କୋରାପୁଟରେ ପୁଣି ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ
କୋରାପୁଟ,୨୮।୬: ଡିପ୍ଥେରିଆ, ଜଣ୍ଡିସ୍ ପରେ ରାଜ୍ୟରେ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି। ଶୁକ୍ରବାର କୋରାପୁଟ ଜିଲା ପଡ଼େଇଗୁଡ଼ା ଗାଁରେ ୨ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସିଡିଏମ୍ଓଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି। ମିଳିଥିବା…
ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ
ସାକ୍ଷୀଗୋପାଳ,୨୮।୬(ଭରତ ରାଉତ): ବୁଡିବାକୁ ବସିଲାଣି କୁଳ ବେଉସା। ହଜିବାକୁ ବସିଲାଣି ତାଳପତ୍ର ହସ୍ତଶିଳ୍ପ। ଧୀରେ ଧୀରେ କାରିଗରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଲେଣି। ୪୦ରୁ ଅଧିକ ପରିବାର ଏହି ତାଳ ପତ୍ରରେ ତିଆରି ଜିନିଷ ବିକ୍ରି କରି ପରିବାର ପାଷଣ…
ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ମା’
ଝାରସୁଗୁଡ଼ା,୨୮।୬: ଝାରସୁଗୁଡ଼ା ଜିଲା ଟାଉନ ଥାନା ଅଧୀନ ଗୁଆଲାପଡ଼ାସ୍ଥିତ ଏକ ଭଡ଼ାଘରୁ ଶୁକ୍ରବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମା’ ନିଜ ଦୁଇ ଝିଅଙ୍କୁ ଧରି ଛାତ ଉପରୁ ଡେଇଁପଡିଛନ୍ତି। ଫଳରେ ମା’ ଓାର୍ଯ୍ୟାନୁଷ୍ଠା ୨ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି।…
ସମ୍ବଲପୁର ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁର,୨୮।୬: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁକ୍ରବାର ସମ୍ବଲପୁର ଜିଲା ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମନ୍ତ୍ରୀ ମହାଲିଙ୍ଗ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମହାଲିଙ୍ଗ ମା’ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରିବା ସହ…
ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସିଲେ ଛାତ୍ର
ଦିଗପହଣ୍ଡି/ପାଟପୁର,୨୮।୬(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ରାମଚନ୍ଦ୍ରପୁର ଗ୍ରାମସ୍ଥିତ ରଘୁନାଥ ହାଇସ୍କୁଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଛୁରାମାଡରେ ଅନ୍ୟ ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ଆହତ…
ପାଣିଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ରଙ୍କ ଜୀବନ ଗଲା
ବାଲେଶ୍ୱର,୨୮ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅଧୀନ ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଅନ୍ତେବାସୀ ଉପରେ ପାଣିଟାଙ୍କି ଭୁଶୁଡ଼ି ପଡ଼ିବାର ଶୁକ୍ରବାର ପୂର୍ବାହ୍ନରେ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ଛାତ୍ର ଜଣକ ହେଲେ ନାରାୟଣ ଟୁଡୁ(୧୦)।…
ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର କରି ମାମୁ ଗଲେ ଜେଲ୍
ବିଞ୍ଝାରପୁର,୨୮ା୬(ରାମକୃଷ୍ଣ ଦାସ): ଯାଜପୁର ଜିଲା ଅଳକୁଣ୍ଡ ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ବଡ଼ ଭଉଣୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ…
ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ମୋ’ ବସ୍
କଟକ,୨୮ା୬: କଟକର ସିଡିଏ ସେକ୍ଟର-୯ରେ ମୋ’ ବସ୍ରେ ନିଆଁ ଲାଗିଯାଇଛି। ଫଳରେ ବସ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରଥମେ ବସ୍ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ…
ମାଷ୍ଟର ପ୍ଲାନ୍ ଅପେକ୍ଷାରେ କେନ୍ଦ୍ରାପଡ଼ା ସହର
କେନ୍ଦ୍ରାପଡ଼ା,୨୮ା୬ (ଜଗନ୍ନାଥ ଧଳ): ବର୍ଷାଋତୁ ଆରମ୍ଭ ହୋଇଛି। ଆଗକୁ ସାମାନ୍ୟ ବର୍ଷାରେ କେନ୍ଦ୍ରାପଡ଼ା ସହର ଜଳବନ୍ଦୀ ହେବ। ସହରର ଜଳପଥ ଉପରେ ଜବରଦଖଲ ବଢ଼ୁଛି। ସ୍ବେରେଜ ସିଷ୍ଟମ ଏଥିପାଇଁ କାମ କରୁନାହିଁ। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଉପଯୁକ୍ତ ଯାତାୟାତ ପଥ ନାହିଁ।…
ଗଛମୂଳେ ପାଲ ଟାଙ୍ଗି ପାଠପଢ଼ା
ରାଜକନିକା,୨୮ା୬ (ସଞ୍ଜୟ କୁମାର ଦାଶ): ସରକାର ଶିକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ଯୋଜନା ଦ୍ୱାରା ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବର୍ଷାଦିନ ଆରମ୍ଭରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅହମଦପୁରରେ ଥିବା ସରକାରୀ ଶାସ୍ତ୍ରିଜୀ ପ୍ରାଥମିକ ବିଦ୍ୟାଳୟର ଭଲ…
ହାଜର ହେଲେ ଅନୁଭବ, ହେଲାନି ସାକ୍ଷ୍ୟ ଗ୍ରହଣ
କଟକ,୨୮ା୬(କାର୍ତ୍ତିକ ସାହୁ):ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ମାମଲାରେ ଗୁରୁବାର କଟକ ଜେଏମ୍ଏଫ୍ସି (ଏମ୍ପି/ଏମ୍ଏଲ୍ଏ ସ୍ବତନ୍ତ୍ର କୋର୍ଟ)ରେ ଅଭିନେତା ତଥା ପୂର୍ବତନ ଏମ୍ପି ଅନୁଭବ ମହାନ୍ତି ଓ ତାଙ୍କ ଦୁଇ ସହଯୋଗୀ ହାଜର ହୋଇଛନ୍ତି। ପୂର୍ବ ଶୁଣାଣି ୨୫ ତାରିଖରେ ପ୍ରତିପକ୍ଷମାନେ କେହି…
ଡାକ୍ତରଙ୍କୁ ଏମିତି ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ବଲାଙ୍ଗୀର, ୨୮ା୬(ବୀରେନ୍ଦ୍ର କୁମାର ଝାଙ୍କର):ରୋଗୀଙ୍କୁ ମେଡିକାଲ ଚିକିତ୍ସା ସେବା ସହ ଡାକ୍ତରଙ୍କ ଦୁଇପଦ ମିଠାକଥା ଓ ଭଲ ବ୍ୟବହାର ବଡ଼ ଔଷଧ। ଗୁରୁବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଷଷ୍ଠ ବାର୍ଷିକ ଉତ୍ସବ ସମାରୋହରେ ଏହା କହିଛନ୍ତି ସ୍ବାସ୍ଥ୍ୟ ଓ…

