ଆମ ଜିଲା ଖବର

ସୁଭଦ୍ରା ଯୋଜନାରେ ସାମିଲ କରିବାକୁ କହି ମହିଳାଙ୍କୁ ଠକେଇ

ଖଡ଼ିଆଳ,୧୩ା୬(ସୁଜିତ କୁମାର ପ୍ରଧାନ)- ଚଳିତ ସାଧାରଣ ନିର୍ବାଚନରେ ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଥିଲା। ନିର୍ବାଚନ ସରିବା ପରେ ଭାଜପା ସରକାର ଗଠନ ପୂର୍ବରୁ କିଛି ଠକ ସଂସ୍ଥାର କର୍ମଚାରୀ ଗାଁ ଗାଁ…

କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୬(ସୁନୀଲ ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନ ପାଖ ହୋଟେଲ ଇନ୍ଦ୍ରପ୍ରସ୍ଥର ୨୧୨ ନମ୍ବର ରୁମ୍‌ରୁ ଗତ ମେ’ ୧୭ରେ ପୋଲିସ କନଷ୍ଟେବଳ ଶଙ୍କରଭାନୁ ବେହେରାଙ୍କ ହାତଗୋଡ଼, ମୁହଁବନ୍ଧା ମୃତଦେହ ଉଦ୍ଧାର କରିଥିଲା। ରତ୍ନପଥର ଚୋରା କାରବାରରୁ ଶଙ୍କରଭାନୁ ହତ୍ୟାକାଣ୍ଡ ଘଟିଥିବା ତଦନ୍ତରୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୃତ ଦିଲ୍ଲୀପଙ୍କ ପରିବାର, ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପାଇଁ ନିବେଦନ

ଖଲ୍ଲିକୋଟ,୧୩ା୬(ପ୍ରଶାନ୍ତ କୁମାର ମିଶ୍ର): ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ଆଲୋଚନା କରିଛନ୍ତି ମୃତ ଦିଲ୍ଲୀପ ପାହାନଙ୍କ ପରିବାର। ସୂଚନାନୁଯାୟୀ, ଶ୍ରୀକୃଷ୍ଣଶରଣପୁର ଗ୍ରାମର ମୃତ ଦିଲ୍ଲୀପଙ୍କ ପରିବାରକୁ ଭାଜପା ପକ୍ଷରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ…

ଜମ୍ମୁ-କଶ୍ମୀର ଆତଙ୍କୀ ହମ୍‌ଲାର କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୩ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଜମ୍ମୁ-କଶ୍ମୀରର କଟ୍ରାରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ୍‌ ଯାଉଥିବା ସମୟରେ ୯ ତାରିଖରେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ୧୦ ନିରୀହ ହିନ୍ଦୁଙ୍କ ଜୀବନ ଚାଲିଗଲା। ଏହି ଘଟଣାକୁ ସମଗ୍ର ଦେଶବାସୀ ନିନ୍ଦା କରିବା ସହ ସରକାର…

ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ସାକ୍ଷୀଗୋପାଳ, ୧୩।୬(କିଶୋର ମହାପାତ୍ର): ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲି ରାଜ୍ୟର ନୂଆ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ଉପସ୍ଥିତିରେ ଏହି ନିର୍ଦେଶ କାର୍ଯ୍ୟକାରୀ କରାଇଥିଲେ। ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ…

ଶ୍ରୀମନ୍ଦିର ଚାରିଦ୍ୱାରର ରହିଛି ନିଜସ୍ୱ ବିଶେଷତା, ଜାଣନ୍ତୁ…

ପୁରୀ, ୧୩।୬: ଦୀର୍ଘ ସମୟ ପରେ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଇଛି। କରୋନା ସମୟରୁ ସରକାରଙ୍କ ଦ୍ୱାରା ଚାରିଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। ତେବେ କରୋନା ପରେ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ…

