ଆମ ଜିଲା ଖବର

ରଣପୁର ବିଡିଓଙ୍କ ଅନିୟମିତତା ଧରାପଡ଼ିଲା

ନୟାଗଡ଼/ରଣପୁର, ୩୦।୧୨(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବ୍ଲକରେ ୫ମ ରାଜ୍ୟ ଅର୍ଥ କମିଶନ(ଏସ୍‌ଏଫସି) ପ୍ରକଳ୍ପ ପାରିତରେ ଅନିୟମିତତା ହୋଇଥିବା ଜିଲାପାଳଙ୍କ କୋର୍ଟ ରାୟ ପରେ ସ୍ପଷ୍ଟ ହୋଇଛି। ରଣପୁର ବ୍ଲକ ଅଧ୍ୟକ୍ଷାଙ୍କ ଅଗଚୋରରେ ପାରିତ ହୋଇଥିବା…

ଧୂଳିଧୂଆଁରେ ପଥଚାରୀ ନୟାନ୍ତ

ଯାଜପୁର,୩୦ା୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌) ସମ୍ପ୍ରସାରଣ କାର୍ଯ୍ୟ ପ୍ରାୟ ୭ ବର୍ଷ ହେବ ଚାଲିଛି। କିନ୍ତୁ ଶିଳ୍ପ ଓ ଲଘୁ ଖଣି କରିଡର ଭାବେ ପରିଚିତ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର…

ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ହାଟଡ଼ିହୀ,୨୯l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ହୀ ବ୍ଲକ୍‌ ଶଢ଼ା ପଞ୍ଚାୟତରେ ୨୦୧୭-୧୮ ରୁ ୨୦୨୦-୨୧ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଆର୍ଥିକ ଅନିୟମିତତା ଏବଂ ପ୍ରକଳ୍ପ ଅସମ୍ପୂର୍ଣ ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର ହୋଇଥିଲା। ବଳରାମ ଦାସ…

ପୂରଣ ହେବ ୩୯୯ ଓସିଏସ୍‌ ପଦବୀ

କଟକ,୩୦ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ରାଜ୍ୟରେ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)ର ୩୯୯ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ନିଯୁକ୍ତି ପରୀକ୍ଷା କରିବ। ଏନେଇ ଶୁକ୍ରବାର ଓପିଏସ୍‌ସି ପକ୍ଷରୁ…

ଖଣ୍ଡଗିରିରୁ ଅପହରଣ ହୋଇଥିବା କ୍ୟାବ ଡ୍ରାଇଭର ଆରୁହା ଜଙ୍ଗଲରୁ ଉଦ୍ଧାର

ଯାଜପୁର,୨୯ା୧୨(ହର୍ଷବର୍ଦ୍ଧନ ବେହେରା): ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଅପହରଣ ହୋଇଥିବା କ୍ୟାବ ଡ୍ରାଇଭର ପିଣ୍ଟୁ ସାହୁଙ୍କୁ ଶୁକ୍ରବାର ସନ୍ଧ୍ୟା ସମୟରେ ଯାଜପୁର ଜିଲା ଧର୍ମଶାଳା ଥାନା ଆରୁହା ଜଙ୍ଗଲରୁ ଉଦ୍ଧାର କରାଯାଇଛିି। ତେବେ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ…

ନିଯୁକ୍ତି ପାଇବେ ୬୨୧ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

କଟକ, ୨୯ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ରାଜ୍ୟରେ ୬୨୧ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ ପାଇଁ ନିଯୁକ୍ତି ପରୀକ୍ଷା କରାଯିବ। ଆସନ୍ତା ଜାନୁୟାରୀ ୧୨ରୁ ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯିବ। ଏହି ପଦବୀଗୁଡିକ ମଧ୍ୟରୁ…

ପୂରଣ ହେବ ୩୯୯ ଓସିଏସ୍‌ ପଦବୀ: ୧୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ

କଟକ,୨୯ା୧୨: ରାଜ୍ୟରେ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)ର ୩୯୯ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ନିଯୁକ୍ତି ପରୀକ୍ଷା କରିବ। ଏନେଇ ଶୁକ୍ରବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି…

୧୦ ହଜାର ନ ଫେରାଇବାରୁ ଯୁବକଙ୍କୁ ହତ୍ୟା

ଦିଗପହଣ୍ଡି/ପାଟପୁର, ୨୯ା୧୨(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ନିକଟସ୍ଥ ମୁଖ୍ୟରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଧାର ଟଙ୍କାକୁ କେନ୍ଦ୍ରକରି ସୂର୍ଯ୍ୟ କୁମାର ସାହୁ (୩୩) ନାମକ ଯୁବକଙ୍କୁ ହତ୍ୟା କରାଯାଇଛି। ଏହି…

ରାଜନୀତିକୁ ବ୍ୟବସାୟୀକରଣ କରାଯାଉଛି: ନିରଞ୍ଜନ

ଭଣ୍ଡାରିପୋଖରୀ, ୨୯।୧୨ (ରବିନାରାୟଣ ଖିଲାର): ରାଜନୀତିକୁ ବ୍ୟବସାୟୀକରଣ କରାଯାଉଛି। ସରକାରୀ ଅର୍ଥକୁ ବିପୁଳ ଭାବେ ଅପବ୍ୟୟ କରାଯାଉଛି। ଆଜିର ଦିନରେ ରାଜ୍ୟରେ ସାମାଜିକ, ଗଣତାନ୍ତ୍ରିକ, ଅର୍ଥନୈତିକ, ନ୍ୟାୟର ସୁରକ୍ଷା ପାଇଁ କଂଗ୍ରେସ ସବୁବେଳେ ଲଢ଼େଇ ଜାରି ରଖିଛି। ଭଣ୍ଡାରିପୋଖରୀର ଦୁଃଖ କଣ୍ଟିଘାଇ…

୨୨ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ: ଜାଳିଦେଲା ପୋଲିସ

ଦାରିଙ୍ଗବାଡି,୨୯।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୋଲିସ ପୁଣି ଗଞ୍ଜେଇ ଗଛ ନଷ୍ଟ କରିଛି। ଦାରିଙ୍ଗବାଡ଼ି ଥାନା ଅଧୀନ କିରିକୁଟି ପଞ୍ଚାୟତ ଆଦିବାସୀ ନାହୁ ଏବଂ କିରିକୁଟି ଅଞ୍ଚଳରେ ପ୍ରାୟ ୨୨ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ପୋଲିସକୁ…

ବଗଳାମୁଖୀ ମନ୍ଦିରରୁ ମା’ଙ୍କ ସୁନା ଆଖି, ଚିତା ଅଳଙ୍କାର ଲୁଟିନେଲେ

ଚିକିଟି,୨୯ା୧୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି। ୧୫ ଦିନ ମଧ୍ୟରେ ଅଞ୍ଚଳରେ ୩ଟି ଚୋରି ଘଟଣା ସାମ୍ନାକୁ ଆସିଛି। ଲୁଟେରାମାନେ ମୁଖ୍ୟତଃ ମନ୍ଦିରଗୁଡିକୁ ଟାର୍ଗେଟ କରୁଛନ୍ତି। କିଛିଦିନ ତଳେ ବାରାହୀ ମନ୍ଦିରରୁ…

କୋରାପୁଟ ଡଙ୍ଗାବୁଡି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ବର,୨୯ା୧୨: ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri