ଆମ ଜିଲା ଖବର

ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା

ପାଟଣା,୮ା୭(ବୀରକିଶୋର ଦାଶ): ବିଜ୍ଞାନ ଯୁଗରେ ଏବେ ବି କେତେକ ଲୋକ ଅନ୍ଧବିଶ୍ୱାସର ବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଏଭଳି କରୁଣ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପୁଟିଳୀଆ ଗ୍ରାମରେ ଜଣେ ନାବାଳକ ସାପ କାମୁଡ଼ାରେ…

ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ

ନିରାକାରପୁର,୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମନଭୂଇଁ ଗ୍ରାମରେ ଗୋଟେ ଦନ୍ତା ହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ହାତୀଟିର ମୃତଦେହ ପଡ଼ି ରହିଥିବା ବେଳେ ଏହାକୁ ବନ ବିଭାଗ କର୍ମଚାରୀମାନେ ଜଗି…

ଅଟକିଥିବା ରଥ ପୁଣି ଗଡିଲା

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣିନେଉଛନ୍ତି। ଏହାପରେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଟଣାହେବ। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ…

ଶିଳାନ୍ୟାସରେ ଅଟକିଛି ଉନ୍ନତୀକରଣ

ବଡ଼ଚଣା,୮ା୭(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍‌ ଅଧୀନ ୧୬ନଂ. ଜାତୀୟ ରାଜପଥର ସଂଯୋଗସ୍ଥଳ ବନ୍ଦାଳୋଠାରୁ ଏଣ୍ଡରପଦା ଗ୍ରାମ ପର୍ଯ୍ୟନ୍ତ ୧୫ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହା ୧୬ ନମ୍ବର ଜାତୀୟ ରାଜପଥଠାରୁ ପଶ୍ଚିମ ବଡ଼ଚଣାର ୧୦ ପଞ୍ଚାୟତ…

ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ୍‌ କଲେ ରାଷ୍ଟ୍ରପତି

ପୁରୀ,୮ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ରବିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ସୋମବାର ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ୍‌ କରିଛନ୍ତି। ରାଷ୍ଟ୍ରପତି ମର୍ଣ୍ଣିଂଓ୍ବାକ୍‌ କରିବା ସହ ବେଳାଭୂମିରେ କିଛି ସମୟ ବସି ସମୁଦ୍ରର…

ସମ୍ବିତଙ୍କ ‘ଢୋଲ ଭିତରେ ମୂଷା’ ମନ୍ତବ୍ୟ, ବିଜେଡିରେ ଆଲୋଡ଼ନ: ବଢିପାରେ ଦଳୀୟ କନ୍ଦଳ

କୁଜଙ୍ଗ,୮।୭(ମନୋଜ ପ୍ରଧାନ):ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ ରବିବାର ଭୁବନେଶ୍ୱରଠାରେ ଗତ ନିର୍ବାଚନରେ ଦଳ ହାରିବାର କାରଣ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ ବିଜେଡିରେ ଆଲୋଡ଼ନ ସୃଷ୍ଟି କରିଛି। ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, ‘ଢୋଲ ଭିତରେ ଥିବା ମୂଷା’…

ଭଞ୍ଜସେନାରେ ଯୋଗଦେଲେ ସୁନାରାମଙ୍କ ନାତୁଣୀ

ବାରିପଦା,୮ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରଥଯାତ୍ରା ଅବସରରେ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ଆଦିବାସୀ କଲ୍ୟାଣମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲୀ ସୋରେନ ଭଞ୍ଜସେନାରେ ଯୋଗଦାନ କରିଛନ୍ତି। ଭଞ୍ଜସେନା ବାମନଘାଟି ଆଦିବାସୀ ଶାଖା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧଭାବେ…

