ଆମ ଜିଲା ଖବର

ପରାଜୟ ପରେ ବିଜେଡିର ଘନଘନ ବୈଠକ: ଏହା ପଛରେ କ’ଣ ରହିଛି ବଡ଼ କାରଣ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ବିଜେଡିର ରୁଦ୍ଧଦ୍ୱାର ବୈଠକ ବସିଛି । ଦଳର ବରିଷ୍ଠ ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ବରଗଡ଼ସ୍ଥିତ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପଦ୍ମପୁର…

ବନ୍ଧୁକ ଫୁଟାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍‌

ବସ୍ତା,୯।୭(ଡି.ଏନ.ଏ): ବସ୍ତା ଷ୍ଟେସନ ନିକଟରେ ବନ୍ଧୁକରେ ଗୁଳି ଫୁଟାଇ ସ୍ଥାନୀୟ ଗହଣା ବ୍ୟବସାୟୀଙ୍କଠାରୁ ଦୁଇ ଦୁବୃତ୍ତର୍ର୍ ୫୦ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବସ୍ତା ବଜାରରେ ଗହଣା ଦୋକାନ କରିଥିବା…

ବର୍ଷାର ଆଗମନରେ ମେଲିଲାଣି ଛତୁ ପସରା

କେନ୍ଦୁଝର,୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବର୍ଷା ହେଲେ ବଣ ଜଙ୍ଗଲରେ ବିଭିନ୍ନ ପ୍ରକାର ଛତୁ ଫୁଟେ। ବଜାରର ରାସ୍ତାକଡ଼ରେ ଛତୁ ପସରା ମେଲିଲାଣି। ସେ ମଧ୍ୟରୁ ରୁଟୁକା ଛତୁ ଅନ୍ୟତମ। ବିଶେଷକରି ବର୍ଷାଋତୁରେ ଏହି ଛତୁ ପଡ଼ିଆରେ ଫୁଟିଥାଏ। ପ୍ରାକୃତିକ ପରିବେଶରେ ଫୁଟୁଥିବା…

ନିର୍ମାଣ ହୋଇପାରୁନି ମହତୀପୁର ଆର୍‌ଆଇ ଅଫିସ ଗୃହ

ଖଇରା,୯।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ମହତୀପୁର ନୂତନ ରାଜସ୍ବ କ୍ଷେତ୍ର ଭାବେ ଘୋଷଣାକୁ ପାଖାପାଖି ୩ବର୍ଷ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟର ନୂତନ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲାନି। ଏହି ନୂତନ ରାଜସ୍ବ…

ବାହାନଗାରେ ଟ୍ରେନରେ କଟି ଚାଲିଗଲା ୨ ଯୁବକଙ୍କ ଜୀବନ

ବାହାନଗା ,୯।୭: ବାଲେଶ୍ୱର ଜିଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ପୁରୀ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍‌ ଧକ୍କାରେ ୨ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନ ଥିବା ବେଳେ ସେମାନେ ବାହାନଗା…

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ

ପୁରୀ,୮ା୭(ଅଜିତ୍‌ କୁମାର ମହାନ୍ତି): ଘୋଷଯାତ୍ରାରେ ରବିବାର କିଛି ବାଟ ଗଡ଼ି ପୁରୀ ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ ସୋମବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି। ତିନିରଥକୁ ଲକ୍ଷାଧିକ ଭକ୍ତ ଅତି ଆନନ୍ଦ ଓ ଉତ୍ସାହର ସହିତ ଟାଣିନେଇଥିଲେ। ଏହାପରେ…

ଆଜି ଆସିବ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି

ପୁରୀ,୯ା୭(ଅଜିତ୍‌ କୁମାର ମହାନ୍ତି):ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ରନତ୍ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ମଙ୍ଗଳବାର ବସିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ସକାଳ ୧୦ ଟାରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରତ୍ନଭଣ୍ଡାର…

ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଏକାଠି ହେଲେ ୧୮ କାଉନ୍‌ସିଲର

ସୁନାବେଡା/ସେମିଳିଗୁଡା,୯ା୭(କୃତ୍ତିବାସ ପ୍ରଧାନ /ବାସୁଦେବ ବରାଡ଼):ସୁନାବେଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପରିଷଦର ୧୮ କାଉନସିଲର କୋରାପୁଟ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସମସ୍ତ କାଉନସିଲରଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗପତ୍ର ଜିଲାପାଳ ଭି.କୀର୍ତ୍ତି ଭାସନଙ୍କୁ…

ରିଲ୍ସ ହେଲା କାଳ: ପାଣିରେ ବୁଡିଗଲେ ୨ ଛାତ୍ର

ଖୋର୍ଦ୍ଧା,୯ା୭(ପ୍ରଭାତ ପାଣିଗ୍ରାହୀ):ସେଲ୍ଫି ଓ ରିଲ୍ସ କରିବା କାଳ ହେଇଛି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ବଡ଼ସାଉଁଳି କଳିଙ୍ଗ ମୁଣ୍ଡିଆ ପୋଖରୀରେ ସୋମବାର ସେଲ୍ଫି ନେବା ସହ ରିଲ୍ସ କରୁଥିବା ବେଳେ ଦୁଇ ଜଣ ଛାତ୍ର ବୁଡ଼ିଯାଇଥିଲେ। ତେବେ ଜଣଙ୍କୁ ଉଦ୍ଧାର…

ଆବାସିକ ବିଦ୍ୟାଳୟରେ ବ୍ୟାପୁଛି ମ୍ୟାଲେରିଆ

ରାୟଗଡ଼ା,୮।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଡିପ୍‌ଥେରିଆ ସଂକ୍ରମଣ ଭୟ ମନରୁ ଲିଭି ନ ଥିବାବେଳେ ଏବେ ମ୍ୟାଲେରିଆ ଏବଂ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଜିଲାର ସମସ୍ତ ବ୍ଲକ୍‌ରେ ମ୍ୟାଲେରିଆ ଏକ ପ୍ରକାର କାୟାବିସ୍ତାର କରିବାରେ ଲାଗିଛି । ବିଶେଷକରି ଅନୁସୂଚିତ…

ପୁଣି ଟାଙ୍ଗୀ ବନାଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ

ନିରାକାରପୁର, ୮।୭(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂ ପଞ୍ଚାୟତ ଡମଣଭୂମି ଛୋଟରାୟସାହିର ଜଣେ ବ୍ୟକ୍ତିଙ୍କ ବାରି ପଛପଟୁ ସୋମବାର ଏକ ଦନ୍ତାହାତୀର ମୃତ ଦେହକୁ ଟାଙ୍ଗୀ ବନ ବିଭାଗ ଉଦ୍ଧାର କରିଛି।…

ଅଙ୍ଗନଓ୍ବାଡି ଘର ଭାଙ୍ଗିଦେଲେ ହାତୀପଲ

ଲାଞ୍ଜିଗଡ଼,୮ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନର ଗୌଡ଼ଥୁଆଗୁଡା ଗାଁରେ ହାତୀପଲ ଉପଦ୍ରବ କରିଛନ୍ତି। ରବିବାର ରାତିରେ ୧୦ ଟିକିଆ ହାତୀପଲ ଆସି ଅଙ୍ଗନଓ୍ବାଡି କେନ୍ଦ୍ର ଘର ଭାଙ୍ଗିବା ସହିତ କେନ୍ଦ୍ରରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?