ଆମ ଜିଲା ଖବର

ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ

କୋରାପୁଟ,୧୮।୭(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଗୁରୁବାର ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ଶାନ୍ତି ଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଗୁରବାର ନିର୍ଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ନୀଳାଦ୍ରି ବିଜେ ନୀତି ଆରମ୍ଭ ହୋଇଥିଲା। ରଥ ଉପରେ ସନ୍ଧ୍ୟା ଆଳତୀ ପରେ ଗୋଟି…

କ୍ୟାନ୍‌ସର କରିଦେଲା ଅନାଥ

ଖଡ଼ିଆଳ,୧୮ା୭(ସୁଜିତ କୁମାର ପ୍ରଧାନ)- ପ୍ରଥମେ ମା’ ଓ ପରେ ବାପାଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ୨ବ ନାବାଳିକା। ବୃଦ୍ଧ ଜେଜେବାପା ଏବେ ସେମାନଙ୍କ ଭରସା। ଏଭଳି ଏରିଥି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତ…

ଏମିତି ରହିଛି ସବୁ ଅଳଙ୍କାର, ଭିତର ରତ୍ନଭଣ୍ଡାର ସ୍ଥିତି ନେଇ ବରିଷ୍ଠ ସେବାୟତ କଲେ ବଡ଼ ଖୁଲାସା

ପୁରୀ,୧୮।୭: ଭିତର ରତ୍ନଭଣ୍ଡାର ସ୍ଥିତି ନେଇ ବରିଷ୍ଠ ସେବାୟତ ଦୁର୍ଗା ଦାସମହାପାତ୍ର ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ବାହାର ପଟୁ ଗୋଟିଏ ଫାଟ ଦୃଶ୍ୟମାନ ହେଉଛି। ଭିତରେ ୪ଟି ପଥର ଖସି ପଡ଼ିଥିବାର ଆମେ ଦେଖିବାକୁ ପାଇଲୁ। ଅଧିକ କ୍ଷୟକ୍ଷତି ନଜରକୁ…

ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ: ଅଭିଯୋଗ ପରେ ବିଲ୍‌ ବନ୍ଦ କଲେ ବିଡିଓ

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କସୃପଡା ପଞ୍ଚାୟତରେ ଏକ ପ୍ରକଳ୍ପ କାମରେ ମିଥ୍ୟା ବିଲ୍‌ କରି ଅର୍ଥ ଆତ୍ମସାତ୍‌ ଉଦ୍ୟମ ହୋଇଥିଲା। ଏ ନେଇ ଅଭିଯୋଗ ପରେ ବିଡିଓ ବିଲ୍‌ ବନ୍ଦ କରିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା…

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର: ଚାଲିଛି ଚିକିତ୍ସା…

କୋରାପୁଟ,୧୮।୭(ଅମିତାଭ ବେହେରା): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ କୋରାପୁଟ ଜୟପୁର ସ୍ଥିତ ଜିଲା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମେଡିକାଲର ଡାକ୍ତର ରତିକାନ୍ତ ଖଟୁଆଙ୍କ ନେତୃତ୍ୱରେ ଏକ…

ଆଇଡି ବିସ୍ଫୋରଣ ପରେ ସର୍ଚ୍ଚ ଅପରେଶନ ଜୋର୍‌ଦାର

ମାଲକାନଗିରି,୧୮।୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଗୁରୁବାର ଆଇଡି ବିସ୍ପୋରଣ ଘଟି ୨ଜଣ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ଯବାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ବିଜାପୁର ଜିଲା ତରେମ…

ଭିତର ରତ୍ନଭଣ୍ଡାରରେ କ’ଣ ଅଛି? ବାହାରକୁ ଆସିବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଦେଲେ ବଡ଼ ସୂଚନା

ଜଷ୍ଟିସ ବିଶ୍ବନାଥ ରଥ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ। ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ…

ସ୍ନେକ ହେଲ୍ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଦେଲେ ବଡ଼ ସୂଚନା: ଭିତର ରତ୍ନଭଣ୍ଡାରରେ…

ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଖୋଲିଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍‌ ଉପସ୍ଥିତିରେ ଆଜି ଭଣ୍ଡାର ଖୋଲାଯାଇଛି। ତେବେ ରତ୍ନଭଣ୍ଡାର ସାପ ଅଛି…

ବାଇକ୍‌କୁ ଚାପି ଦେଲା ଟ୍ରକ: ଚାଲିଗଲା ୨ଯୁବକଙ୍କ ଜୀବନ

ଢେଙ୍କାନାଳ,୧୮।୭: ଢେଙ୍କାନାଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ମୋଟଙ୍ଗା ଥାନା ଚିନ୍ତାପୋଖରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌କୁ ପଛପଟୁ ଧକ୍କା ଦେଇ ଚାପି ଦେବା ଫଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ…

ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୁଟାଇଲେ ତାନ୍ତ୍ରିକ, ସାମ୍ନାକୁ ଆସିଲା ଖବର, ଆଉ ତା’ ପରେ…

ବଲାଙ୍ଗୀର,୧୮ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଚଗାଁରେ ଗୁଣିଗାରେଡ଼ିରେ ଜଣେ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ବାରମ୍ବାର ଦେହ ଭଲ ନ ହେବାରୁ ପରିବାର ଲୋକେ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ। ତାନ୍ତ୍ରିକ ଜଣକ…

ଧର୍ମଶାଳାରେ ଖଣି ବିଭାଗର ବଡ଼ ରେଡ୍

ଭୁବନେଶ୍ୱର,୧୮ା୭: ଓଡ଼ିଶା ଖଣି ବିଭାଗ ଶୁକ୍ରବାର ଯାଜପୁର ଜିଲାର ଧର୍ମଶାଳା ଅଞ୍ଚଳରେ ଥିବା ଖଣି ଏବଂ ପଥର ଖଣି ଉପରେ ବ୍ୟାପକ ଚଢାଉ କରିଛି। ଲୁଣିବାର, ଚଢେଇଧରା ଏବଂ ଡଙ୍କାରୀ ଖଣି ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ପୂର୍ବ ବିଜେଡି ସରକାର…

ପୁରୁଷୋତ୍ତମପୁର ତହସିଲରେ ଅବ୍ୟବସ୍ଥା, ମୌଳିକ ସେବା ଯୋଗାଇବାକୁ ଦାବି କଲା ଭାଜପା

ପୁରୁଷୋତ୍ତମପୁର,୧୮ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଗୁରୁବାର ଶାସକ ଭାରତୀୟ ଜନତା ପାର୍ଟି ସ୍ବର ଉତ୍ତୋଳନ କରିଛନ୍ତି। ଲୋକମାନେ ତହସିଲରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଭାଜପାର ପ୍ରତିନିଧିମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?