ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଆଜି ମଙ୍ଗନ, କାଲି ବାହାଘର
ଭଦ୍ରକ,୧୦ା୬(ସନାତନ ରାଉତ): ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକରେ ସୁସଜ୍ଜିତ କରାଯାଇଥିବା ବେଳେ ଫୁଲରେ ସଜ୍ଜିତ କରାଯିବ ମନ୍ଦିର ପରିସରକୁ। ସୋମବାର ବୈଦିକ…
୨ ଶ୍ରମିକ ଜଳିଗଲେ
କାମାକ୍ଷାନଗର,୧୦ା୬(ସୁଧୀର ପରିଡ଼ା): ଘର କାମ କରୁଥିବା ବେଳେ ଘଟିଛି ଅଘଟଣ। ଲୁହା ରଡ୍ ଭିଡୁଥିବା ସମୟରେ ୩୩ କେଭି ଲାଇନ୍ ତାରରେ ଲାଗି ୨ଶ୍ରମିକ ଗୁରୁତର ହୋଇଛନ୍ତି। ଏମାନେ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦)। ଏଭଳି…
ଝାଡ଼ାବାନ୍ତିରେ ଜଣେ ମୃତ,୩ ଡାକ୍ତରଖାନାରେ ଭର୍ତ୍ତି
ବିଷମକଟକ,୧୦ା୬(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଲେ ଗୋପାଳ କାଣ୍ଡାମାକା(୨୮)। ୪ ଜଣଙ୍କ ମଧ୍ୟରୁ…
ସୋଫିଆଙ୍କ ବିରୋଧରେ ତେଜିଲା ସ୍ବର; ଦେଶ ବିରୋଧୀ ସ୍ଲୋଗାନ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କଲେ ଭାଜପା ଯୁବମୋର୍ଚ୍ଚା, ହିନ୍ଦୁସେନା
କଟକ, ୧୦ା୬(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନବନିର୍ବାଚିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବିରୋଧରେ ଭାଜପା ଯୁବମୋର୍ଚ୍ଚା କଟକନଗର ପକ୍ଷରୁ ସ୍ବର ଉତ୍ତୋଳନ କରାଯାଇଛି। ଏଥିସହ ସୋଫିଆଙ୍କ ବିରୋଧରେ ଲାଲବାଗ ଥାନାରେ ଲିଖିତ ଅଭିଯୋଗପତ୍ର ଦିଆଯାଇଛି। ସେଥିରେ ଦର୍ଶାଯାଇଛି, କଟକ…
ପରାଜୟ ପାଇଁ ନିଜକୁ ଦାୟୀ କଲେ ପ୍ରଣବ
ଧର୍ମଶାଳା,୧୦ା୬(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ୪,୧୮୧ ଖଣ୍ଡ ଭୋଟରେ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କଠାରୁ ପରାଜିତ ହୋଇଛନ୍ତି। ପରାଜୟର ୫ଦିନ ପରେ ରବିବାର ବିଜେଡି ପକ୍ଷରୁ ଜାରକାସ୍ଥିତ କାର୍ଯ୍ୟାଳୟରେ ଏକ ସମୀକ୍ଷା…
ଭଣ୍ଡାରିପୋଖରୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ; ପ୍ରାର୍ଥୀ ଘୋଷଣାରେ ବିଳମ୍ବ ପଛରେ ପକାଇଲା
ଭଦ୍ରକ,୧୦ା୬(ସନାତନ ରାଉତ): ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ସାରା ଓଡ଼ିଶାରେ ପରିବର୍ତ୍ତନ ହୋଇଥିବା ବେଳେ ଭଣ୍ଡାରିପୋଖରୀରେ ଭାଜପା ତୃତୀୟ ସ୍ଥାନକୁ ଖସିବା ସହ ୨୦୧୯ ନିର୍ବାଚନ ଅପେକ୍ଷା କମ୍ ଭୋଟ ପାଇଛି। ଏହି ନିର୍ବାଚନମଣ୍ଡଳୀ…