ଭାଜପା ବିଜୟ ଉତ୍ସବ ପାଳନରେ ବାଣଫୁଟାକୁ ନେଇ ଖଣ୍ଡଯୁଦ୍ଧ: ବାପ-ପୁଅ ସମେତ ୬ ଆହତ, ଗାଁରେ ଉତ୍ତେଜନା

ହାଟଡିହୀ,୧୩ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ବାଣଫୁଟାକୁ ନେଇ ମହାଭାରତ ସୃଷ୍ଟି ହୋଇଛି। ବାଣଫୁଟାରେ ବାପ, ପୁଅଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଆନନ୍ଦପୁର ଡିଏସ୍‌ପି ପ୍ରଶାନ୍ତ ବେହେରା ଏବଂ ସୋସୋ ଥାନା…

ରୋଜଗାର କରିବାକୁ ଯାଇ ବେଙ୍ଗାଲୁରୁରେ ଚାଲିଗଲା ଓଡ଼ିଆ ଯୁବକଙ୍କ ଜୀବନ, ଗାଁକୁ ଆସି ପାରିଲାନି ମୃତଦେହ

ପାଟଣା,୧୩ା୬(ବୀରକିଶୋର ଦାଶ): ବେଳେବେଳେ ଆତ୍ମୀୟଙ୍କ ଅନ୍ତିମ ଦର୍ଶନ ବି ପରିବାର ଲୋକେ କରିପାରନ୍ତି ନାହିଁ। ମୃତଦେହ ଆସିବାରେ ଅର୍ଥ ବାଧକ ସାଜେ। ଜଣେ ଓଡ଼ିଆ ଯୁବକ ରୋଜଗାର ଆଶାରେ ବେଙ୍ଗାଲୁରୁ ଯାଇ ମୃତ୍ୟୁ ଘଟିବା ପରେ ଗାଁକୁ ମୃତଦେହ ଆସି ପାରିଲା…

ପିଚୁ ପ୍ଲାଣ୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି

ଦାରିଙ୍ଗବାଡ଼ି,୧୩ା୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଅଲାରୀଠାରେ ଏକ ପିଚୁ ପ୍ଲାଣ୍ଟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଉକ୍ତ ପ୍ଲାଣ୍ଟର ମୁଖ୍ୟାଂଶ ବ୍ୟାଗରେ କାର୍ଯ୍ୟରତ ମିସ୍ତ୍ରୀ ଓ ଶ୍ରମିକମାନେ ଧୂଆଁ…

ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ମହାପ୍ରଭୁଙ୍କ ଆଶୀର୍ବାଦରେ ହୋଇଛି ସମ୍ଭବ

ଭୁବନେଶ୍ୱର,୧୩।୬: ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ…

୧୦ ବର୍ଷ ହେଲା ବନ୍ଦ ପଡ଼ିଛି ବିଜୟାନନ୍ଦ ଚିନିକଳ

ଦେଓଗାଁ ,୧୩ା୬(କୃଷ୍ଣ ପ୍ରସାଦ ପାଣିଗ୍ରାହୀ)ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସାଗରପାଲି କଲୋନୀ ନିକଟରେ ଥିବା ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ବିଜୟାନନ୍ଦ ସମବାୟ ଚିନିକଳ ପ୍ରାୟ ୧୦ ବର୍ଷ ହେଲା ବନ୍ଦ ହୋଇ ପଡିରହିଛି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ…

ଶହେ ମିଟରରୁ ୮.୭ କି.ମି. ଇକୋ ସେନ୍‌ସେଟିଭ୍‌ ଜୋନ୍‌

ରାଜନଗର,୧୩ା୬(ଭାସ୍କର ରାଉତରାୟ)ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୧ ଶହ ମିଟରଠାରୁ ୮.୭ କି.ମି. ପର୍ଯ୍ୟନ୍ତ ଇକୋ ସେନସେଟିଭ ଜୋନ୍‌ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?