ଆମ ଜିଲା ଖବର

ଦୁଇ ରାଜ୍ୟ ମଧ୍ୟରେ ବାନ୍ଧିଛି ସମ୍ପର୍କର ସେତୁ

ଭୋଗରାଇ, ୨୩l ୫ (ଡି. ଏନ. ଏ. ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ମାନକୁଣ୍ଡା ହାଟ ଖେଳପଡିଆରେ ଓଡିଶା ଓ ପଶ୍ଚିମବଙ୍ଗ ମୈତ୍ରୀ ଉତ୍ସବ କମିଟି ପକ୍ଷରୁ  ମୈତ୍ରୀ ଉତ୍ସବ ଉଦ୍‌ଘାଟିତ ହୋଇଛି। ଏହି ଉତ୍ସବକୁ ରାଜସ୍ବ ବିଭାଗର…

ଅଧା କାମ କରି ଛାଡ଼ିଦେଲେ

ଭଦ୍ରକ ଅଫିସ, ୨୩ା୫ (ସ୍ବ.ପ୍ର.): ଭଦ୍ରକ ବ୍ଲକର ସାତଭଉଣି-ଚୁଡ଼ାକୁଟି ରାସ୍ତା କାମ ଅଧାପନ୍ତରିଆ ହୋଇ ରହିଛି। ଫଳରେ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାରୁ ମେଟାଲଗୁଡ଼ିକ ବାହାରିଯାଇଛି। ଦୁଇଚକିଆ କିମ୍ବା ଚାରିଚକିଆ ଯାନ ଯାତାୟାତ ବେଳେ ଚକ ମେଟାଲ ଉପରେ…

ହାତୀ ହାବୁଡ଼ରେ ପଡ଼ିଗଲେ

ନୟାଗଡ଼ ଅଫିସ,୨୩।୫: ନାୟଗଡ଼ ଜିଲା ରଣପୁର ଥାନା ଝାଡ଼ପଡା କଣ୍ଟେଇକୋଳି ମୁଣ୍ଡିଆ ନିକଟସ୍ଥ ପଞ୍ଚାୟତ ପୋଖରୀ ହୁଡାରେ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ସେ ହେଲେ ଅମିନ ବଳିୟାରସିଂହ । ଘର ଝାଡ଼ପଡା ଗାଁରେ। ଅମିନ ଘରଠାରୁ ୪୦୦…

ମଇଳାପାଣି ପିଉଛନ୍ତି ସହରବାସୀ 

କେନ୍ଦୁଝର,୨୩ା୫ (ସ୍ବ.ପ୍ର.): ଲୋକଙ୍କୁ ପାଇପ ଦ୍ୱାରା ସ୍ବଚ୍ଛ ଓ ବିଶୁଦ୍ଧଜଳ ଯୋଗାଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ନିମ୍ନମାନର ପାଇପ ବିଛା କାମ ହେଉଥିବାରୁ ଏବଂ ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣିି…

ଜରାଜୀର୍ଣ୍ଣ ଅବସ୍ଥାରେ ବିଶିବିଲି ପାଟନାଳୀ

ଡେରାବିଶ,୨୩ା୫ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକର ବିଶିବିଲି ପାଟନାଳୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ସମେତ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କେତୋଟି ପଞ୍ଚାୟତବାସୀ ସେମାନଙ୍କର ଚାଷ ପାଇଁ ଏହା ଉପରେ ନିର୍ଭରଶୀଳ। କେନ୍ଦ୍ରାପଡ଼ା ଡ୍ରେନେଜ…