ମେଡିକାଲରୁ ଚୋରି ନବଜାତ ଉଦ୍ଧାର
ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଉଦ୍ଧାର ହୋଇଛି। ଜଳେଶ୍ୱର ଅଞ୍ଚଳରୁ ନବଜାତ ପୁତ୍ରକୁ ପୋଲିସ ଉଦ୍ଧାର କରିଛି। ନବଜାତକୁ ଚୋରି କରିଥିବା ମହିଳାଙ୍କ ସମେତ ଆଶା କର୍ମୀ ଅଟକ ରହିଛନ୍ତି। ସୂଚନା ଅନୁଯାୟୀ, ବାଲିଆପାଳ…
ମନ୍ଦିରକୁ ପ୍ରବେଶ ଉପରେ ଦଳିତଙ୍କୁ ବିରୋଧ
ଭଞ୍ଜନଗର,୧୦ା୬(ବାବୁଲା ପ୍ରଧାନ): ଏବେବି ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ବାସ ଭରି ରହିଛି, ଯାହାର ଏକ ଉଦାହରଣ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜରାଲିରେ ରବିବାର ଅପରାହ୍ନରେ ଦେଖିବାକୁ ମିଳିଛି। ଗ୍ରାମର ଦଳିତ ଲୋକଙ୍କୁ ବିଗତ କିଛି ଦିନ ହେବ ମନ୍ଦିର…
ତଣ୍ଡା ଅଞ୍ଚଳ ତଟକ୍ଷୟ ବଢ଼ିଚାଲିଛି
କେନ୍ଦ୍ରାପଡ଼ା,୧୦ା୬(ଜଗନ୍ନାଥ ଧଳ): ସାବିତ୍ରୀ ଅମାବାସ୍ୟାରେ ସମୁଦ୍ର କୂଳ ଲଘିଂ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଣ୍ଡା ଅଞ୍ଚଳକୁ ପାଣି ପଶିଥିଲା। ତଟକ୍ଷୟର ଏହି ପରିସ୍ଥିତି ତଟାଞ୍ଚଳବାସୀଙ୍କ ମନରେ ଭୟ ଆଣିଛି। ଜିଲାରେ ବଙ୍ଗୋପସାଗରର ୪୮ କିଲୋମିଟର ଲମ୍ବର ତଟରୁ ପ୍ରାୟ ୨୮…
ଦେବୀନଦୀ ପଠା ଅତଡ଼ା ଧସୁଛି : ଗ୍ରାମବାସୀ ଭୟଭୀତ
ନାଉଗାଁ,୧୦ା୬( ସୁଧା ବେହୁରା): ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଞ୍ଚାୟତ ଦେଇ ଦେବୀନଦୀ ପ୍ରବାହିତ ହେଉଛି। ଏହି ନଦୀରେ ହୋଇଥିବା ବନ୍ଧ ଜଗତ୍ସିଂହପୁର ଜଳସମ୍ପଦ ବିଭାଗ ଅଲଣାହାଟ ଜଳସମ୍ପଦ ସେକ୍ସନ ଅଧୀନରେ ରହିଛି। ଉକ୍ତ ନଦୀର ଉଦ୍ବୃତ୍ତ ବନ୍ୟାଜଳ ଗ୍ରାମ ମଧ୍ୟକୁ…
‘ବିଜେଡିର ୨୫ ବିଧାୟକ ଯୋଗାଯୋଗରେ ଅଛନ୍ତି’
ଖୋର୍ଦ୍ଧା/କଟକ,୯ା୬(ପ୍ରଭାତ ପାଣିଗ୍ରାହୀ/ଶିଳ୍ପା ପ୍ରିୟଦର୍ଶିନୀ):ଇଭିଏମ୍ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ ବହୁ ନେତା ଓ କର୍ମୀ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ। ପ୍ରଶାନ୍ତ ଘୋଡ଼ାଗାଡ଼ିରେ…
ଚୁଆପାଣି ପିଇ ଜୀବନ ବଞ୍ଚାଉଛନ୍ତି ପାଇବରସାହିବାସୀ
ବାଲିଗୁଡ଼ା,୯ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ପଞ୍ଚାୟତର ୧୬ ନମ୍ବର ଓ୍ବାର୍ଡ ପାଇବରସାହିରେ ଜଳଯନ୍ତ୍ରଣା ଦେଖାଦେଇଛି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ୬ କିଲୋମିଟର ଦୂରରେ ଥିବା ଏହି ଗାଁର ଜନସଂଖ୍ୟା ୨୦୦ରୁ ଊର୍ଦ୍ଧ୍ୱ, ଗ୍ରାମରେ…

