ନିଖୋଜର ୮ ଦିନ ପରେ ବୈତରଣୀରୁ ମିଳିଲା ବୃଦ୍ଧଙ୍କ ମୃତଦେହ
ପାଟଣା,୨ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡ଼ାଳପକା ଗାଁ ବୈତରଣୀ ନଦୀର ଘୁର୍ଣ୍ଣିଦର ଘାଟରୁ ସୋମବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସାହାରପଡ଼ା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନ ବେଣୀ…
ଡଙ୍ଗରିଆ ସମ୍ପ୍ରଦାୟର ଭୋଟ ବର୍ଜନ ନିଷ୍ପତ୍ତି
ରାୟଗଡ଼ା,୨।୧୦ (ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲାର ନିୟମଗିରି, ସିଜିମାଳି, କୁଟ୍ରୁମାଳି, ମାଜିଙ୍ଗମାଳି, ମାଳି ପର୍ବତ, କୋଡ଼ିଙ୍ଗମାଳି ଆଦି ଅଞ୍ଚଳର ଖଣିକୁ ଘରୋଇ କମ୍ପାନୀକୁ ଲିଜ୍ରେ ଦିଆଯାଇଛି। ଅଞ୍ଚଳର ସୁରକ୍ଷା ପାଇଁ ମୂଳନିବାସୀ ବିରୋଧ କଲେ ସେମାନଙ୍କ ଉପରେ ପୋଲିସ ଜୁଲମ କରାଯାଉଛି।…
ଗଞ୍ଜାମରେ ଶାସକ, ବିରୋଧୀଙ୍କ ନିର୍ବାଚନୀ ପ୍ରସ୍ତୁତି
ବ୍ରହ୍ମପୁର,୨ା୧୦(ନରସିଂହ ସାହୁ):ସାଧାରଣ ନିର୍ବାଚନ ପାଇଁ ଏବେଠୁ ଗଞ୍ଜାମ ଜିଲାରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଶାସକ ବିଜେଡି ସଙ୍ଗଠନକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି। ବିଜେଡିକୁ ଟକ୍କର ଦେବା ନିମନ୍ତେ ମୁଖ୍ୟ ବିରୋଧୀ ଦଳ ଭାଜପା ମଧ୍ୟ…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଘସିପୁରା,୨ l୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ବସନ୍ତପୁର ସ୍ଥିତ ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି l ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପିଣ୍ଡିରେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ…
ଭୋଗରାଇରେ ବଢୁଛି ଚୋରି, ଗୋ ଚାଲାଣ
ଭୋଗରାଇ,୨ା୧୦(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଏବେ ଚୋରି, ରାହାଜାନି, ଛିନ୍ତାଇ ଓ ଗୋଚାଲାଣ ବୃଦ୍ଧି ପାଉଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଆନ୍ତଃରାଜ୍ୟ ଚୋର ଦଳ ଗଁା ଗଣ୍ଡା ଓ ମନ୍ଦିରରେ ପଶି ସୁନାଗହଣା, ଟଙ୍କା ଲୁଟ୍ କରି ଚମ୍ପଟ…
ବେଆଇନ ଭାବେ ଚାଲିଛି ନିଶା ନିବାରଣ କେନ୍ଦ୍ର
ବାରିପଦା,୨ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଅବାଧରେ ନିଶା ନିବାରଣ କେନ୍ଦ୍ର ଖୋଲାଯାଇଛି। ପରିଚାଳନା ନିମନ୍ତେ କୌଣସି ବ୍ୟବସ୍ଥା ନ ଥିବାରୁ କେନ୍ଦ୍ରକୁ ଅପବ୍ୟବହାର କରାଯାଉଛି। ଏପରିକି ଅନ୍ତେବାସୀଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପରିଚାଳନାଗତ ତ୍ରୁଟି…
ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବାକୁ ବୃଦ୍ଧା ଉଷାଙ୍କ ଘୋଷଣା
ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଣେ ବୃଦ୍ଧା ନିଜ କୋହଭରା କଣ୍ଠରେ କହିଛନ୍ତି, ନିଜର ଜନ୍ମକଲା ଝିଅପୁଅ ପଚାରିଲେ ନାହିଁ। ପରିଣତ ବୟସରେ ଜୀବନ ବଞ୍ଚାଇବା ଦୁର୍ବିଷହ ହୋଇପଡ଼ିଥିଲା। ଏହି ସମୟରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀସ୍ଥିତ ବରିଷ୍ଠ ନାଗରିକ ନିବାସ ମୋର…
ମାଟିଆଗୁଣ୍ଡି ପୋକ ପାଇଁ ଚାଷୀଙ୍କ ଚିନ୍ତା ବଢୁଛି
କେନ୍ଦ୍ରାପଡ଼ା, ୨ା୧୦(ଜଗନ୍ନାଥ ଧଳ):ଚଳିତବର୍ଷର ଲଗାଣ ବର୍ଷା, ବନ୍ୟା ପରେ ସାର ଓ ରାସାୟନିକ ଔଷଧର ଅଭାବ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ମାଟିଆଗୁଣ୍ଡି ପୋକ ଜିଲାର ସମସ୍ତ ବ୍ଲକ ଅଞ୍ଚଳର ଖରିଫ ଧାନ ଚାଷ ଉପରେ ପ୍ରଭାବ ପକାଇଥିବା ବେଳେ ସାରର…
ଡ୍ରୋନ କ୍ୟାମେରାରେ ହେବ ଲୁଟ୍ର ଆକଳନ
ଚଣ୍ଡିଖୋଲ,୨ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରେ ବେଆଇନ ଲୁଟ୍ ଘଟଣାକୁ ନେଇ ଡେରିରେ ପ୍ରଶାସନର ଚେତା ପଶିଛି। ସରକାରୀ ଭାବେ ଅନୁମୋଦିତ ଲିଜ୍ ଏରିଆ ବାହାରୁ ବିପୁଳ ଟଙ୍କାର ଲଘୁ ଖଣିଜ ଲୁଟ ହୋଇଥିବା…
ବିଧାନସଭା ନିର୍ବାଚନରେ ମହିଳା ଉପେକ୍ଷିତ
ଯାଜପୁର,୨ା୧୦ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଅଗ୍ରାଧିକାର ମିଳୁନାହିଁ। ଫଳରେ ଗତ ୧୬ଟି ବିଧାନସଭା ନିର୍ବାଚନରେ ଏଯାଏ ମାତ୍ର ୪ ଜଣ ମହିଳା ବିଧାୟିକା ହେବାର ସୁଯୋଗ ଲାଭ କରିଛନ୍ତି। ତେବେ ନିକଟରେ ମହିଳା ସଂରକ୍ଷଣ…
ବରିଷ୍ଠ ନାଗରିକ ନିବାସରେ କଟୁଛି ବୃଦ୍ଧାବୃଦ୍ଧଙ୍କ ଜୀବନ
ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀସ୍ଥିତ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ବରିଷ୍ଠ ନାଗରିକ ନିବାସରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ନିବାସରେ ଜନ୍ମ କଲା ଝିଅପୁଅମାନେ ପର କରିବା ପରେ ପରିଣତ ବୟସରେ ୨୫ଜଣ ବୃଦ୍ଧାବୃଦ୍ଧ…
ବିଧାୟକଙ୍କ ବିରୋଧରେ ମିଥ୍ୟା ଆରୋପ
ପଟ୍ଟାମୁଣ୍ଡାଇ,୨ା୧୦ (କଳ୍ପତରୁ ନାୟକ):ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଓ ରାଜନଗରରେ ସେପ୍ଟେମ୍ବର ୨୯ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ, ଖବରଦାତା ସମ୍ମିଳନୀ କରାଯାଇଥିଲା। ରବିବାର ବରିଷ୍ଠ ବିଜେଡି ନେତା…
Archives


