ଆମ ଜିଲା ଖବର

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବାଲେଶ୍ୱର,୧୯ା୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡ଼ା ସିଂହ ସାହି ଗ୍ରାମରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି ସ୍ବାମୀ। ଔପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରହିଛି। ଘଟଣାରୁ…

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

ଯାଜପୁର,୧୯ା୭: ଯାଜପୁର ଜିଲା ବିଞ୍ଝାରପୁର ଥାନା ବରହମପୁର ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କ ସମେତ ତାଙ୍କର ୩ ସମ୍ପର୍କୀୟଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସା ପରେ ଧରି ଫେରୁଥିଲା। ବରହମପୁର ନିକଟରେ…

ବାଲିରେ ହେଉଛି ନଦୀବନ୍ଧ ଉନ୍ନତୀକରଣ

ବ୍ରହ୍ମବରଦା,୧୯ା୭(ଯଯାତି କେଶରୀ ବେହେରା): ଜାରକା ଜଳସମ୍ପଦ ଡିଭିଜନ ଅନ୍ତର୍ଗତ ବନ୍ଧଡ଼ିହ ପ୍ରାଥମିକ ବିଦ୍ୟାଳୟ ନିକଟ ନଦୀବନ୍ଧକୁ ସୁଦୃଢୀକରଣ କରାଯାଉଛି। ଯେପରିକି ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ଘାଇ ସୃଷ୍ଟି ନ ହୁଏ ଏବଂ ଧନ ଜୀବନ ନଷ୍ଟ ନ ହୁଏ ସେଥିପାଇଁ…

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଭାଗ୍ୟଧର

ଡେରାବିଶ,୧୯ା୭ (ବେବର୍ତ୍ତା ଅଜୟ ଦାସ): ରାଜମିସ୍ତ୍ରି ଭାବେ କାର୍ଯ୍ୟ କରି ବିଭିନ୍ନ ଲୋକଙ୍କ ଘରକୁ ନିର୍ମାଣ କରିବା ସହ ନୂତନ ଘରେ ବସବାସ ପାଇଁ ସୁଯୋଗ ସୃଷ୍ଟି କରୁଥିଲେ। ମାତ୍ର ହଠାତ୍‌ ସ୍ବାସ୍ଥ୍ୟଗତ କାରଣରୁ ନିଜ ଘର ଏବେ ଉଜୁଡି ଯିବାକୁ…

ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, କୋରାପୁଟ-ସୁନାବେଡ଼ା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ

କୋରାପୁଟ/ଡୁମୁରିପୁଟ,୧୯ା୭(ଅମିତାଭ ବେହେରା/ସନ୍ତୋଷ ପାତ୍ର): ଶୁକ୍ରବାର ସକାଳେ ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଏକ ସିମେଣ୍ଟ ବୋଝଇ ଟ୍ରକ୍‌ ଭାରସାମ୍ୟ ହରାଇ ଡୁମୁରିପୁଟ ନିକଟ ୨୬ ନଂ ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଛି। ଫଳରେ କୋରାପୁଟ – ସୁନାବେଡ଼ା ମଧ୍ୟରେ ଗାଡ଼ି ଚଳାଚଳ…

ବସ୍‌କୁ ସାଇଡ୍‌ ଦେବା ବେଳେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌

ନୀଳଗିରି,୧୯ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ନୀଳଗିରି ଥାନା ଶେରଗଡ଼ ଝରଣାଘାଟି ୧୯ନଂ ରାଜ୍ୟ ରାଜପଥ ରାସ୍ତାର ୧୧ ନମ୍ବର ପୋଲ ଭାଲୁକାଶୁଣି ଛକ ନିକଟରେ ଶୁକ୍ରବାର ସକାଳେ ବାଲି ବୋଝେଇ ଟ୍ରକ୍‌ ଏକ ବସ୍‌କୁ ସାଇଡ୍‌ ଦେବାକୁ ଯାଇ ଭାରସାମ୍ୟ ହରାଇ ଓଲଟି…

ସୁଧୁରୁନି ସହରର ପରିମଳ ବ୍ୟବସ୍ଥା

ଖୋର୍ଦ୍ଧା,୧୯ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ରେନ୍‌ ସଫା ନ ହେବା ଫଳରେ ପୋତିହୋଇଗଲାଣି। ଅଧିକାଂଶ ଡ୍ରେନ୍‌ ପଥର ଖସି ଭୁଶୁଡ଼ିପଡ଼ିଲାଣି। ଡ୍ରେନ୍‌ ପୋତିହୋଇପଡ଼ିଥିବା ବେଳେ ଅଳିଆ ଆବର୍ଜନା ଜମିରହି ପଚି ଦୁର୍ଗନ୍ଧ ହେଉଛି। ଫଳରେ ମଶା,…

ଭୁବନ ଏନ୍‌ଏସିରେ ହାତୀ ଆତଙ୍କ, ଜନସାଧାରଣ ଭୟଭୀତ

ଭୁବନ,୧୯ା୭(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅରାସାହିରେ ଗୋଟିକିଆ ହାତୀ ଆତଙ୍କ ସୃଷ୍ଟି କରିଛି। ହାତୀଟି ଭୁବନ ଏନ୍‌ଏସି ଚିନ୍ତା ପୋଖରୀ ରାସ୍ତା ଦେଇ ଗ୍ରାମର ବିଭିନ୍ନ ସାହିରେ ବୁଲି ରାତି ୩ଟା ସମୟରେ ୬ ନମ୍ବର ଓ୍ବାର୍ଡରେ…

କାଞ୍ଜିଆହୁଦା ନାହିଁ, ମୁଖ୍ୟରାସ୍ତାରେ ବୁଲାଗୋରୁ

ନିମାପଡ଼ା,୧୯।୭(ବିଚିତ୍ରାନନ୍ଦ ସାହୁ): ପାଟପୁର ମୁଖ୍ୟରାସ୍ତା, ବଡ଼ ବଜାର ରାସ୍ତା, ଦୋଳବେଦି ଛକ ରାସ୍ତା ଏବେ ବୁଲା ଗୋରୁଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି। ମୁଖ୍ୟ ରାସ୍ତା, ବ୍ଲକ ଛକ, ତହସିଲ ଅଫିସ ଛକ, ଥାନା ଛକ, ଦୋଳବେଦି ଛକ ଉପରେ ଦୈନିକ ବହୁ…

ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ,୧୯ା୭(ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ। ଗୁରୁବାର ରଥଉପରେ ମହାପ୍ରଭୁଙ୍କ ଅଧରପଣା ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ…

କାମ କରୁଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ଗଲା ହାଇଓ୍ବା

ବଣାଇଁ,୧୮।୭:(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ୫୨୦ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ୍‌ ନିକଟରେ ଗୁରୁବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ଭାରସାମ୍ୟ ହରାଇ ରାସ୍ତା କାମରେ ନିୟୋଜିତ…

ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ,୧୮।୭: ଗୁରୁବାର ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ପାଣିଆ ଆପଟ ସେବକମାନେ ଅଧର ହାଣ୍ଡିରେ ପାଣି ଭର୍ତ୍ତି କରିଥିଲେ। ପରେ ସାଚି, ଛେନା, ସର, ନବାତ, କ୍ଷୀର, କଦଳୀ, ଲବଙ୍ଗ, ଗୁଜୁରାତି ଆଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା। ମହାସୁଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?