ମୃଦଙ୍ଗ କାରିଗରଙ୍କୁ ମିଳୁନି ସରକାରୀ ସହାୟତା

କଳିଙ୍ଗନଗର,୮ା୭(ଶୁଭାଶିଷ ରାଉତ): ଆଜି ବି ଓଡ଼ିଶାର ପୁରପଲ୍ଲୀରେ ସଞ୍ଜ ନଇଁବା ମାତ୍ରେ ଗାଁଗଣ୍ଡାରେ ଗୁଞ୍ଜରିତ ହେଉଛି ସଙ୍କୀର୍ତ୍ତନର ସ୍ବର। ଭାଗବତ ଟୁଙ୍ଗୀରେ ବିଭିନ୍ନ ବାଦ୍ୟ ଯନ୍ତ୍ର ତାଳରେ ବୋଲାଯାଏ ହରିନାମ। ଏସବୁ ପାଇଁ ଆବଶ୍ୟକ ପଡ଼ିଥାଏ ମୃଦଙ୍ଗ, ତବଲା, ଢୋଲକ, ଖୋଳ,…

ଚନ୍ଦନ ମଣ୍ଡପକୁ ବିଜେ କଲେ ଠାକୁର ଅଜା ଶ୍ରୀସିଦ୍ଧ ବଳରାମ

ସାକ୍ଷୀଗୋପାଳ,୮ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ବକୁଳ ବନରୁ ରଥଯାତ୍ରାରେ ବାହାରି ଠାକୁର ଅଜା ଶ୍ରୀସିଦ୍ଧ ବଳରାମ ଦେବ ଚନ୍ଦନ ମଣ୍ଡପକୁ ବିଜେ କରିଛନ୍ତି। ରବିବାର ସକାଳେ ଦୈନନ୍ଦିନ ଦେବନୀତି ମଧ୍ୟରେ ମଙ୍ଗଳ…

ଖବରଦାତାଙ୍କୁ ବାନ୍ଧିବେ, ପିଟିବେ, କେସ୍‌ କରିବେ କହିଲେ ଏସ୍‌ପି

ନୟାଗଡ଼,୮ା୭ (ଲୋକନାଥ ମିଶ୍ର):ରଥଯାତ୍ରା ସମ୍ପର୍କରେ ସୂଚନା ଦିଆଯିବା ନିମନ୍ତେ ନୟାଗଡ଼ ଏସ୍‌ପି ରାହୁଲ ଜୈନଙ୍କ ପକ୍ଷରୁ ସ୍ଥାନୀୟ ଜିଲା ପୋଲିସ କାର୍ଯ୍ୟାଳୟରେ ଶନିବାର ଅପରାହ୍ନ ୪ଟାରେ ଖବରଦାତାମାନଙ୍କୁ ଡକାଯାଇଥିଲା। ଏନେଇ ପୋଲିସ ଓ ସାମ୍ବାଦିକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଇ-ଇନ୍‌ଭିଟେଶନ ପୋଷ୍ଟ କରାଯାଇଥିଲା।…

ଚକ ଭାଙ୍ଗିଯିବାରୁ କ୍ରେନ୍‌ରେ ଟଣାହେଲା ରଥ

ଦେବଗଡ଼,୭।୭(ଶଶାଙ୍କ ଶେଖର ଝାଙ୍କର): ଚକ ଭାଙ୍ଗିଯିବାରୁ କ୍ରେନ ଦ୍ୱାରା ଟଣାହେଲା ରଥ। ସୁରକ୍ଷିତ ଭାବେ ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଚତୁର୍ଦ୍ଧା ମୂର୍ତ୍ତି। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲା ବାରକୋଟ ବ୍ଲକ ସଦର ମହକୁମାରେ। ମିଳିଥିବା…

ରଥ ଚକ ତଳେ ଗଲା ଜୀବନ

ଝାରସୁଗୁଡ଼ା,୭।୭: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ କୁକୁଜଂଙ୍ଘା ଜଗନ୍ନାଥ ମନ୍ଦିରରେ ରବିବାର ରଥଟଣା ବେଳେ ଏକ ଅଘଟଣ ଘଟିଛି। ରଥ ଚକ ତଳେ ଚାପି ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, କୁକୁଜଂଙ୍ଘା ଜଗନ୍ନାଥ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?