ଅନୁଦାନ ସତ୍ତ୍ୱେ ନଦୀବନ୍ଧ ସୁଦୃଢ଼ ହେଉନି

କେନ୍ଦ୍ରାପଡ଼ା ଅଫିସ, ୨୩ା୫: ଆଗକୁ ବର୍ଷାଋତୁ ଆସୁଛି। ଏହାର ପ୍ରଭାବରେ ହେଉଥିବା ବନ୍ୟା ମୁକାବିଲା ପାଇଁ କେନ୍ଦ୍ରାପଡ଼ାରେ ଜିଲାସ୍ତରୀୟ ବୈଠକ ନିକଟରେ ହୋଇଯାଇଛି। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଇ…

ଯାଜପୁର ରୋଡ୍‌-ଧାମରା ରେଳପଥକୁ ମଞ୍ଜୁରୀ ଦାବି

ପାଣିକୋଇଲି,୨୩ା୫(ଡି.ଏନ.ଏ.): ରେଲଓ୍ବେ ପକ୍ଷରୁ ଓଡ଼ିଶାରେ ବରଗଡ଼ରୋଡ-ନୂଆପଡ଼ା ଭାୟା-ପଦ୍ମପୁର ଓ ଅନୁଗୋଳ-ତାଳଚେର ରେଳପଥ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସ୍ବାଗତ କରାଯାଇଛି। ମାତ୍ର ୯୫.୯୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଯାଜପୁରରୋଡ-ଧାମରା ଭାୟା ଯାଜପୁର ଓ…

ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତା ଜାମ

କାଳିଆପାଣି,୨୩ା୫(ଡି.ଏନ.ଏ.): ଯାଜପୁର ଜିଲାର କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି। ସ୍ଥାନୀୟ ପୋଲିସର ଅପାରଗତା ଓ ଟ୍ରକ୍‌ ମାଲିକଙ୍କ ବେପରୁଆ ଗାଡି ପାର୍କିଂ ନେଇ ସ୍ଥାନୀୟ ଅଧିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ…

ପାନୀୟ ଜଳ ଅଭାବରୁ ଲୋକେ ହନ୍ତସନ୍ତ

କୁଜଙ୍ଗ,୨୩ା୫(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ସନ୍ତରାଠାରେ ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛି। ସେଠାରୁ ପମ୍ପ୍‌ ଯୋଗେ ଭୂତଳ ଜଳ ଉତ୍ତୋଳନ…

ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ବରଗଡ଼ ଅଫିସ,୨୩।୫: ବରଗଡ଼ ଜିଲା ଭଟଲି ଥାନା ଅଧୀନ ଝିକିଝିକି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୪ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ, ଗ୍ରାମର ଗୁରୁଦେବ ବାଗ(୫୫) ଏବଂ…

ବିଜୁ ମାର୍କେଟରେ ଜିଏସ୍‌ଟି ଚଢ଼ାଉ: ଦୋକାନ ସହ ୩ ଗୁଟ୍‌ଖା ଗୋଦାମ ସିଲ୍‌

ନୟାଗଡ଼ ଅଫିସ,୨୨।୫: ନୟାଗଡ଼ ସହରର ବିଜୁ ମାର୍କେଟର ମଣ୍ଡଳ ଏଜେନ୍ସିର ଗୁଟ୍‌ଖା ଗୋଦାମ ସମେତ ୩ ଦୋକାନ ଉପରେ ଜିଏସ୍‌ଟି ଚଢ଼ାଉ କରିଛି। ଭୁବନେଶ୍ୱର ଓ ଜଟଣୀ ଜିଏସ୍‌ଟିର ଏନ୍‌ଫୋର୍ସମେଣ୍ଟର ୧୦ ଜଣିଆ ଟିମ୍‌ ଏହି ଚଢ଼ାଉ କରି ଟିକସ ଫାଙ୍କିର…

ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡ଼ି ପାଉଁଶ

ସମ୍ବଲପୁର,୨୩ା୫(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାର ଗୁଣ୍ଡେରପୁରସ୍ଥିତ ଷ୍ଟକ୍‌ୟାର୍ଡରେ ସୋମବାର ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡ଼ି ପାଉଁଶ ହୋଇଯାଇଛି। ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri