦ ଏକର ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୩୦।୭(ଡି.ଏନ୍‌.ଏ.): ଚିଲିକାକୁ ନେଇ ମତ୍ସ୍ୟଜିବୀ, ପେଷାଦାର ମତ୍ସ୍ୟଜୀବୀ ଏବଂ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଠାରୁ ଚିଲିକାରୁ ଘେରି ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଛି ା ପୁରୀ ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri